ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଗଞ୍ଜାମ କୋରାପୁଟ ଜଗତସିଂହପୁର ବାଲେଶ୍ୱର ନୟାଗଡ଼ କନ୍ଧମାଳ

Adani’s Coal Mine Oppose: ହେମଗିର ଆଦାନୀର କୋଇଲା ଖଣି ପାଇଁ ସର୍ଭେକୁ ଗିରିସିମା ଗ୍ରାମବାସୀଙ୍କ ବିରୋଧ

Adani’s Coal Mine Oppose: ହେମଗିର ଆଦାନୀର କୋଇଲା ଖଣି ପାଇଁ ସର୍ଭେକୁ ଗିରିସିମା ଗ୍ରାମବାସୀଙ୍କ ବିରୋଧ – ସମୀକ୍ଷା ଖବର

ଗଦାଧର ବେହେରା /ରାଉରକେଲା ସାମ୍ବାଦିକ/ସମୀକ୍ଷା ନ୍ୟୁଜ୍:

ସୁନ୍ଦରଗଡ଼, ୧୮/୧୧: ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ୍ ଅନ୍ତର୍ଗତ ଗିରିସିମା ଗ୍ରାମରେ ଆଦାନୀ ଗ୍ରୁପର ବିଜାହାନ କୋଇଲା ଖଣି ପାଇଁ ହେବାକୁ ଥିବା ସର୍ଭେକୁ ଗ୍ରାମବାସୀମାନେ ଦୃଢ଼ ବିରୋଧ କରିଛନ୍ତି। ଆଦାନୀର ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରା. ଲି ଦ୍ୱାରା ପରିଚାଳିତ ବିଜାହାନ କୋଇଲା ବ୍ଲକ୍ ବିଜାହାନ, ଝାରପାଲମ୍, ଗିରିସିମା ଓ ଭୋଗରାକାଛାର । ଏହି ୪ ଗାଁକୁ ନେଇ ପ୍ରାୟ ୧୧୦୦ ହେକ୍ଟର ଅଞ୍ଚଳରେ ବ୍ୟାପିଛି। ଏଥିରେ ପ୍ରାୟ ୬୦୮ ହେକ୍ଟର ଜଙ୍ଗଲ ଜମି ରହିଛି। ପ୍ରକଳ୍ପ ଦ୍ୱାରା ପ୍ରାୟ ୪୫୦ ପରିବାର ବିସ୍ଥାପିତ ହେବେ ବୋଲି ଆଶଙ୍କା କରାଯାଉଛି। ଉଚିତ କ୍ଷତିପୂରଣ,ଥଇଥାନ,ନିକ୍ଷୁକ୍ତି ଆଦି ବିସ୍ଥାପିତ ମାନଙ୍କ ବିଭିନ୍ନ ଦାବି ଉପରେ ପ୍ରଥମେ ସବିଶେଷ ଆଲୋଚନା କରୁ ତାପରେ ସର୍ଭେ କରିବାକୁ ଲୋକେ ଆଦାନୀ କମ୍ପାନୀକୁ ଅନୁମତି ପ୍ରଦାନ |

Adani’s Coal Mine Oppose: ହେମଗିର ଆଦାନୀର କୋଇଲା ଖଣି ପାଇଁ ସର୍ଭେକୁ ଗିରିସିମା ଗ୍ରାମବାସୀଙ୍କ ବିରୋଧ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Jagatsinghpur Potential Cyclone: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ଜଗତସିଂପୁର ପ୍ରଶାସନ ଓ ଅଗ୍ନିଶମ ବିଭାଗ