ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
​ଉଦଳା:ଭାଇକୁ ବଞ୍ଚାଇବାକୁ ଯାଇ ପାଣିରେ ଭାସିଗଲେ ଭଉଣୀ: ୧ କିମି ଦୂରରୁ ଉଭୟଙ୍କ ମୃତଦେହ ଜବତ – ସମୀକ୍ଷା ଖବର

​ଉଦଳା:ଭାଇକୁ ବଞ୍ଚାଇବାକୁ ଯାଇ ପାଣିରେ ଭାସିଗଲେ ଭଉଣୀ: ୧ କିମି ଦୂରରୁ ଉଭୟଙ୍କ ମୃତଦେହ ଜବତ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ସମୀକ୍ଷା ନ୍ୟୁଜ: ​ଉଦଳା: ଭାଇକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଲେ ଭଉଣୀ। ଏଭଳି ଏକ ହୃଦୟବିଦାରକ ଓ ମର୍ମନ୍ତୁଦ ଘଟଣା ଓଡ଼ିଶାରୁ ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର କାାୟା ଖେଳାଇ ଦେଇଛି। ଏହି ଅଭାବନୀୟ ଘଟଣା ପରିବାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବାବେଳେ ସମଗ୍ର ଅଞ୍ଚଳରେ ସମବେଦନାର ସୁଅ ଛୁଟିଛି।​ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି କାରଣବଶତଃ ଭାଇଟି ନଦୀ କିମ୍ବା କେନାଲର ପ୍ରଖର ଜଳସ୍ରୋତରେ ଭାସି ଯାଉଥିଲେ। ଭାଇକୁ…

Read More
ବଡ଼ସାହି, ବ୍ଲକ ସ୍ତରୀୟ ମୁଣ୍ଡାରୀ ଭାଷା ଆନ୍ଦୋଳନର ସଫଳତା ପାଇଁ ସଚେତନତା ବୈଠକ – ସମୀକ୍ଷା ଖବର

ବଡ଼ସାହି, ବ୍ଲକ ସ୍ତରୀୟ ମୁଣ୍ଡାରୀ ଭାଷା ଆନ୍ଦୋଳନର ସଫଳତା ପାଇଁ ସଚେତନତା ବୈଠକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ମୁଣ୍ଡାରୀ ଭାଷା ସମନ୍ୱୟ କମିଟି, କେନ୍ଦ୍ରୀୟ କମିଟିର ନିଷ୍ପତ୍ତି କ୍ରମେ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ଦାବି ନେଇ ପ୍ରତ୍ୟେକ ବ୍ଲକ ସ୍ତରୀୟ ସମାବେଶ ଆୟୋଜନ କରି ଦାବିପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହି କ୍ରମରେ ଆସନ୍ତା ୨୮ ତାରିଖ ବଡ଼ସାହି ବ୍ଲକ ସ୍ତରୀୟ ସମାବେଶ ଆୟୋଜନ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମାବେଶରେ ଦଶ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହେବ ।…

Read More
ମୟୂରଭଞ୍ଜର ଆଶ୍ରମ ଓ ଆଦିବାସୀ ହଷ୍ଟେଲ ଅଡିଟ ପାଇଁ ଆସି ଲାଞ୍ଚ କାରବାରରେ ଦୁଇ ଅଡିଟ କର୍ମଚାରୀଙ୍କୁ ଧରିଛି ବାଲେଶ୍ବର ଭିଜିଲାନ୍ସ ଟିମ – ସମୀକ୍ଷା ଖବର

ମୟୂରଭଞ୍ଜର ଆଶ୍ରମ ଓ ଆଦିବାସୀ ହଷ୍ଟେଲ ଅଡିଟ ପାଇଁ ଆସି ଲାଞ୍ଚ କାରବାରରେ ଦୁଇ ଅଡିଟ କର୍ମଚାରୀଙ୍କୁ ଧରିଛି ବାଲେଶ୍ବର ଭିଜିଲାନ୍ସ ଟିମ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି ୧୧/୯/୨୦୨୬ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲ ଅଡିଟ କାର୍ଯ୍ୟରେ ଓଡିଶା ସରକାରଙ୍କ ଏସଟି, ଏସସି ଉନ୍ନୟନ ବିଭାଗରୁ ଆସିଥିବା ଦୁଇ କର୍ମଚାରୀଙ୍କୁ ଲାଞ୍ଚ ପାଇଁ ବ୍ୟାଗ ଭର୍ତ୍ତି ଟଙ୍କା ସହ ବାରିପଦାର ଏକ ଲଜରୁ ଗିରଫ କରିଛନ୍ତି ବାଲେଶ୍ଵର ଭିଜିଲାନ୍ସ ଟିମ । ତାଙ୍କୁ ନିଆଅଣା କରୁଥିବା ଏକ ସରକାରୀ ବୋର୍ଡ ଲଗା ବୋଲେରୋ ଗାଡି ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।…

Read More

କପ୍ତିପଦା-ମହୁଲଡିହାରେ ବାଘାଯତୀନଙ୍କ ୧୧୧ତମ ବଳିଦାନ ଦିବସ ପାଳିତ

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ ୧୦/୦୯/୨୬ (ସମୀକ୍ଷା ନ୍ୟୁଜ) “ବଞ୍ଚିବାର ମାନେ ନୁହେଁ ଜୀବନ, ମୃତ୍ୟୁ ହିଁ ଜୀବନ। ମାତ୍ର ସେ ମୃତ୍ୟୁ ସାଧାରଣ ମୃତ୍ୟୁ ନୁହେଁ, ବୀରତ୍ୱର ମୃତ୍ୟୁ।” ଭାରତବର୍ଷର କ୍ରାନ୍ତିକାରୀମାନେ ମାଟିମାଆର ମୁକ୍ତି ପାଇଁ ଆତ୍ମବଳି ଦେଇଛନ୍ତି ଏବଂ ସେଥିପାଇଁ ସେମାନେ ଚିରଅମର। ମହାନ ସ୍ୱାଧୀନତା ସଂଗ୍ରାମୀ ବାଘାଯତୀନଙ୍କ ୧୧୧ତମ ବଳିଦାନ ଦିବସ ଅବସରରେ ସହିଦ୍ ବାଘାଯତୀନ ସ୍ମୃତି ପୀଠ ଓ କପ୍ତିପଦା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସହିଦ୍ ସ୍ମାରକୀ ସମାରୋହରେ ଯୋଗଦେଇ…

Read More
ବର୍ଷା : ଲାଲ ସତର୍କତାରେ ମୟୂରଭଞ୍ଜ, ଆଜି ସମସ୍ତ ବିଦ୍ୟାଳୟ ଛୁଟି – ସମୀକ୍ଷା ଖବର

ବର୍ଷା : ଲାଲ ସତର୍କତାରେ ମୟୂରଭଞ୍ଜ, ଆଜି ସମସ୍ତ ବିଦ୍ୟାଳୟ ଛୁଟି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି : ୧୦/୯/୨୦୨୬- ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ବଳ ଗୋଟାଉଥ‌ିବା ବେଳେ ୧୦ ତାରିଖ ଏହା ଲଘୁଚାପର ରୂପ ନେବା ସମ୍ଭାବନା ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରତି ବିଭାଗୀୟ ଲାଲ ସତର୍କତାରହିଛି । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ମୟୂରଭଞ୍ଜ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥୂବାରୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍…

Read More
ଡିଜିଟାଲ ଯୁଗରେ ଖୁଚୁରା ସମସ୍ୟା – ସମୀକ୍ଷା ଖବର

ଡିଜିଟାଲ ଯୁଗରେ ଖୁଚୁରା ସମସ୍ୟା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୮/୯/୨୦୨୬ – ଗାଁ ଗହଳିରେ ଏବେ ପ୍ରାୟତଃ ଖୁଚୁରା ପଇସା ମିଳିବା ମୁସ୍କିଲ ହେଲାଣି । ଅନେକ ସ୍ଥାନରେ ଟଙ୍କିକିଆ ବା ୨ଟଙ୍କିଆ ପ୍ରଚଳନ ମଧ୍ୟ କୁଚୁରା ଦୋକାନୀ ବନ୍ଦ କରିଦେଲେଣି । ଏଣୁ ଏବେ ଏଭଳି ପରିସ୍ଥିତି ନେଇ ଦୋକାନୀ ଓ ଗ୍ରାହକ ମଧ୍ୟରେ ସମସ୍ୟା ଉପୁଜିଛି । ଡିଜିଟାଲ ପେମେଂଟ ମାଧ୍ୟମରେ ଅଧିକାଂଶ ଆପ ଦ୍ୱାରା କ୍ୟୁଆର କୋର୍ଡ଼ ବ୍ୟବହାରରେ ଦୋକାନରେ ପଇସା ନେଉଥିବା ମଧ୍ୟ…

Read More
ଶରତ ବଜାରରେ ଭତ୍ତା ଅନିୟମିତତାକୁ ନେଇ ରାସ୍ତାରୋକ ଓ ବିକ୍ଷୋଭ: ୯ଟି ପଞ୍ଚାୟତର ସରପଞ୍ଚଙ୍କ ସାମିଲ – ସମୀକ୍ଷା ଖବର

ଶରତ ବଜାରରେ ଭତ୍ତା ଅନିୟମିତତାକୁ ନେଇ ରାସ୍ତାରୋକ ଓ ବିକ୍ଷୋଭ: ୯ଟି ପଞ୍ଚାୟତର ସରପଞ୍ଚଙ୍କ ସାମିଲ

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୦୯/୦୯/୨୬/_ (ସମୀକ୍ଷା ନ୍ୟୁଜ): ​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ବଜାରଠାରେ ଥାଳି ପାଉଚାରେ ଅନିୟମିତତା ଏବଂ ବିଭିନ୍ନ ଦାବି ନେଇ ୦୯ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ଜନସାଧାରଣଙ୍କ ପକ୍ଷରୁ ବ୍ୟାପକ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ​ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଦୋଳନକାରୀମାନେ ସକାଳ ୦୭:୦୦ ଘଟିକାରୁ ସନ୍ଧ୍ୟା ୦୭:୦୦ ଘଟିକା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରଖିଥିଲେ। ପ୍ରଶାସନର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ସେମାନେ…

Read More
ପୁଣି ଚର୍ଚ୍ଚାରେ ଉଦଳା ଲୁଇପା ଡିଗ୍ରୀ ମହାବିଦ୍ୟାଳୟ: କୋଟି କୋଟି ଟଙ୍କାର ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଜାରି – ସମୀକ୍ଷା ଖବର

ପୁଣି ଚର୍ଚ୍ଚାରେ ଉଦଳା ଲୁଇପା ଡିଗ୍ରୀ ମହାବିଦ୍ୟାଳୟ: କୋଟି କୋଟି ଟଙ୍କାର ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଜାରି

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୦୮/୦୯/୨୬ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡାନ୍ତର୍ଗତ ରାଢ଼ୋସ୍ଥିତ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ସମ୍ପାଦକ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ମହାପାତ୍ରଙ୍କ ବିରୋଧରେ ସରକାରୀ ଅନୁଦାନ ଓ କଲେଜ ପାଣ୍ଠିରୁ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ କଲେଜ କର୍ମଚାରୀମାନେ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି।…

Read More
ରାସଗୋବିନ୍ଦପୁର ପଡ଼ିଆରେ ହାତୀର ଫୁଟବଲ୍‌ ଖେଳ_ ଶେଷରେ ବଲ୍‌କୁ ଦଳି ନଷ୍ଟ କଲା – ସମୀକ୍ଷା ଖବର

ରାସଗୋବିନ୍ଦପୁର ପଡ଼ିଆରେ ହାତୀର ଫୁଟବଲ୍‌ ଖେଳ_ ଶେଷରେ ବଲ୍‌କୁ ଦଳି ନଷ୍ଟ କଲା

ଯଶୋବନ୍ତ ପରିଡା/_ ମୟୁରଭଞ୍ଜ/ ୦୬/୦୯/୨୬ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଜଙ୍ଗଲ ଅଞ୍ଚଳରେ ଏକ ଅଭୂତପୂର୍ବ ଏବଂ ଭୟଗ୍ରସ୍ତ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁ ପଡ଼ିଆରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍ ଏକ ହାତୀ ପ୍ରବେଶ କରି ଫୁଟବଲ୍‌ ସହିତ ଖେଳିଥିବାର ଖବର ସାମ୍ନାକୁ ଆସିଛି। ​ପ୍ରକାଶ ଯେ, ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମରପାଡ଼ା ପଞ୍ଚାୟତର ବାଉସୁଳି ଗାଁ ପଡ଼ିଆରେ କିଛି ନାବାଳକ ଓ ପିଲାମାନେ ଫୁଟବଲ୍‌ ଖେଳୁଥିଲେ। ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ…

Read More
ହରିପୁର ଗଡ଼କୁ ଉତ୍ତମ ପର୍ଯ୍ୟଟନ ସ୍ଥଳୀ କରାଯାଉ ଦାବିରେ ୧୮କୋଟି – ସମୀକ୍ଷା ଖବର

ହରିପୁର ଗଡ଼କୁ ଉତ୍ତମ ପର୍ଯ୍ୟଟନ ସ୍ଥଳୀ କରାଯାଉ ଦାବିରେ ୧୮କୋଟି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୫/୯/୨୬ – ଆମର ଦାବୀ ଯୋଗୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାର ଦୀର୍ଘ ସାତ ବର୍ଷ ପରେ ସରକାର ଭଞ୍ଜ ରାଜାଙ୍କ ପୂର୍ବତନ ରାଜଧାନୀ ହରିପୁର ଗଡ଼ ର ବିକାଶ ପାଇଁ ୧୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ତଥା ଆମେ ଏଏସ୍ ଆଇ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ କହୁଛୁ ଏହି କାମକୁ ସୂଚାରୁ ଭାବରେ ଯଥାଶୀଘ୍ର ସମ୍ପନ୍ନ କରିବାକୁ ବୋଲି ବଡ଼ସାହି ନିର୍ବାଚନ ମଣ୍ଡଳୀର ଏକ…

Read More