ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ମୟୂରଭଞ୍ଜ ଏୟାରଷ୍ଟ୍ରିପ ଓ ଜଡିତ ସହୀଦ ସ୍ମୃତି – ସମୀକ୍ଷା ଖବର

ମୟୂରଭଞ୍ଜ ଏୟାରଷ୍ଟ୍ରିପ ଓ ଜଡିତ ସହୀଦ ସ୍ମୃତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୨୮/୭ – ବୃହତ୍ତମ ମୟୂରଭଞ୍ଜ ଜିଲ୍ଲା ତାର ତିନିଟି ଏୟାରଷ୍ଟ୍ରିପର ଦରଦ କାହାଣୀ କହିଥାଏ । ଅମର୍ଦ୍ଦା ବା ରାସଗୋବିନ୍ଦପୁର, ରାଜାବସା ଏବଂ ଦାଣ୍ଡବୋଷ ବା ରାଇରଙ୍ଗପୁର ଏୟାରଷ୍ଟ୍ରିପ ତିନିର ଇତିହାସକୁ ବଖାଣି ଥାଏ । ଦୃଷ୍ଟି ଆଢୁଆଳରେ ରହି ଏମାନେ ଭିନ୍ନକ୍ଷମ ସାଜିଛନ୍ତି । ଗୋଟିଏ ଶଯ୍ୟାଶାୟୀ ତ କେବଳ ମାତ୍ର ଦେଖାଶୁଣାରେ ସୀମିତ ରହିଛନ୍ତି ଅନ୍ୟ ଦୁଇ, ଦାଣ୍ଡବୋଷ ସ୍ୱଳ୍ପ କାର୍ଯ୍ୟକ୍ଷମ । ବିଶେଷ…

Read More
ମୟୂରଭଞ୍ଜ: କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟର ଶୋଚନୀୟ ଅବସ୍ଥା; ଦିନ ଦୁଇପ୍ରହରେ ମୋବାଇଲ୍ ଲାଇଟ୍ ଭରସାରେ ରୋଗୀଙ୍କ ଚିକିତ୍ସା – ସମୀକ୍ଷା ଖବର

ମୟୂରଭଞ୍ଜ: କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟର ଶୋଚନୀୟ ଅବସ୍ଥା; ଦିନ ଦୁଇପ୍ରହରେ ମୋବାଇଲ୍ ଲାଇଟ୍ ଭରସାରେ ରୋଗୀଙ୍କ ଚିକିତ୍ସା

ଯଶୋବନ୍ତ ପରିଡା/ ​କପ୍ତିପଦା ଉପଖଣ୍ଡ ୧୨/୮/୨୬ (ସମୀକ୍ଷା ନ୍ୟୁଜ): ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ସରକାରୀ ଡାକ୍ତରଖାନାଗୁଡ଼ିକ କିପରି ନିଜେ ରୋଗାଗ୍ରସ୍ତ ହୋଇପଡ଼ିଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ସ୍ୱାସ୍ଥ୍ୟସେବାର ଅବସ୍ଥା ଏତେ ଶୋଚନୀୟ ଯେ, ଦିନ ଦୁଇପ୍ରହରେ ବିଦ୍ୟୁତ୍ ସେବା ବିନା ମୋବାଇଲ୍ ଲାଇଟ୍ ମାରି ରୋଗୀଙ୍କ ଚିକିତ୍ସା କରାଯାଉଛି।​ଡାକ୍ତରଖାନାର ବାସ୍ତବ ଚିତ୍ର ଅତ୍ୟନ୍ତ ଭୟାବହ। କେତେବେଳେ ଡାକ୍ତରଖାନା କୋଠାର ଛାତ ଓ ସିଲିଂ…

Read More
ଜିଲ୍ଲାପାଳଙ୍କୁ ଭେଟିଲା ମୟୂରଭଞ୍ଜ ସାମ୍ବାଦିକ ପରିବାର, ଗଣମାଧ୍ୟମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେଇ ଦାବି ପତ୍ର । – ସମୀକ୍ଷା ଖବର

ଜିଲ୍ଲାପାଳଙ୍କୁ ଭେଟିଲା ମୟୂରଭଞ୍ଜ ସାମ୍ବାଦିକ ପରିବାର, ଗଣମାଧ୍ୟମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେଇ ଦାବି ପତ୍ର ।

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ଶିକ୍ଷାଗତ ଯୋଗ୍ୟତା ଯାହା ଥାଉ ନା କାହିଁକି, ଖବରଟେ ଲେଖିବାକୁ କହିଲେ ଓଡ଼ିଆ ବନାନର ଜ୍ଞାନ ନଥିବା, କପିପେଷ୍ଟ ସାମ୍ବାଦିକ ଏବେ ମାଳମାଳ । ବିଭିନ୍ନ ବାହାନା, ଧମକ ଦେଇ ଏଭଳି ସାମ୍ବାଦିକ ସାମ୍ବାଦିକର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବାକୁ ମୂଳ ସ୍ତରରୁ ମଧ୍ୟ ଧ୍ୟାନ ଦିଆନଯିବା ପଛରେ ଭୂମିକା ରହୁଥିବା ବ୍ୟକ୍ତିତ୍ୱ ଏସବୁକୁ ଧ୍ୟାନ ଦେବା ନିତାନ୍ତ ଜରୁରୀ ଭଳି ମନେହୁଏ । ଯାହା ଚିନ୍ତାଜନକ ଏବଂ ଏଦିଗରେ…

Read More
କପ୍ତିପଦା ୫ ନମ୍ବର ୱାର୍ଡରେ ଚୋରି ଓ ନିଶା କାରବାର ବିରୋଧରେ ଗ୍ରାମବାସୀଙ୍କ ଗର୍ଜନ: ୭ ଦିନିଆ ଅଲ୍ଟିମେଟମ୍ – ସମୀକ୍ଷା ଖବର

କପ୍ତିପଦା ୫ ନମ୍ବର ୱାର୍ଡରେ ଚୋରି ଓ ନିଶା କାରବାର ବିରୋଧରେ ଗ୍ରାମବାସୀଙ୍କ ଗର୍ଜନ: ୭ ଦିନିଆ ଅଲ୍ଟିମେଟମ୍

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୮/୮/୨୬ (ସମୀକ୍ଷା ନ୍ୟୁଜ):କପ୍ତିପଦା ଏନ୍.ଏ.ସି. ଅନ୍ତର୍ଗତ ୫ ନମ୍ବର ୱାର୍ଡ ତେନ୍ତୁଳିସାହି ଗ୍ରାମରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି ଏବଂ ବେଆଇନ ନିଶା କାରବାର ବିରୋଧରେ ଗ୍ରାମବାସୀ ଓ ଯୁବପିଢ଼ି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ଏଭଳି ଅସାମାଜିକ କାର୍ଯ୍ୟ ଚାଲିଥିଲେ ହେଁ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।​ଅଞ୍ଚଳରେ ବାରମ୍ବାର ଚୋରି ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ…

Read More
ଶିମିଳିପାଳରେ ଦୁଃଖଦ ଘଟଣା: ମିଳିଲା ୫ ବର୍ଷୀୟା କଳା ବାଘୁଣୀର ମୃତଦେହ, OUATକୁ ଗଲା ନମୁନା – ସମୀକ୍ଷା ଖବର

ଶିମିଳିପାଳରେ ଦୁଃଖଦ ଘଟଣା: ମିଳିଲା ୫ ବର୍ଷୀୟା କଳା ବାଘୁଣୀର ମୃତଦେହ, OUATକୁ ଗଲା ନମୁନା

ଯଶୋବନ୍ତ ପରିଡା/ମୟୁରଭଞ୍ଜ/ କପ୍ତିପଦା ଉପଖଣ୍ଡ/ ୮୦୨୬ (ସମୀକ୍ଷା ନ୍ୟୁଜ):ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ମର୍ମନ୍ତୁଦ ଖବର ସାମ୍ନାକୁ ଆସିଛି। ଅଭୟାରଣ୍ୟର ଦକ୍ଷିଣ ଡିଭିଜନ ଅଧୀନ ଉପର ବାରାହାକାମୁଡା (UBK) ରେଞ୍ଜରୁ ଏକ ପ୍ରାୟ ୫ ବର୍ଷ ବୟସର କଳା ବାଘୁଣୀ (ସ୍ୟୁଡୋ ମେଲାନିଷ୍ଟିକ) ର ମୃତଦେହ ଉଦ୍ଧାର କରାଯାଇଛି।​ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ୬ ତାରିଖ (ଗୁରୁବାର) ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଜଟିଆଣି କ୍ୟାମ୍ପର…

Read More
ହାଇଲାଇଟ ଦୌଡ଼ରେ ବଡ଼ସାହି ବ୍ଲକ – ସମୀକ୍ଷା ଖବର

ହାଇଲାଇଟ ଦୌଡ଼ରେ ବଡ଼ସାହି ବ୍ଲକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୧୮/୭ – ସତେ ଯେମିତି ବିଗତ କିଛି ମାସ ମଧ୍ୟରେ ବଡ଼ସାହି ବ୍ଲକ ନିଜ କର୍ମ ଘେନି ହାଇଲାଇଟ ବା ଭାଇରାଲ କମ୍ପିଟିସନ ଦୌଡ଼ରେ ଅଂଶ ନେଇଛି ବୋଲି ଜୋର ଚର୍ଚ୍ଚା ହେଉଛି । ପ୍ରଥମେ ଏସଆଇଆର କାର୍ଯ୍ୟରେ ଅନୁପସ୍ଥିତ ଓ ଅବହେଳା ନେଇ ବିଡ଼ିଓ ବନଜା ଦାସ ଚର୍ଚ୍ଚା ଘେରରେ ରହୁଛନ୍ତି । ଦ୍ୱିତୀୟରେ କିଛି ଦିନ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ସୁଶୀଲ ସିଂ ୩୨ହଜାର…

Read More
ଉତ୍ତରଓଡ଼ିଶା ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ପୀଠରେ ପ୍ରଥମ ରଥଯାତ୍ରା – ସମୀକ୍ଷା ଖବର

ଉତ୍ତରଓଡ଼ିଶା ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ପୀଠରେ ପ୍ରଥମ ରଥଯାତ୍ରା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ଭକ୍ତର ନିଷ୍ଠାଭକ୍ତି ସମର୍ପଣ ପାଇଁ ସ୍ୱୟଂ ଭଗବାନ ଆବିର୍ଭାବ ହୋଇଥାନ୍ତି, ଭକ୍ତର ମନସ୍କାମନା ପୂରଣ କରିଥାନ୍ତି । ଉତ୍ତର ଓଡିଶା ପ୍ରସିଦ୍ଧ ତଥା ବଡ଼ସାହି ବ୍ଲକ ଅଧୀନରେ ରହିଥିବା କଉଡ଼ିଖଣି ଶାଳଜଙ୍ଗଲ ମଧ୍ୟରେ ଅବସ୍ଥିତ ମା’ ହିଙ୍ଗୁଳାପୀଠରେ ଚଳିତବର୍ଷ ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରାୟତଃ ଓଡିଶା ତଥା ପଡୋଶୀ ରାଜ୍ୟରେ ମା’ହିଙ୍ଗୁଳାପୀଠର ଖ୍ୟାତି ବହୁଳ ଆଲୋଚିତ । ମାଆ ଅଗ୍ନିତତ୍ତ୍ୱର ଅଧିଷ୍ଠାତ୍ରୀ ଦେବୀ ରୂପେ…

Read More
କପ୍ତିପଦା ବଜାରରେ ନର୍କ ଯନ୍ତ୍ରଣା: ବର୍ଷା ପାଣିରେ ଲହଡ଼ି ଭାଙ୍ଗୁଛି ରାସ୍ତା, ପ୍ରଶାସନ ନିଦ୍ରାହୀନ – ସମୀକ୍ଷା ଖବର

କପ୍ତିପଦା ବଜାରରେ ନର୍କ ଯନ୍ତ୍ରଣା: ବର୍ଷା ପାଣିରେ ଲହଡ଼ି ଭାଙ୍ଗୁଛି ରାସ୍ତା, ପ୍ରଶାସନ ନିଦ୍ରାହୀନ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/୦୧୦୭୨୬/ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବଜାରରେ ଏବେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ମୌସୁମୀ ପ୍ରଥମ ବର୍ଷାରେ କପ୍ତିପଦା ବଜାରର ସ୍ଥିତି ଏବେ ଅତ୍ୟନ୍ତ ବେହାଲ ହୋଇପଡ଼ିଛି। ଏନଏସି ଘୋଷଣା ପରେ ରାସ୍ତା ପ୍ରଶସ୍ତିକରଣ ଆଳରେ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ କାମ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଅନେକ ଦୋକାନ ଓ ବଜାର ଭଙ୍ଗାଯିବା ପରେ ସେଠାରେ ବାହାରିଥିବା ଅଳିଆ ଓ ମଇଳା ପଡ଼ି ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ…

Read More
ଦେବକୁଣ୍ଡ ଶକ୍ତିପୀଠ ପାଇଁ ଉନ୍ନୟନ ଦାବି: ପର୍ଯ୍ୟଟନ ମାନ୍ୟତା ଦେବାକୁ ‘କଳିଙ୍ଗ ମୋର୍ଚ୍ଚା’ର ଆହ୍ୱାନ – ସମୀକ୍ଷା ଖବର

ଦେବକୁଣ୍ଡ ଶକ୍ତିପୀଠ ପାଇଁ ଉନ୍ନୟନ ଦାବି: ପର୍ଯ୍ୟଟନ ମାନ୍ୟତା ଦେବାକୁ ‘କଳିଙ୍ଗ ମୋର୍ଚ୍ଚା’ର ଆହ୍ୱାନ

ଯଶୋବନ୍ତ ପରିଡା/କପ୍ତିପଦା ଉପଖଣ୍ଡ/ ୩୦/୦୬/୨୬ (ସମୀକ୍ଷା ନିୟୁଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ପ୍ରସିଦ୍ଧ ଶକ୍ତିପୀଠ ‘ଦେବକୁଣ୍ଡ’। ଶିମିଳିପାଳ ଟାଇଗର ରିଜର୍ଭର ନିବିଡ଼ ଅରଣ୍ୟ ଭିତରେ ମା’ ଅମ୍ବିକାଙ୍କ ପୀଠ। ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ମଧ୍ୟ, ଅବହେଳାର ଶିକାର ହୋଇଛି ଏହି ପୀଠ।​ଏହି ପୀଠର ଉନ୍ନତିକରଣ ଏବଂ ଏହାକୁ ଏକ ପୂର୍ଣ୍ଣାଙ୍ଗ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ଦାବିରେ ଏବେ ରାଜରାସ୍ତାକୁ ଓହ୍ଲାଇଛି ‘କଳିଙ୍ଗ ମୋର୍ଚ୍ଚା’।ପର୍ଯ୍ୟଟନ ଋତୁରେ ଓଡ଼ିଶା ସମେତ ପଡ଼ୋଶୀ…

Read More
ନୂତନ ପାଠ୍ୟପୁସ୍ତକରେ ତ୍ରୁଟି: କପ୍ତିପଦାରେ AIDSO ପକ୍ଷରୁ BEO ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ – ସମୀକ୍ଷା ଖବର

ନୂତନ ପାଠ୍ୟପୁସ୍ତକରେ ତ୍ରୁଟି: କପ୍ତିପଦାରେ AIDSO ପକ୍ଷରୁ BEO ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ

​ଯଶୋବନ୍ତ ପରିଡା /କପ୍ତିପଦା ଉପଖଣ୍ଡ/ ୨୯/୦୬/୨୬ (ସମୀକ୍ଷା): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ନୂତନ ପାଠ୍ୟପୁସ୍ତକରେ ରହିଥିବା ବ୍ୟାପକ ତ୍ରୁଟିକୁ ନେଇ ଆଜି କପ୍ତିପଦା ବ୍ଲକ୍ ଏଆଇଡିଏସଓ (AIDSO) ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ସଙ୍ଗଠନର କର୍ମକର୍ତ୍ତାମାନେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବିଜ୍ଞାନ ସମ୍ମତ ଏବଂ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରଦାନ ନ କରାଯିବା ପର୍ଯ୍ୟନ୍ତ, ଛାତ୍ରଛାତ୍ରୀମାନଙ୍କୁ ପୁରୁଣା ପାଠ୍ୟପୁସ୍ତକ ମାଧ୍ୟମରେ ପାଠ ପଢ଼ାଇବାକୁ…

Read More