ଝାରସୁଗୁଡା ପୌର ପରିଷଦରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡ଼ା, ୨୮/୯ : ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ସଶକ୍ତୀକରଣ ଓ ସରକାରୀ ସୁବିଧା ପ୍ରଦାନ ଉଦ୍ଦେଶ୍ୟରେ ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ (BBSA) ଶିବିର ଆୟୋଜିତ ହୋଇଛି l ଶିବିରରେ ମୋଟ ୧୫୮ ଜଣ ଯୋଗଦେଇଥିବା ବେଳେ ୬୫ ଜଣ ଭିନ୍ନକ୍ଷମ ହିତାଧିକାରୀ ପଞ୍ଜୀକୃତ ହୋଇଥିଲେ l ଶିବିରରେ ବିଭିନ୍ନ ସହାୟକ ଉପକରଣ ପାଇଁ ମୋଟ ୫୫ଟି ଆବେଦନ ଗ୍ରହଣ କରାଯାଇଥିବା…