ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ – ସମୀକ୍ଷା ଖବର

ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ

ଯଶୋବନ୍ତ ପରିଡା/ ମୟୁରଭଞ୍ଜ/ ୨୭.୦୮.୨୬/ (ସମୀକ୍ଷା ନ୍ୟୁଜ): ନେପାଳ ଏବଂ ତିବ୍ଦତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ତଥା ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା ଯୁବତୀ କୁଲସୁମ ନିଗାର ଏହି ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି। ​ପ୍ରାପ୍ତ ସୂଚନା ଅନୁଯାୟୀ, ନେପାଳର ଭୋଟେ କୋଷୀ ଏବଂ ତ୍ରିଶୂଳୀ ନଦୀ ଅଞ୍ଚଳରେ ହଠାତ୍ ଆସିଥିବା ବନ୍ୟା (Flash Floods) ଏବଂ…

Read More
ନିଆରା ରାକ୍ଷୀ ପୂର୍ଣ୍ଣିମା: ୨୦୦ ଅନ୍ତେବାସିନୀ ଛାତ୍ରୀ ରାକ୍ଷୀ ତିରିଆକରି ବାନ୍ଧିଲେ ରାକ୍ଷୀ – ସମୀକ୍ଷା ଖବର

ନିଆରା ରାକ୍ଷୀ ପୂର୍ଣ୍ଣିମା: ୨୦୦ ଅନ୍ତେବାସିନୀ ଛାତ୍ରୀ ରାକ୍ଷୀ ତିରିଆକରି ବାନ୍ଧିଲେ ରାକ୍ଷୀ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/(ସମୀକ୍ଷା ନ୍ୟୁଜ) ୨୬୦୮୨୬:​ରାକ୍ଷୀ ପର୍ବ ଓଡ଼ିଶା ସଂସ୍କୃତିର ଏକ ବଳିଷ୍ଠ ପର୍ବ। ଭାଇଭଉଣୀର ଅତୁଟ ସମ୍ପର୍କକୁ ପୁନଃଜୀବିତ କରିବା ପାଇଁ ଏହା ଏକ ପୂରାଣ କାଳରୁ ପ୍ରଚଳିତ ହୋଇଆସୁଥିବା ଉତ୍ସବ। ତେବେ କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଏହି ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଏ।​ବିଦ୍ୟାଳୟରେ ଥିବା ୨୦୦ରୁ ଉର୍ଦ୍ଧ୍ୱ ଅନ୍ତେବାସିନୀ ଛାତ୍ରୀ ହଷ୍ଟେଲକୁ ଆସୁଥିବା ଡାଲି, ଚାଉଳ, ଗହମ, ଟିକିଲି ଓ ରିବନ ସହାୟତାରେ ନିଜେ ରାକ୍ଷୀ ତିଆରି…

Read More
ବିଦ୍ୟୁତ ଟ୍ରାନ୍ସଫରମରର ତମ୍ବା କୋଏଲ ଲୁଟିନେଲେ ଲୁଟେରା: କପ୍ତିପଦା ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ – ସମୀକ୍ଷା ଖବର

ବିଦ୍ୟୁତ ଟ୍ରାନ୍ସଫରମରର ତମ୍ବା କୋଏଲ ଲୁଟିନେଲେ ଲୁଟେରା: କପ୍ତିପଦା ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/(ସମୀକ୍ଷା ନ୍ୟୁଜ) ୨୬/୦୮/୨୬ : କପ୍ତିପଦା ଉପଖଣ୍ଡରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଲୁଟେରାମାନେ ଘର ଓ ମନ୍ଦିରକୁ ଟାର୍ଗେଟ୍ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କ ଲକ୍ଷ୍ୟ ପାଲଟିଛି ବିଦ୍ୟାଳୟ ଏବଂ ବିଦ୍ୟୁତ ଟ୍ରାନ୍ସଫରମର।​କିଛି ମାସ ପୂର୍ବରୁ କପ୍ତିପଦା ଥାନା ଅଧୀନ ଦେବଳା ଆଶ୍ରମ ଗ୍ରାମରୁ ଦୁର୍ବୁତ୍ତମାନେ ଏକ ବିଦ୍ୟୁତ ଟ୍ରାନ୍ସଫରମର ଚୋରି କରି ଚମ୍ପଟ ମାରିଥିଲେ। ଏନେଇ ସେତେବେଳେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ…

Read More
ଶ୍ରାବଣରେ କାଉଡ଼ିଆଙ୍କ ଭକ୍ତି ଓ ସଉକ – ସମୀକ୍ଷା ଖବର

ଶ୍ରାବଣରେ କାଉଡ଼ିଆଙ୍କ ଭକ୍ତି ଓ ସଉକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି- ୨୪/୮ ଭଗବାନ ଶିବ ବା ମହାଦେବଙ୍କର ପବିତ୍ର ତଥା ପ୍ରିୟମାସ ଭାବେ ପ୍ରାୟତଃ ଶ୍ରାବଣମାସକୁ ହିଁ ମନାଯାଏ । ତେବେ ଶ୍ରାବଣମାସ ଏବଂ ଶିବଙ୍କ ବାର ଅନୁଯାୟୀ ସୋମବାର ଗୁରୁତ୍ୱ ବହନ କରେ । ପୁଣି ଚଳିତ ଶ୍ରାବଣର ଏହା ଥିଲା ଶେଷ ସୋମବାର । ବିଧି ଅନୁଯାୟୀ ଶ୍ରାବଣ ସୋମବାର ବ୍ରତ ସୂର୍ଯ୍ୟୋଦୟ ପ୍ରାରମ୍ଭରୁ ଆରମ୍ଭ କରି ଦ୍ୱିତୀୟ ପ୍ରହର ପର୍ଯ୍ୟନ୍ତ କରାଯାଏ । ଏହିସମୟ ମଧ୍ୟରେ…

Read More

ମୟୂରଭଞ୍ଜ:ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ସତ୍ତ୍ବେ ବଡାମପଦା-ବାଘିଆଗଡି ରାସ୍ତା ମରଣଯନ୍ତା: ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକା

ଯଶୋବନ୍ତ ପରିଡା/କପ୍ତିପଦା ଉପଖଣ୍ଡ/ସମୀକ୍ଷା ନ୍ୟୁଜ:ମୟୂରଭଞ୍ଜ ଜିଲ୍ଲା ​କପ୍ତିପଦା ବ୍ଲକ ଜାମବଣୀ ପଞ୍ଚାୟତ ବଡାମପଦା ଠାରୁ ବାଘିଆଗଡି ଯାଇଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଗୋଟିଏ ବର୍ଷରେ ୧୨ ଲକ୍ଷ ଟଙ୍କା ଅନୁଦାନ ଆସି ଜୁନ୍ ମାସରେ କାମ ସରିଥିବା ନେଇ ଫଳକ ଲାଗିଥିଲେ ମଧ୍ୟ ବାସ୍ତବରେ ରାସ୍ତାଟି ଆଣ୍ଠୁଏ କାଦୁଅରେ ଭର୍ତ୍ତି ହୋଇ ରହିଛି।​ଏହି ରାସ୍ତା ଉପରେ ତିନୋଟି ଗାଁର ୩୦୦ ପରିବାର ନିର୍ଭର କରୁଥିବାବେଳେ ଦୁରବସ୍ଥା ଯୋଗୁଁ ଆମ୍ବୁଲାନ୍ସ କିମ୍ବା ଯାନବାହନ ଯା’ଆସ କରିପାରୁନାହିଁ। ଫଳରେ…

Read More
ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର – ସମୀକ୍ଷା ଖବର

ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭବାନୀ ଶଙ୍କର ମିଶ୍ର/ ବରିଷ୍ଠ ସାମ୍ବାଦିକ/ ସମୀକ୍ଷା ନ୍ୟୁଜ/ ବଡ଼ସାହି ୨୦/୮: ବିଗତ ଲଗାଣ ବର୍ଷାରେ ତିନି ତିନି ଥର ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ନାଲ୍ହୁଆ ନଦୀର ବନ୍ୟାଜନିତ କ୍ଷୟକ୍ଷତି ବ୍ୟାପକ ହେବା ସହିତ ଚାଷୀଙ୍କୁ ଅନେକ କ୍ଷତି ପହଁଚାଇଛି ଏବଂ ନଈ ଆଡିବନ୍ଧ ଭାଙ୍ଗି ଗୃହପାଳିତ ପଶୁ ସହ ଅନେକଙ୍କୁ ବାସହୀନ କରିଛି । ଏହି ସମସ୍ୟାର ସଠିକ ତଦନ୍ତ ସହ କ୍ଷତିଭରଣା ଓ ସ୍ଥାୟୀ ସମାଧାନ ଲାଗି ମାନଗୋବିନ୍ଦପୁର ପଞ୍ଚାୟତ ସମେତ ଶାଳଗାଁ, ଚନ୍ଦନପୁର…

Read More
ଥାନାରୁ ନ୍ୟାୟ ମିଳିଲାନି: ଏସ୍‌ପି ଓ ଜିଲ୍ଲାପାଳଙ୍କୁ ସାମାଜିକ ବାସନ୍ଦ ପରିବାରର ଦାବିପତ୍ର – ସମୀକ୍ଷା ଖବର

ଥାନାରୁ ନ୍ୟାୟ ମିଳିଲାନି: ଏସ୍‌ପି ଓ ଜିଲ୍ଲାପାଳଙ୍କୁ ସାମାଜିକ ବାସନ୍ଦ ପରିବାରର ଦାବିପତ୍ର

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୨୦/୦୮/୨୬ (ସମୀକ୍ଷା ନ୍ୟୁଜ): ​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗ୍ରାମର ଏକ ସାମାଜିକ ବାସନ୍ଦ ପରିବାର ବୁଧବାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ନିମାଇଁ ମୁର୍ମୁ ଓ ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଗ୍ରାମମୁଖ୍ୟ (ମାଝୀବାବା) ଏବଂ ମାଝୀ ମହଲ ସଂଗଠନର ନିର୍ଦ୍ଦେଶକ୍ରମେ ସେମାନଙ୍କୁ ସାମାଜିକ ଭାବେ ବାସନ୍ଦ କରାଯାଇଛି।​ଫଳରେ ଗ୍ରାମବାସୀ ସେମାନଙ୍କ ସହ କଥାବାର୍ତ୍ତା ବନ୍ଦ କରିବା…

Read More
ମୟୂରଭଞ୍ଜ: ସପ୍ତାହଟେ ଭିତରେ ଦୁଇ ଦୁଇଥର ବର୍ଷା ଓ ବନ୍ୟା ଆକ୍ରମଣ କଲାଣି କଲବଲ – ସମୀକ୍ଷା ଖବର

ମୟୂରଭଞ୍ଜ: ସପ୍ତାହଟେ ଭିତରେ ଦୁଇ ଦୁଇଥର ବର୍ଷା ଓ ବନ୍ୟା ଆକ୍ରମଣ କଲାଣି କଲବଲ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୧୭/୮: ସପ୍ତାହଟେ ନହେଉଣୁ ମୟୂରଭଞ୍ଜ ଜିଲ୍ଲାକୁ ଦୁଇ ଦୁଇଥର ରେଡ଼ ଆଲର୍ଟ ସତର୍କ । ୧୬ ତାରିଖ ପୂର୍ବ ସୂଚନା କ୍ରମେ ସୋମବାର ପୁଣିଥରେ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା । ପରିସ୍ଥିତି ସଜାଡ଼ିବାରେ ସଭିଙ୍କର ସବୁ ଶ୍ରମ ବୃଥା ହେବାରେ ଲାଗିଛି । ଘର, ଚାଷଜମି, ରାସ୍ତାଘାଟ ସବୁ ଉଜାଡ଼ିବାକୁ ପିଛା ଛାଡୁନାହିଁ ଏ ସପ୍ତାହ ଭିତରେ ଲାଗି ରହିଥିବା…

Read More
କପ୍ତିପଦା: କାଳ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ମୃତ, ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର – ସମୀକ୍ଷା ଖବର

କପ୍ତିପଦା: କାଳ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ମୃତ, ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

​ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୧୬/୦୮/୨୬ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୋଡ଼ଗାଁ ଗ୍ରାମରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। କାଳ ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପ୍ରଖର ସ୍ରୋତ ଆସିବାରୁ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ନିଖୋଜ ଯୁବକ ଜଣକ ହେଲେ ଗୋଡ଼ଗାଁ ଗ୍ରାମର ସିପୁନ ମଢେଇ।​ମିଳିଥିବା ସୂଚନା ଅନୁଯାୟୀ, ସିପୁନ ନିଜର ଜଣେ ସାଙ୍ଗଙ୍କ ସହ କାଳ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଉଭୟେ ନଦୀରେ ଗାଧୋଉଥିବା ସମୟରେ…

Read More
ପ୍ରବଳ ବର୍ଷାରେ ଜଳବନ୍ଦୀ ଜୀବନ ସହ ଯୋଗାଯୋଗ ବିଚ୍ଛିନ୍ନ, ମାଛ ଧରିବାକୁ ଯାଇ ଯୁବକ ମୃତ – ସମୀକ୍ଷା ଖବର

ପ୍ରବଳ ବର୍ଷାରେ ଜଳବନ୍ଦୀ ଜୀବନ ସହ ଯୋଗାଯୋଗ ବିଚ୍ଛିନ୍ନ, ମାଛ ଧରିବାକୁ ଯାଇ ଯୁବକ ମୃତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି ୧୩/୮: କିଛି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତିରେ ନଦୀକଡ଼ ବାସୀଙ୍କ ଅବସ୍ଥା ସୁଧୁରି ନଥିବା ସମୟରେ ପୁଣି ଦୁଃଖ ଆଣିଛି ପ୍ରବଳ ବର୍ଷା ଓ ବନ୍ୟା । ଗତ ବୁଧବାର ସନ୍ଧ୍ୟାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ସମୟରେ ଜିଲ୍ଲା ଦେଇ ପ୍ରବାହିତ ସମସ୍ତ ନଦୀ, ନାଳ ଗୁଡିକ ବିପଦ ସଙ୍କେତ ଉପରେ ପ୍ରବାହିତ…

Read More