ରାଜରାସ୍ତାରେ ଛାତ୍ରଛାତ୍ରୀ
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୨୧/୯/୨୬- ବାରିପଦା ରୁ ଉଦଳା ରାସ୍ତାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସହସ୍ରାଧିକ ବିଦ୍ୟାର୍ଥୀଙ୍କ ମୁଖ୍ୟ ରାସ୍ତା ଉପରେ ପଦଯାତ୍ରା ଆଜି ଜିଲ୍ଲାର ମୁଖ୍ୟ ଆଲୋଚ୍ୟ ଖବର ହୋଇଛି ତଥା ଶିକ୍ଷାବିଭାଗ ନିନ୍ଦିତ ହୋଇଛି । ପ୍ରଧାନଶିକ୍ଷକଙ୍କ ଖାମଖିଆଲ ନୀତି ସହ ହଷ୍ଟେଲରେ ଦୁଇ ମାସରୁ ଉର୍ଦ୍ଧ୍ବ ହେବ ନାହିଁ ମୌଳିକ ସୁବିଧା ତଥା ପୋକରା ଚାଉଳ ଭାତ, ପୁଣି ନାହିଁ ପାଣିର ସୁବିଧା…