ଟିଟିଲାଗଡ:ଏଣିକି ଡିଜେ ଉପରେ କଟକଣା ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି
ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ: ଟିଟିଲାଗଡ଼ : ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଙ୍କ ସଭା ଗୃହ ରେ ସୋମବାର ଟିଟିଲାଗଡ଼ ସହର ର ସମସ୍ତ ଦୁର୍ଗାପୂଜା କମିଟି ର ନେତୃତ୍ୱ ନେଉଥିବା ସଭାପତି, ସମ୍ପାଦକ ସହ ପ୍ରଶାସନ ର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି l ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ହାଟପଦା ପଡା ଦୁର୍ଗାପୂଜା କମିଟି, ସ୍ୱାଧୀନ ପଡା ଦୁର୍ଗା ପୂଜା କମିଟି, ମାଉସୀ ମା ମନ୍ଦିର…