ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବଣାଇ ନୂଆ ଉପଜିଲ୍ଲାପାଳଙ୍କ ସହିତ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ବଣାଇ ନୂଆ ଉପଜିଲ୍ଲାପାଳଙ୍କ ସହିତ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସୌଜନ୍ୟ ମୂଳକ ସାକ୍ଷାତ – ସମୀକ୍ଷା ଖବର


ପ୍ରଦୀପ ଜିତ /ସମୀକ୍ଷା ନିୟୁଜ /ବଣାଇ:

12/9 ବଣାଇ ନୂଆ ଉପଜିଲ୍ଲାପାଳ ସନ୍ତୋଷ କୁମାର ପାତ୍ର( IAS)ଙ୍କୁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ୱ ରେ ଛପିମ ର ଏକ ପ୍ରତିନିଧି ମଣ୍ଡଳୀ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ,

ବଣାଇ ନୂଆ ଉପଜିଲ୍ଲାପାଳଙ୍କ ସହିତ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସୌଜନ୍ୟ ମୂଳକ ସାକ୍ଷାତ – ସମୀକ୍ଷା

ଏହି ପ୍ରତିନିଧି ମଣ୍ଡଳୀ ରେ CPIM ସୁନ୍ଦରଗଡ଼ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ବରିଷ୍ଠ ନେତା ପ୍ରଭାତ ପଣ୍ଡା, ଅସିତ ଚୌଧୁରୀ ସୋଲ ସରପଞ୍ଚ ମନୋଜ ମିର୍ଧା, ସାନ ରକ୍ସି ସରପଞ୍ଚ ଅନାନମାସୀ ହୋର, ଅନିରୁଦ୍ଧ ତ୍ରିପାଠୀ, ସେହେଜଦ ଖାନ, ଓମାନ୍ତ ମହାନ୍ତ, ବିନୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବଣାଇର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ, ବଣାଇ ଉପଖଣ୍ଡ ର ସମସ୍ୟା ଗୁଡିକର ସମାଧାନ ସହ ଅଂଚଳ ର ସର୍ବାଙ୍ଗୀନ ବିକାଶ ନେଇ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ପ୍ରତିନିଧି ମଣ୍ଡଳୀ ଆଶା ପ୍ରକାଶ କରିଥିଲେ

ବଣାଇ ନୂଆ ଉପଜିଲ୍ଲାପାଳଙ୍କ ସହିତ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସୌଜନ୍ୟ ମୂଳକ ସାକ୍ଷାତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କୋମନା:ସ୍ୱାଗତ ପବ୍ଲିକ ସ୍କୁଲ ଲଖନା ପକ୍ଷରୁ ନୁଆଖାଇ ବଜାର ଅନୁଷ୍ଠିତ