ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ – ସମୀକ୍ଷା ଖବର

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୭/୧୦/୨୬ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ +୨ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆକର୍ଷଣୀୟ ସ୍ୱାଗତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ମହାନନ୍ଦ ଛାତ୍ରଛାତ୍ରୀଙ୍କୁ ନୂତନ…

Read More
ରହେନଭଟାରେ ବ୍ରଦର ଇଲେଭେନ କ୍ରିକେଟ୍ ଫାଇନାଲ୍ ସମ୍ପନ୍ନ, ବିଜୟୀ ହେଲା ପାତଳପଡା – ସମୀକ୍ଷା ଖବର

ରହେନଭଟାରେ ବ୍ରଦର ଇଲେଭେନ କ୍ରିକେଟ୍ ଫାଇନାଲ୍ ସମ୍ପନ୍ନ, ବିଜୟୀ ହେଲା ପାତଳପଡା

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୭/୧୦/୨୬ ମୁରିବାହାଲ ବ୍ଲକ ଶିରୋଲ ପଞ୍ଚାୟତ ରହେନଭଟା ଗ୍ରାମରେ ବ୍ରଦର ଇଲେଭେନ କ୍ରିକେଟ୍ କ୍ଲବ ତରଫରୁ ଆୟୋଜିତ କ୍ରିକେଟ୍ ଟୁର୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସ୍ଥାନୀୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମୁକାବିଲା ହଳଦୀ ଓ ପାତଳପଡା ଗ୍ରାମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।…

Read More
ମୁରିବାହାଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମ୍ପନ୍ନ, ୩୧ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ – ସମୀକ୍ଷା ଖବର

ମୁରିବାହାଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମ୍ପନ୍ନ, ୩୧ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୭/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ଯୋଗଦେଇ ମା’ ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।…

Read More
ନିସନ୍ତାନ ଦମ୍ପତିଙ୍କୁ ଶିଶୁ ଦେବା ନାଁରେ ବଡ଼ ଡିଲ୍ନର୍ସଙ୍କ ଭୂମିକାକୁ ନେଇ ଅଭିଯୋଗ, ଶିଶୁ ବିକ୍ରି ସନ୍ଦେହରେ ତଦନ୍ତ – ସମୀକ୍ଷା ଖବର

ନିସନ୍ତାନ ଦମ୍ପତିଙ୍କୁ ଶିଶୁ ଦେବା ନାଁରେ ବଡ଼ ଡିଲ୍ନର୍ସଙ୍କ ଭୂମିକାକୁ ନେଇ ଅଭିଯୋଗ, ଶିଶୁ ବିକ୍ରି ସନ୍ଦେହରେ ତଦନ୍ତ

ପ୍ରଦିପ୍ତ କୁମାର ମିଶ୍ର/ସାମ୍ବାଦିକ/ବଲାଙ୍ଗିର/ସମୀକ୍ଷା ନ୍ୟୁଜ: ଏପଟେ ନବରାତ୍ରିରେ ମାତୃଶକ୍ତିର ଆରାଧନା, ସେପଟେ ନବଜାତ ଶିଶୁକନ୍ୟାର ବେଆଇନ ହସ୍ତାନ୍ତରକୁ ନେଇ ସାମ୍ନାକୁ ଆସିଛି ଏକ ସାଂଘାତିକ ଅଭିଯୋଗ । ବଲାଙ୍ଗିର ସହରର ଏକ ଘରୋଇ ହସ୍ପିଟାଲର ନର୍ସଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ଗରିବ ଦମ୍ପତିଙ୍କ ଆର୍ଥିକ ଅସହାୟତାର ସୁଯୋଗ ନେଇ ନବଜାତ ଶିଶୁକନ୍ୟାକୁ ଅନ୍ୟ ହାତରେ ହସ୍ତାନ୍ତର କରାଯାଇଥିବା ଏବଂ ଏହା ପଛରେ ଅର୍ଥ କାରବାର ଥିବା ସନ୍ଦେହ କରାଯାଉଛି । ତେବେ ଏହି ଅଭିଯୋଗର ସତ୍ୟତା…

Read More
ବଲାଙ୍ଗୀର ଓମେନ୍ସ କଲେଜରେ ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା:ବିସିଜେଡି ସଭାପତି ପ୍ରାର୍ଥୀଙ୍କ ପରାଜୟକୁ ନେଇ ବିଜେଡି କର୍ମୀଙ୍କ ଆନ୍ଦୋଳନ, ପୋଲିସର ହସ୍ତକ୍ଷେପ – ସମୀକ୍ଷା ଖବର

ବଲାଙ୍ଗୀର ଓମେନ୍ସ କଲେଜରେ ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା:ବିସିଜେଡି ସଭାପତି ପ୍ରାର୍ଥୀଙ୍କ ପରାଜୟକୁ ନେଇ ବିଜେଡି କର୍ମୀଙ୍କ ଆନ୍ଦୋଳନ, ପୋଲିସର ହସ୍ତକ୍ଷେପ

ପ୍ରଦିପ୍ତ କୁମାର ମିଶ୍ର/ସାମ୍ବାଦିକ/ବଲାଙ୍ଗିର/ସମୀକ୍ଷା ନ୍ୟୁଜ: ବଲାଙ୍ଗୀର: ବଲାଙ୍ଗୀର ଓମେନ୍ସ କଲେଜରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଉତ୍ତେଜନା ଦେଖାଦେଇଛି। ନିର୍ବାଚନ ଫଳାଫଳକୁ ନେଇ ବିଜେଡି ସମର୍ଥିତ ଛାତ୍ର ସଂଗଠନ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଅସନ୍ତୋଷ ପ୍ରକାଶ କରିଛି। ବିସିଜେଡିର ସଭାପତି ପ୍ରାର୍ଥୀଙ୍କୁ ଜାଣିଶୁଣି ପରାଜିତ କରାଯାଇଥିବା ଅଭିଯୋଗ ଆଣି ବିଜେଡି କର୍ମୀମାନେ ଆନ୍ଦୋଳନ କରିଥିଲେ। ଏହାକୁ ନେଇ କଲେଜ ପରିସରରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।…

Read More
ମୁରିବାହାଲ: ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ – ସମୀକ୍ଷା ଖବର

ମୁରିବାହାଲ: ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୬/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ +୨ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆକର୍ଷଣୀୟ ସ୍ୱାଗତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ମହାନନ୍ଦ ଛାତ୍ରଛାତ୍ରୀଙ୍କୁ…

Read More
ବାଲେଶ୍ୱର ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ-୨୦୨୬ର ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ବାଲେଶ୍ୱର ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ-୨୦୨୬ର ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ

ମାନସ ବିଶ୍ୱାଳ/ ସ୍ୱତନ୍ତ୍ର ପ୍ରତିନିଧି / ବାଲେଶ୍ୱର /ସମୀକ୍ଷା ନ୍ୟୁଜ:ବାଲେଶ୍ୱର, ୧୫ ୲୧୦:- ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୪ ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ ଆୟୋଜନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୯ ଓ ୩୦ ଅକ୍ଟୋବର ୨୦୨୬ ରେ ବାଲେଶ୍ୱରର ଫକୀର ମୋହନ (ଏଫ୍.ଏମ୍.) ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବର ସଫଳ ଆୟୋଜନ ପାଇଁ ଏହି ପ୍ରସ୍ତୁତି…

Read More
ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି :ପିଏସ ଡିଗ୍ରୀ କଲେଜରେ ପ୍ରାର୍ଥୀମାନେ ରଖିଲେ ନିଜ ମତ – ସମୀକ୍ଷା ଖବର

ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି :ପିଏସ ଡିଗ୍ରୀ କଲେଜରେ ପ୍ରାର୍ଥୀମାନେ ରଖିଲେ ନିଜ ମତ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପିଏସ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନ-୨୦୨୬ ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବୁଧବାର କଲେଜ ପରିସରରେ ‘ମୁଁ ଛାତ୍ର ସଂସଦ ନିର୍ବାଚନରେ କାହିଁକି ଛିଡ଼ା ହୋଇଛି’ ଶୀର୍ଷକ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କଲେଜ ଅଧ୍ୟକ୍ଷ ତଥା ଛାତ୍ର ସଂସଦ ନିର୍ବାଚନ ଅଧିକାରୀ ସରୋଜ କୁମାର ନାୟକ ଯୋଗଦେଇ…

Read More
ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରଙ୍କ ପ୍ରକଳ୍ପ ସ୍ତରୀୟ ତାଲିମ – ସମୀକ୍ଷା ଖବର

ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରଙ୍କ ପ୍ରକଳ୍ପ ସ୍ତରୀୟ ତାଲିମ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ମିଶନ ଶକ୍ତି ଭବନଠାରେ ବୁଧବାର ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଉପରେ ପ୍ରକଳ୍ପ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁରିବାହାଲ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଡିପିଓ ପୂର୍ଣ୍ଣିମା ବୈଠାରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କ୍ଷେତ୍ର ପରିଦର୍ଶିକା (ସୁପରଭାଇଜର) ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଯୋଜନା ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା।…

Read More
ମରାମତି ନାଁରେ ଗାତ ଖୋଳି ଭୁଲିଗଲା ବିଭାଗ: ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମନମୁଖୀ କାର୍ଯ୍ୟ, ବିପଦରେ ଗ୍ରାମବାସୀ – ସମୀକ୍ଷା ଖବର

ମରାମତି ନାଁରେ ଗାତ ଖୋଳି ଭୁଲିଗଲା ବିଭାଗ: ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମନମୁଖୀ କାର୍ଯ୍ୟ, ବିପଦରେ ଗ୍ରାମବାସୀ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୪/୧୦/୨୬ ପାଇପ୍ ମରାମତି ନାଁରେ ଗାତ ଖୋଳି ଅଧାପନ୍ତରିଆ ଭାବେ ଛାଡ଼ି ଚାଲିଗଲେ ବିଭାଗୀୟ କର୍ମଚାରୀ ଓ ଠିକାଦାର। ମରାମତି କରିବାକୁ ଆସି ଗ୍ରାମବାସୀଙ୍କ ସମସ୍ୟା ଦୂର କରିବା ବଦଳରେ ନୂଆ ବିପଦ ସୃଷ୍ଟି କରିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏଭଳି କାର୍ଯ୍ୟ। ଏପରି ଅବହେଳାକୁ ନେଇ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ବୁଢ଼ୀପଦର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

Read More