ରୁଙ୍ଗଟା ଖଣି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ
ସମୀକ୍ଷା ବ୍ୟୁରୋ ନ୍ୟୁଜ / ସୁନ୍ଦରଗଡ଼/17/10/2026: କୋଇଡା ଖଣି ଅଂଚଳ ଅନ୍ତର୍ଗତ ମେସେର୍ସ ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ଼ ର ଓରାଘାଟ ଲୌହ ଖଣିରେ ଗତ ୧୭. ୦୯. ୨୬ ରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମ ଅକ୍ଟୋବର ୧୭ ତାରିଖ ଦିନ ଉଦଯାପିତ ହୋଇ ଯାଇଛି, ଏହି ପରିପେକ୍ଷୀ ରେ ପ୍ରଥମ ଦିନରୁ ସ୍ୱଚ୍ଛତା ଶପଥ ପାଠ ସହ ଆରମ୍ଭ ହୋଇଥିବା ସ୍ୱଛତା ପକ୍ଷ ପାଳନ ଅବସରରେ ଖଣିରେ ବ୍ୟାପକ ସଫେଇ…