ଝାରସୁଗୁଡ଼ା: ବିଜେଡିରେ ସାମିଲ ହେଲେ ନିର୍ବାଚିତ ଛାତ୍ର ପ୍ରତିନିଧି
ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ: ଝାରସୁଗୁଡ଼ା, ୧୫/୧୦ : ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପରେ ଝାରସୁଗୁଡା ବିଭିନ୍ନ କଲେଜର ନିର୍ବାଚିତ ଛାତ୍ର ପ୍ରତିନିଧି ବିଜୁ ଛାତ୍ର ଜନତା ଦଳରେ ସାମିଲ ହୋଇଛନ୍ତି l ସରବାହାଲସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗଦେଇ ନବ ନିର୍ବାଚିତ ଛାତ୍ର ନେତାଙ୍କୁ ସ୍ୱାଗତ କରିଥିଲେ l କୋଲାବିରା ପିଏସ୍ ଡିଗ୍ରୀ କଲେଜର ଉପସଭାପତି ଚୁମକି ଉର୍ମା, ସାଧାରଣ ସମ୍ପାଦକ ହରେଶ କିସାନ,…