ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ସେବାନିବୃତ୍ତ ବୀର ସୈନିକ ଶ୍ରୀ ନନ୍ଦୁରାମ ବରଦାଙ୍କୁ ଭବ୍ୟ ସ୍ୱାଗତ – ସମୀକ୍ଷା ଖବର

ସେବାନିବୃତ୍ତ ବୀର ସୈନିକ ଶ୍ରୀ ନନ୍ଦୁରାମ ବରଦାଙ୍କୁ ଭବ୍ୟ ସ୍ୱାଗତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୪/୯/୨୬ – ଭାରତମାତାର ସେବା ଓ ଦେଶର ସୀମା ସୁରକ୍ଷା ଦାୟିତ୍ୱ ଦୀର୍ଘ ୪୦ ବର୍ଷ ୩ ମାସ ଧରି ନିଷ୍ଠାର ସହିତ ତୁଲାଇବା ପରେ 53-BN. BSF ବଟାଲିୟନରୁ ସେବାନିବୃତ୍ତ ହୋଇ ନିଜ ମାତୃଭୂମିକୁ ଫେରିଥିବା ବୀର ସୈନିକ ଶ୍ରୀ ନନ୍ଦୁରାମ ବାରଦାଙ୍କୁ ତାଙ୍କ ଜନ୍ମମାଟି ଶ୍ୟାମସୁନ୍ଦର ଗ୍ରାମରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକର ଶ୍ୟାମସୁନ୍ଦର ଗ୍ରାମର ଜନ୍ମିତ ସ୍ୱର୍ଗତ…

Read More
ସମୀକ୍ଷାରେ ବ୍ରଏଲର କୁକୁଡ଼ା – ସମୀକ୍ଷା ଖବର

ସମୀକ୍ଷାରେ ବ୍ରଏଲର କୁକୁଡ଼ା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୨/୯/୨୦୨୬:ବହୁ ପୁରାତନ ନୁହେଁ ବରଂ ଏଇ ବିଂଶ ଶତାବ୍ଦୀରେ ପ୍ରାୟତଃ ବ୍ରଏଲର କୁକୁଡ଼ାର ସୃଷ୍ଟି ବା ଆବିଷ୍କାର ହୋଇଛି । କୁହାଯାଏ ଇଂଲଣ୍ଡର White Cornish ଓ ଆମେରିକାର White Plymouth Rock ହେଉଛି ବ୍ରଏଲରର ବାପାମା । ୧୯୨୩ ରେ ଏହା ଆମେରିକାରୁ ଆରମ୍ଭ ହୋଇଥିଲା, ହେଲେ ଭାରତକୁ ପ୍ରାୟ ୧୯୬୦-୭୦ ଦଶକରେ ଆସିଥିବା ଜଣାଯାଏ । ବିଭିନ୍ନ ପର୍ଯ୍ୟାୟ କ୍ରମେ ୧୯୫୨ରେ ଏହି ବ୍ରଏଲର…

Read More
ପାହାଡ଼, ଜଙ୍ଗଲ ଓ ନେଟୱାର୍କର ସଂଘର୍ଷକୁ ପାର୍‌ କରି ନିଟ୍‌ରେ କୃତକାର୍ଯ୍ୟ: ମୟୂରଭଞ୍ଜ, କପ୍ତିପଦାର ଦୁଇ ଭଉଣୀଙ୍କ ପ୍ରେରଣାଦାୟୀ ସଫଳତା – ସମୀକ୍ଷା ଖବର

ପାହାଡ଼, ଜଙ୍ଗଲ ଓ ନେଟୱାର୍କର ସଂଘର୍ଷକୁ ପାର୍‌ କରି ନିଟ୍‌ରେ କୃତକାର୍ଯ୍ୟ: ମୟୂରଭଞ୍ଜ, କପ୍ତିପଦାର ଦୁଇ ଭଉଣୀଙ୍କ ପ୍ରେରଣାଦାୟୀ ସଫଳତା

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୦୧୦୯୨୦୨୬ (ସମୀକ୍ଷା ନ୍ୟୁଜ): ଆଜିର ଯୁବପିଢ଼ି ଯେତେବେଳେ ମୋବାଇଲ୍ ଫୋନ୍‌କୁ କେବଳ ସୋସିଆଲ୍ ମିଡିଆରେ ରିଲ୍ସ6 ବନାଇବା ଏବଂ ଫଲୋର୍ସ ବଢ଼ାଇବାରେ ସୀମିତ ରଖୁଛନ୍ତି, ଠିକ୍ ସେହି ସମୟରେ ମୋବାଇଲକୁ ହିଁ ନିଜ ସଫଳତାର ମୁଖ୍ୟ ଅସ୍ତ୍ର କରି ଦେଖାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଦୁଇ ଭଉଣୀ। ବଣ, ଜଙ୍ଗଲ ଓ ପାହାଡ଼ ଘେରା ଦୂରବର୍ତୀ ଅଞ୍ଚଳରେ ରହି, ନେଟୱାର୍କର ବିଭିନ୍ନ ଅସୁବିଧାକୁ ସାମ୍ନା କରି ମଧ୍ୟ ସେମାନେ ଜାତୀୟ ସ୍ତରର ‘ନିଟ୍’…

Read More
ତୃତୀୟ ଥର ବନ୍ୟାରେ ମୟୂରଭଞ୍ଜରେ ବ୍ୟାପକ କ୍ଷତି,ଚାଷୀ ହତାଶ – ସମୀକ୍ଷା ଖବର

ତୃତୀୟ ଥର ବନ୍ୟାରେ ମୟୂରଭଞ୍ଜରେ ବ୍ୟାପକ କ୍ଷତି,ଚାଷୀ ହତାଶ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୧/୯ – ରବିବାର ସନ୍ଧ୍ୟା ଓ ସୋମବାରର ଲଗାତାର ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ପରିସ୍ଥିତି ଗୁରୁତର ହୋଇପଡ଼ିଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ତଥା ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ପାଇଁ ବିଭିନ୍ନ ନଦୀରେ ବନ୍ୟା ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ପ୍ରଭାବିତ ବ୍ଲକ ଯଥା ସରସକଣା, ବାଙ୍ଗିରିପୋଷି, ବିଶୋଇ, କୁଳିଅଣା, ବଡ଼ସାହି ଏବଂ ବେତନଟି ବ୍ଲକ୍ ର ସବୁ ସ୍କୁଲ୍ ବନ୍ଦ ରହିବା…

Read More
ଦୁର୍ନାମର କାରିଗରଙ୍କ ଉପରେ ସୁନାମର ମୋହର: ଗୋପବନ୍ଧୁ ଭବନରେ ମାସିକ ସନ୍ଥ ଦିବସ – ସମୀକ୍ଷା ଖବର

ଦୁର୍ନାମର କାରିଗରଙ୍କ ଉପରେ ସୁନାମର ମୋହର: ଗୋପବନ୍ଧୁ ଭବନରେ ମାସିକ ସନ୍ଥ ଦିବସ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି- ୨୮/୮-ସନ୍ଥଙ୍କ ଭାଷାରେ ମନ୍ଦିର ମସ୍‌ଜିଦ୍ ଗିର୍ଜା ଘର ନାମରେ ଏକମାତ୍ର ଭଗବାନଙ୍କୁ ବହୁରୂପରେ ବାଣ୍ଟିନେଲେ ।ଏକମାତ୍ର ଧରିତ୍ରୀ ମାତାଙ୍କୁ ବହୁ ଦେଶରେ ବାଣ୍ଟିନେଲେ । ମହାସାଗରକୁ ବହୁ ନାମରେ ଭାଗକରି ବାଣ୍ଟିନେଲେ । ହେଲେ, ଏକମାତ୍ର ମାନବ ସମାଜକୁ ଜାତି-ଧର୍ମ ଆଳ ଦେଖାଇ ନିଜ ନିଜର ସ୍ବାର୍ଥରେ ବହୁ ସମାଜରେ ବାଣ୍ଟି ପରସ୍ପର ବିଭେଦର ପ୍ରାଚୀର ଛିଡା କରାଇ ଉଚ୍ଚତର ମଣିଷ ଇତର ସମ ହୁଅନାହିଁ । ସାମାଜିକ…

Read More
ନେପାଳ ବନ୍ୟାରେ ଫସିରହିବା ପରେ ସୁରକ୍ଷିତ ଭାବେ ମୟୂରଭଞ୍ଜ ବାରିପଦା ଫେରିଲେ ଓଡ଼ିଶାର ଝିଅ କୁଲସୁମ୍ ନିଗାର – ସମୀକ୍ଷା ଖବର

ନେପାଳ ବନ୍ୟାରେ ଫସିରହିବା ପରେ ସୁରକ୍ଷିତ ଭାବେ ମୟୂରଭଞ୍ଜ ବାରିପଦା ଫେରିଲେ ଓଡ଼ିଶାର ଝିଅ କୁଲସୁମ୍ ନିଗାର

ଯଶୋବନ୍ତ ପରିଡା/ ମୟୂରଭଞ୍ଜ, ବାରିପଦାର/ ୩୧/୦୮/୨୬ (ସମୀକ୍ଷା ନ୍ୟୁଜ): ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ମଧ୍ୟରେ ଫସିରହିଥିବା ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଝିଅ କୁଲସୁମ୍ ନିଗାର ଶେଷରେ ସୁରକ୍ଷିତ ଭାବେ ନିଜ ଜନ୍ମମାଟିକୁ ଫେରିଛନ୍ତି। ଚାରି ଦିନରୁ ଅଧିକ ସମୟ ଧରି ବିଦେଶ ଭୂଇଁରେ ଆଶଙ୍କା ଓ ଭୟର ବାତାବରଣ ମଧ୍ୟରେ କଟାଇବା ପରେ ତାଙ୍କର ଏଭଳି ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଖୁସି ଆଣିଦେଇଛି।​ପ୍ରାପ୍ତ ସୂଚନା ଅନୁଯାୟୀ, କୁଲସୁମ୍…

Read More
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭଉଣୀକୁ ଛାଡ଼ିବାକୁ ଯାଉଥିବା ଭାଇ ମୃତ, ୪ ଗୁରୁତର – ସମୀକ୍ଷା ଖବର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭଉଣୀକୁ ଛାଡ଼ିବାକୁ ଯାଉଥିବା ଭାଇ ମୃତ, ୪ ଗୁରୁତର

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ, ୨୯/୦୮/୨୬/_ (ସମୀକ୍ଷା ନ୍ୟୁଜ):​ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିଳଘାଟି ଜଙ୍ଗଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭଉଣୀ ଓ ଭଣଜାଙ୍କୁ ଶଶୁରଘରକୁ ଛାଡ଼ିବାକୁ ଯାଉଥିବା ସମୟରେ ପଛପଟୁ ଏକ ଦ୍ରୁତଗାମୀ ବୁଲେଟ୍ ଧକ୍କା ଦେବାରୁ ଭାଇଙ୍କର ମୃତ୍ୟୁ ହୋଇଛି ଏବଂ ଭଉଣୀ ଓ ଭଣଜାଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି।​ମିଳିଥିବା ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅଧୀନ ଶିଆଳିଆ (ଖ) ଗ୍ରାମର ଚାନ୍ଦୁ ହାଁସଦାଙ୍କ…

Read More
ମୋବାଇଲରୁ ପ୍ରମାଣ ଲିଭାଇବା ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ମୟୂରଭଞ୍ଜ କପ୍ତିପଦାର ନିମାଇଁ ମୁର୍ମୁଙ୍କ ଗୁହାରି – ସମୀକ୍ଷା ଖବର

ମୋବାଇଲରୁ ପ୍ରମାଣ ଲିଭାଇବା ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ମୟୂରଭଞ୍ଜ କପ୍ତିପଦାର ନିମାଇଁ ମୁର୍ମୁଙ୍କ ଗୁହାରି

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ, ୨୮/୦୮/୨୬/ (ସମୀକ୍ଷା ନ୍ୟୁଜ): ​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗ୍ରାମର ନିମାଇଁ ମୁର୍ମୁ (ପିତା- ମୁଦୁଲି ମୁର୍ମୁ) ତାଙ୍କ ପରିବାର ଉପରେ ହୋଇଥିବା ମାଡ଼ପିଟ୍, ମୋବାଇଲରୁ ପ୍ରମାଣ ନଷ୍ଟ ଏବଂ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଦୃଢ଼ ଦାବି କରିଛନ୍ତି।ପୂର୍ବରୁ ନିମାଇଁଙ୍କ ପରିବାର ସହ ଘଟିଥିବା ଏକ ହିଂସାକାଣ୍ଡକୁ ନେଇ ତାଙ୍କ ସ୍ତ୍ରୀ…

Read More
କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର – ସମୀକ୍ଷା ଖବର

କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୨୭.୦୮.୨୬ (ସମୀକ୍ଷା ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା-ଶରତ ରାସ୍ତାର ବେହେରା ସାହି ନିକଟରେ ଆଜି ଗୁରୁବାର ଅପରାହ୍ନରେ ତିନୋଟି ପର୍ଯ୍ୟାୟରେ ସିରିଜ୍ ଦୁର୍ଘଟଣା ଘଟିଯାଇଛି। ଏଥିମଧ୍ୟରୁ ଦୁଇଟି ସାମାନ୍ୟ ହୋଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାଟି ଅତ୍ୟନ୍ତ ମର୍ମନ୍ତୁଦ ଥିଲା। ​ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ପଲସର୍ ବାଇକ୍ (ନଂ- OD 11A K 4578) ବିପରୀତ ଦିଗରୁ ଆସୁଥିବା ଏକ ସୁଜୁକି ଚାରିଚକିଆ ଗାଡ଼ିକୁ (ନଂ- OD 02C…

Read More
ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ – ସମୀକ୍ଷା ଖବର

ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ

ଯଶୋବନ୍ତ ପରିଡା/ ମୟୁରଭଞ୍ଜ/ ୨୭.୦୮.୨୬/ (ସମୀକ୍ଷା ନ୍ୟୁଜ): ନେପାଳ ଏବଂ ତିବ୍ଦତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ତଥା ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା ଯୁବତୀ କୁଲସୁମ ନିଗାର ଏହି ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି। ​ପ୍ରାପ୍ତ ସୂଚନା ଅନୁଯାୟୀ, ନେପାଳର ଭୋଟେ କୋଷୀ ଏବଂ ତ୍ରିଶୂଳୀ ନଦୀ ଅଞ୍ଚଳରେ ହଠାତ୍ ଆସିଥିବା ବନ୍ୟା (Flash Floods) ଏବଂ…

Read More