ମୁରିବାହାଲ ବ୍ଲକରେ ଶିକ୍ଷା ସଚେତନତା ରଥର ସଫଳ ପରିଭ୍ରମଣ
ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ଉଲ୍ଲାସ (ଏନଆଇଏଲପି) ଅଧୀନରେ ଶିକ୍ଷା ସଚେତନତା ରଥର ସଫଳ ପରିଭ୍ରମଣ ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ବଡ଼ସାଇମରା, ବାନ୍ଦୁପଲା, ରେଙ୍ଗାଲି, ଗୁଡ଼ିଘାଟ, ମୁରିବାହାଲ କ୍ଲଷ୍ଟର ଓ ପାଖ ଆଖର ଅନେକ ଗ୍ରାମାଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ସେହିପରି ପୂର୍ବ ଦିନ ହଳଦୀ, ବିଟାବନ୍ଧ, ସିରୋଲ କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ଗ୍ରାମଗୁଡ଼ିକରେ ଏହି…