ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ରେଳବାଇ ଜମି ଦୁର୍ବୃତ୍ତଙ୍କ ସେଫ୍ କରିଡର: କ୍ଷତି ସହୁଛନ୍ତି ବ୍ୟବସାୟୀ; ରେଳ ବିଭାଗ ସାଜିଛି ନିଦାବିଷ୍ଣୁ – ସମୀକ୍ଷା ଖବର

ରେଳବାଇ ଜମି ଦୁର୍ବୃତ୍ତଙ୍କ ସେଫ୍ କରିଡର: କ୍ଷତି ସହୁଛନ୍ତି ବ୍ୟବସାୟୀ; ରେଳ ବିଭାଗ ସାଜିଛି ନିଦାବିଷ୍ଣୁ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡ଼ା,୨୪/୯ : ସହରର ଅତ୍ୟନ୍ତ ବ୍ୟସ୍ତ ପୁରୁଣା ବସଷ୍ଟାଣ୍ଡଠାରୁ ଝଣ୍ଡାଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ପୌର ପରିଷଦ ପକ୍ଷରୁ ଦୋକାନ ଗୃହ ନିର୍ମାଣ କରାଯାଇଛି l ଏହି ଦୋକାନଗୁଡ଼ିକରେ ବହୁ ବ୍ୟବସାୟୀ ନିଜର ଜୀବିକା ନିର୍ବାହ କରୁଛନ୍ତି l ହେଲେ ଦୋକାନଗୁଡ଼ିକର ପଛପଟେ ଥିବା ରେଳବାଇ ଜମି ଏବେ ବ୍ୟବସାୟୀଙ୍କ ପାଇଁ ନିରାପତ୍ତାର ଚିନ୍ତାର କାରଣ ପାଲଟିଛି l ବଡ଼ ବଡ଼ ଗଛ, ଅନାବନା ଜଙ୍ଗଲ ଓ…

Read More
ଆଇସିୟୁରେ ଝାରସୁଗୁଡ଼ା ପୌର ପରିଷଦ: କର୍ମଚାରୀ ମରୁଡ଼ିରେ ପ୍ରଶାସନିକ ଅଚଳାବସ୍ଥା – ସମୀକ୍ଷା ଖବର

ଆଇସିୟୁରେ ଝାରସୁଗୁଡ଼ା ପୌର ପରିଷଦ: କର୍ମଚାରୀ ମରୁଡ଼ିରେ ପ୍ରଶାସନିକ ଅଚଳାବସ୍ଥା

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡ଼ା, ୨୩/୯: ସହରର ବିକାଶ ଓ ନାଗରିକ ସେବାର ମୁଖ୍ୟ ଭରସା ଝାରସୁଗୁଡ଼ା ପୌର ପରିଷଦ l ୨୪ଟି ୱାର୍ଡକୁ ନେଇ ଗଠିତ ଏହି ପୌରସଂସ୍ଥା ଉପରେ ରାସ୍ତା ଓ ନାଳ ନିର୍ମାଣ-ରକ୍ଷଣାବେକ୍ଷଣ, ପରିମଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ହୋଲ୍ଡିଂ ଟିକସ ଆଦାୟ, ଘରବାଡ଼ି ସର୍ବେ, ନକ୍ସା ଯାଞ୍ଚ, ଜବରଦଖଲ ଉଚ୍ଛେଦ, ବିଭିନ୍ନ ପ୍ରମାଣପତ୍ର ପ୍ରଦାନ ସମେତ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ଭଳି ଅନେକ ଦାୟିତ୍ୱ…

Read More
ବିଧାୟକ ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ – ସମୀକ୍ଷା ଖବର

ବିଧାୟକ ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ

“ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟରେ ମହକିଲା ପରିବେଶ” ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡା, ୨୩/୯ : ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବୁଧବାର ମହାସମାରୋହରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି l ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ ସାଙ୍ଗକୁ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟ ଏହି ଆୟୋଜନର ମୁଖ୍ୟ ଆକର୍ଷଣ ପାଲଟିଥିଲା lକଣ୍ଠଶିଳ୍ପୀ ଦିଲୀପ କୁମାର ଦୀପ ଓ ସାଥୀଙ୍କ ସଂଗୀତ ପରିବେଷଣ…

Read More
ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ”ଘରୁ ବର୍ଜ୍ୟ ପୃଥକୀକରଣ ଉପରେ ଗୁରୁତ୍ୱ” – ସମୀକ୍ଷା ଖବର

ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ”ଘରୁ ବର୍ଜ୍ୟ ପୃଥକୀକରଣ ଉପରେ ଗୁରୁତ୍ୱ”

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଝାରସୁଗୁଡ଼ା, ୨୩/୯ : ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଅବସରରେ ସାରା ଦେଶରେ ସ୍ୱଚ୍ଛତା, ପରିମଳ ଓ ବର୍ଜ୍ୟ ପରିଚାଳନାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି l ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନର ଅଂଶସ୍ୱରୂପ ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡ ଓ ଶିକ୍ଷାନୁଷ୍ଠାନରେ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ସହରକୁ ସ୍ୱଚ୍ଛ, ସୁନ୍ଦର ଓ…

Read More
ଝାରସୁଗୁଡ଼ା ପବନରେ ବଢୁଛି ଧୂଳି ଓ ପ୍ରଦୂଷଣର ଭାର,ଶିଳ୍ପାୟନର ବେଗରେ ବିଗୁଡ଼ୁଛି ପରିବେଶୀୟ ସନ୍ତୁଳନ – ସମୀକ୍ଷା ଖବର

ଝାରସୁଗୁଡ଼ା ପବନରେ ବଢୁଛି ଧୂଳି ଓ ପ୍ରଦୂଷଣର ଭାର,ଶିଳ୍ପାୟନର ବେଗରେ ବିଗୁଡ଼ୁଛି ପରିବେଶୀୟ ସନ୍ତୁଳନ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଝାରସୁଗୁଡା, ୨୩/୯ : ଶିଳ୍ପାୟନ, ଖଣିଜ ସମ୍ପଦ ଉତ୍ତୋଳନ ଓ ବିକାଶମୂଳକ ପ୍ରକଳ୍ପ ଝାରସୁଗୁଡ଼ାର ଅର୍ଥନୈତିକ ଚିତ୍ରକୁ ବଦଳାଇ ଦେଇଥିବା ବେଳେ ଏହାର ପରିବେଶୀୟ ପ୍ରଭାବ ଏବେ ଚିନ୍ତାର କାରଣ ପାଲଟିଛି l ଗୋଟିଏ ପଟେ ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳରେ ଧୂଳିକଣା, ଧୂଆଁ ଓ ବିଭିନ୍ନ ପ୍ରଦୂଷକର ଚାପ ବଢୁଥିବା ବେଳେ ଅନ୍ୟପଟେ ଖଣି, ଶିଳ୍ପ, ରେଳପଥ, ବିଦ୍ୟୁତ୍‌ ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଜଙ୍ଗଲ ଜମି…

Read More
ଝାରସୁଗୁଡା ପୌର ପରିଷଦର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ,୧୧୧.୯୩ ଲକ୍ଷ ଟଙ୍କା ଖତ ଖାଉଛି:୧୮ ବର୍ଷ ଧରି ହୋଲ୍ଡିଂ ପୁନଃମୂଲ୍ୟାୟନ ନାହିଁ – ସମୀକ୍ଷା ଖବର

ଝାରସୁଗୁଡା ପୌର ପରିଷଦର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ,୧୧୧.୯୩ ଲକ୍ଷ ଟଙ୍କା ଖତ ଖାଉଛି:୧୮ ବର୍ଷ ଧରି ହୋଲ୍ଡିଂ ପୁନଃମୂଲ୍ୟାୟନ ନାହିଁ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଝାରସୁଗୁଡ଼ା, ୨୧/୯ : ସହରର ବିକାଶ ପାଇଁ ଅନୁଦାନ ଆସିଲା, କିନ୍ତୁ ତାହା ବ୍ୟବହାର ହେଲାନି l ନିଜସ୍ୱ ରାଜସ୍ୱ ବୃଦ୍ଧିର ସୁଯୋଗ ଥିଲା, କିନ୍ତୁ ହୋଲ୍ଡିଂ ପୁନଃମୂଲ୍ୟାୟନ ହେଲାନି l ପୌରସଂସ୍ଥା ଅଧୀନରେ ଶହ ଶହ ଦୋକାନ ଓ ପ୍ଲଟ୍‌ ଥିଲେ ସୁଦ୍ଧା ଭଡ଼ା ଦାବି ଓ ଆଦାୟର ସଠିକ୍‌ ହିସାବ ରଖାଯାଇନଥିବା ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି l ଏପରି ଚିତ୍ର ଝାରସୁଗୁଡ଼ା ପୌର ପରିଷଦର ଆର୍ଥିକ…

Read More
ଝାରସୁଗୁଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ”ଜିଲ୍ଲାରେ ମୋଟ ଭୋଟର ୪ ଲକ୍ଷ ୧୧ ହଜାର ୯୮୯” – ସମୀକ୍ଷା ଖବର

ଝାରସୁଗୁଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ”ଜିଲ୍ଲାରେ ମୋଟ ଭୋଟର ୪ ଲକ୍ଷ ୧୧ ହଜାର ୯୮୯”

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡା, ୨୧/୯ : ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ଆଜି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି l ଏ ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି କନଫରେନ୍ସ ହଲ୍‌ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଚୂଡ଼ାନ୍ତ ଭୋଟର…

Read More
ଜିଲ୍ଲା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ”ସାମ୍ବାଦିକ-ପ୍ରଶାସନ ସୁସମ୍ପର୍କ ଲୋକସ୍ୱାର୍ଥ ସାଧନର ମାଧ୍ୟମ- ଜିଲ୍ଲାପାଳ” – ସମୀକ୍ଷା ଖବର

ଜିଲ୍ଲା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ”ସାମ୍ବାଦିକ-ପ୍ରଶାସନ ସୁସମ୍ପର୍କ ଲୋକସ୍ୱାର୍ଥ ସାଧନର ମାଧ୍ୟମ- ଜିଲ୍ଲାପାଳ”

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡ଼ା, ୨୦/୯ : ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଆଜି ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ଅଡିଟୋରିୟମଠାରେ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି l ଦିନତମାମ ଚାଲିଥିବା ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ସମ୍ବଲପୁରୀ ସଂସ୍କୃତିର ରଙ୍ଗ ଦେଖିବାକୁ ମିଳିଥିଲା l ବିଭିନ୍ନ ଅଞ୍ଚଳର କଳାକାରଙ୍କ ମନୋରମ ପରିବେଷଣରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା…

Read More
ବେଦାନ୍ତ ଆଲୁମିନିୟମ୍, ଭି-ସ୍ପାର୍କ ଡିପ୍‌ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହିତ ୨୧୦୦ କୋଟି ଟଙ୍କାର ମୂଲ୍ୟ ସୃଷ୍ଟି ଲକ୍ଷ୍ୟ ରଖିଛି – ସମୀକ୍ଷା ଖବର

ବେଦାନ୍ତ ଆଲୁମିନିୟମ୍, ଭି-ସ୍ପାର୍କ ଡିପ୍‌ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହିତ ୨୧୦୦ କୋଟି ଟଙ୍କାର ମୂଲ୍ୟ ସୃଷ୍ଟି ଲକ୍ଷ୍ୟ ରଖିଛି

ଝାରସୁଗୁଡ଼ା/ ସମୀକ୍ଷା ନିୟୁଜ/ ୮ ସେପ୍ଟେମ୍ବର ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଓ ଭାରତର ସର୍ବବୃହତ୍ ଉତ୍ପାଦନ କ୍ଷେତ୍ରଭିତ୍ତିକ ଡିପ୍‌ଟେକ୍ ଇନ୍‌କ୍ୟୁବେଟର୍ ଭି-ସ୍ପାର୍କ ମିଳିତ ଭାବେ ଡିପ୍‌ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହ ଶିଳ୍ପ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରୟୋଗକୁ ତ୍ୱରାନ୍ୱିତ କରିବ। ଝାରସୁଗୁଡ଼ାରେ ଆୟୋଜିତ ବେଦାନ୍ତ ଆଲୁମିନିୟମ୍‌ର ପ୍ରଯୁକ୍ତି ପ୍ରଦର୍ଶନୀ ‘ମେଟାଲଭର୍ସ’ରେ ଡିପ୍‌ଟେକ୍ ସମାଧାନ ପ୍ରୟୋଗ ପାଇଁ ଏକାଧିକ ବୁଝାମଣାପତ୍ର (ଏମ୍‌ଓୟୁ) ଘୋଷଣା କରାଯାଇଛି। ଏହି ଅବସରରେ ଓପନଏଆଇ, ମାଇକ୍ରୋସଫ୍ଟ ଓ…

Read More
ଝାରସୁଗୁଡ଼ା: ଅଜଣା ରୋଗରେ ଘୁଷୁରି ମୃତ୍ୟୁର ଆତଙ୍କ;ତିନି ମାସରେ ୩୦୦ରୁ ଊର୍ଦ୍ଧ୍ବ ଘୁଷୁରି ମୃତ – ସମୀକ୍ଷା ଖବର

ଝାରସୁଗୁଡ଼ା: ଅଜଣା ରୋଗରେ ଘୁଷୁରି ମୃତ୍ୟୁର ଆତଙ୍କ;ତିନି ମାସରେ ୩୦୦ରୁ ଊର୍ଦ୍ଧ୍ବ ଘୁଷୁରି ମୃତ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡ଼ା,୬/୯: ଘୁଷୁରି ମୃତ୍ୟୁକୁ ନେଇ ଝାରସୁଗୁଡ଼ା ସହରରେ ଏବେ ଚିନ୍ତାର ବାତାବରଣ l ଗୋଟିଏ ପରେ ଗୋଟିଏ ଘୁଷୁରିଙ୍କ ମୃତ୍ୟୁ ଘଟିଚାଲିଥିବା ବେଳେ ଗତ ତିନି ମାସ ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ବ ଘୁଷୁରି ମରିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି l ମୃତ୍ୟୁର ଏହି ଧାରା ଥମିବାର ନାଁ ନେଉନଥିବାରୁ ଘୁଷୁରି ପାଳକଙ୍କ ମଧ୍ୟରେ ଆଶଙ୍କା ବଢ଼ିବା ସହ ରୋଗର ପ୍ରକୃତ କାରଣକୁ ନେଇ ପ୍ରଶ୍ନ ଉଠିଛି l…

Read More