ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଚାଷୀଙ୍କ ମୁଣ୍ଡରେ ଚଡ଼କ:ଲାଗିଛି ଚକଡା ପୋକ

ଚାଷୀଙ୍କ ମୁଣ୍ଡରେ ଚଡ଼କ:ଲାଗିଛି ଚକଡା ପୋକ – ସମୀକ୍ଷା ଖବର

ପ୍ରଦୀପ ଜିତ /ବଣାଇ /ସମୀକ୍ଷା ନ୍ୟୁଜ :09/10

ସୁନ୍ଦରଗଡ଼, ବଣାଇ ଉପଖଣ୍ଡ ବିଭିନ୍ନ ଅଂଚଳ ରେ ଧାନ ଫସଲରେ ଚକଡା ପୋକ ଚାଷୀଙ୍କ ଚିନ୍ତା ବଢିଛି, ଏବେଠାରୁ ଏହାକୁ ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ଫସଲ ଉତ୍ପାଦନ ରେ ପ୍ରଭାବ ପଡିବା ଆଶଙ୍କା ଉପୁଜିଛି!ଚଳିତ ଖରିପ ଋତୁରେ ଅନେକ ଚାଷୀ ଧାନ ଚାଷପାଇଁ ପ୍ରସ୍ତୁତ କରି ତଳି ରୋଇଥିଲେ, ଏବେ ଚକଡା ପୋକ ଲାଗିବା ପରେ ଅମଳ ନେଇ ଆଶଙ୍କା ରେ ଚାଷୀ,ବିଭିନ୍ନ ଜମିରେ ଧାନଗଛ ତଳ ଅଂଶ ପୋକ ଲାଗିଥିବା ଦେଖିବାକୁ ମିଳୁଛି, ପୋକ ଆକ୍ରମଣ ଯୋଗୁ ଧାନଗଛ ଦୁର୍ବଳ ହେଉଥିବା ବେଳେ ଗଛ ର ବୃଦ୍ଧି ମଧ୍ୟ ପ୍ରଭାବିତ ହେଉଛି ଫଳରେ ଧନକେଣ୍ଡା ବାହାରିବ ନେଇ ଚାଷୀଙ୍କ ମନରେ ଆଶଙ୍କା ସୃଷ୍ଟି ହେଉଛି, ଚକଡା ପୋକ ଦାଉରୁ ରକ୍ଷା ପାଇଁ ବଜାରରୁ ଔଷଧ କିଣି ସିଞ୍ଚନ କଲେମଧ୍ୟ କୌଣସି ଉପକାର ମିଳୁନାହିଁ, କୃଷି ବିଭାଗ ଯଦି ଜମିକୁ ଯାଇ କେଉଁ ଔଷଧ କେତେବେଳେ ଏବଂ କେତେମାତ୍ରାରେ ଦିଆଯିବ ତାହାପାଇଁ ସଚେତନ କରିବାପାଇଁ ଜନସାଧାରଣ ରେ ଦାବି ହେଉଛି, ଏହିଭଳି ସ୍ଥିତି ଜଦି ଲାଗିରହେ ତାହେଲେ ଚାଷୀ ଙ୍କ ଆର୍ଥିକ ଉପରେ ପ୍ରଭାବ ପଡିବ!

ଚାଷୀଙ୍କ ମୁଣ୍ଡରେ ଚଡ଼କ:ଲାଗିଛି ଚକଡା ପୋକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଛାତ୍ର ସଂସଦ ନିର୍ବାଚନ ବର୍ଜନ… ଜିଲ୍ଲା ଦାବି ପ୍ରସଙ୍ଗ ନେଇ ତେଜିଲା ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ କଲେଜ କ୍ୟାମ୍ପସ