ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ମୁରିବାହାଲରେ ବେଟି ବଚାଓ ବେଟି ପଢ଼ାଓ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ – ସମୀକ୍ଷା ଖବର

ମୁରିବାହାଲରେ ବେଟି ବଚାଓ ବେଟି ପଢ଼ାଓ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ମୁରିବାହାଲସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ଆଜି ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ଶିଶୁ ବିକାଶ ବିଭାଗ ଅଧିକାରିଣୀ ପୂର୍ଣ୍ଣିମା ବୈଠାରୁ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଗୁଣସାଗର ମେହେର, ସୋମେଶ ଦତ୍ତ ହୋତା,…

Read More
ବହୁ ବର୍ଷର ଅବହେଳା ପରେ ଉଦ୍ଧାର ହେବ କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍ – ସମୀକ୍ଷା ଖବର

ବହୁ ବର୍ଷର ଅବହେଳା ପରେ ଉଦ୍ଧାର ହେବ କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: କଣ୍ଟାବାଞ୍ଜି ସାପ୍ତାହିକ ବଜାରରେ ପ୍ରଶାସନର ପଦକ୍ଷେପ; ଗରିବ ପରିବାରଙ୍କୁ ମିଳିବ ସାମାଜିକ କାର୍ଯ୍ୟ ପାଇଁ ସୁବିଧାବଲାଙ୍ଗୀର : କଣ୍ଟାବାଞ୍ଜି ସାପ୍ତାହିକ ବଜାର ମଧ୍ୟରେ ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଥିବା କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍‌କୁ ଏବେ ଉଦ୍ଧାର କରାଯିବ। ଏନେଇ କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ଅବ୍ୟବହୃତ ଓ ଅବହେଳିତ ହୋଇ ପଡ଼ିଥିବା ଏହି ଦୁଇଟି ସୁବିଧା…

Read More
ପଣ୍ଡରେନ୍‌ରୁ ଜାମକି ଯିବା ରାସ୍ତା ଶୋଚନୀୟ – ସମୀକ୍ଷା ଖବର

ପଣ୍ଡରେନ୍‌ରୁ ଜାମକି ଯିବା ରାସ୍ତା ଶୋଚନୀୟ

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: ବର୍ଷେ ନପୁରୁଣୁ ରାସ୍ତାରେ ବଡ଼ ବଡ଼ ଖାଲ; ନିମ୍ନମାନର କାମ ନେଇ ଅଭିଯୋଗଭାରିଯାନ ଚଳାଚଳରେ ରାସ୍ତା ଧ୍ୱଂସ, ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀବଲାଙ୍ଗୀର : ତୁରେକେଲା ବ୍ଲକ ପଣ୍ଡରେନ୍‌ ଗାଁରୁ ଜାମକି ଗାଁକୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି। ରାସ୍ତା ନିର୍ମାଣକୁ ଗୋଟିଏ ବର୍ଷ ମଧ୍ୟ ପୂରଣ ହୋଇନଥିବା ବେଳେ ବିଭିନ୍ନ ସ୍ଥାନରେ ପିଚୁ ଉଠିଯିବା ସହ ବଡ଼ ବଡ଼ ଖାଲ…

Read More

ହରିଶଙ୍କର ମନ୍ଦିରରେ ପିଇବା ପାଣିର ଅଭାବ: ଅଭିଯୋଗ ଆଣିଛନ୍ତି ଖୋଦ୍‌ ଦୋକାନୀ ଓ ପର୍ଯ୍ୟଟକ

ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ: ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ପ୍ରସିଦ୍ଧ ଧାର୍ମିକ ପୀଠ ହରିଶଙ୍କର ମନ୍ଦିରକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଏଠାରେ ପିଇବା ପାଣିର ସମସ୍ୟା ନେଇ ଅଭିଯୋଗ ଉଠିଛି। ମନ୍ଦିର ପରିସରରେ ପର୍ଯ୍ୟାପ୍ତ ଓ ସୁବ୍ୟବସ୍ଥିତ ପାନୀୟଜଳ ବ୍ୟବସ୍ଥା ନଥିବା ନେଇ ଖୋଦ୍‌ ଦୋକାନୀ ଓ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହରିଶଙ୍କର ହେଉଛି ବଲାଙ୍ଗୀର ଜିଲ୍ଲାର ଏକ ପ୍ରମୁଖ ଆକର୍ଷଣ। ଧାର୍ମିକ…

Read More

କଣ୍ଟାବାଞ୍ଜିରେ ଆଇଜେୟୁ (ଓୟୁଡବ୍ଲୁଜେ) ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି/ ବଲାଙ୍ଗୀର/ସମୀକ୍ଷା ନ୍ୟୁଜ/27/9/2026:ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିଠାରେ ଆଜି ଆଇଜେୟୁ (ଓୟୁଡବ୍ଲୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ନିରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ଓ ସଂଗଠନର ପଦାଧିକାରୀମାନେ ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ଅଧିକାର ଓ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ସାମ୍ବାଦିକମାନେ କାର୍ଯ୍ୟ କରୁଥିବା ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା,…

Read More
ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜୀବିକା ବିକାଶ କର୍ମଶାଳା – ସମୀକ୍ଷା ଖବର

ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜୀବିକା ବିକାଶ କର୍ମଶାଳା

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ: ହଳଦୀ, ତା ୨୮/୦୯/୨୬ (ଭଗବାନ ମହାନ୍ତି):ବଲାଙ୍ଗୀର ଜିଲ୍ଲା ହଳଦୀ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଜନମୁକ୍ତି ଅନୁଷ୍ଠାନ ଦ୍ୱାରା ପରିଚାଳିତ ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ସହଯୋଗରେ ଚାଲୁଥିବା ପ୍ରକଳ୍ପ ଅନ୍ତର୍ଗତ ଏକ ପଞ୍ଚାୟତ ସ୍ତରୀୟ ନିରନ୍ତର ଜୀବିକା ବିକାଶ ଓ ଆୟ ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ହଳଦୀ ସରପଞ୍ଚ ସୌମିନା ସେଠ୍,…

Read More
ବଲାଙ୍ଗୀର ଜିଲ୍ଲା ଓୟୁଜେ ସଭାପତି ଭାବେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ଭାବେ ଅଭୟ ତ୍ରିପାଠୀ ନିର୍ବାଚିତ – ସମୀକ୍ଷା ଖବର

ବଲାଙ୍ଗୀର ଜିଲ୍ଲା ଓୟୁଜେ ସଭାପତି ଭାବେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ଭାବେ ଅଭୟ ତ୍ରିପାଠୀ ନିର୍ବାଚିତ

ଟିଟିଲାଗଡ଼ ସମୀକ୍ଷା ନ୍ୟୁଜ୍// ସନ୍ତୋଷ କୁମାର ପଟ୍ଟନାୟକ/ଭଗବାନ ମହାନ୍ତି: ବଲାଙ୍ଗୀର ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଗଠନର ଦ୍ୱିବାର୍ଷିକ ନିର୍ବାଚନ ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସମ୍ପନ୍ନ ହୋଇଛି। ବୈଠକରେ ସର୍ବସମ୍ମତି କ୍ରମେ ପ୍ରଦୀପ୍ତ ମିଶ୍ର ସଭାପତି ଏବଂ ଅଭୟ ତ୍ରିପାଠୀ ସମ୍ପାଦକ ଭାବେ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଓୟୁଜେ ସଦସ୍ୟ ଶ୍ରୀବତ୍ସ ବେହେରା ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିବା ବେଳେ ରାଜ୍ୟ…

Read More
ଟ୍ରେନ୍ ଲାଇନ୍ କଡ଼ରୁ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ – ସମୀକ୍ଷା ଖବର

ଟ୍ରେନ୍ ଲାଇନ୍ କଡ଼ରୁ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବସ୍ତି ଫାଟକଠାରୁ ପ୍ରାୟ ୧୦୦ ମିଟର ଦୂରରେ ଆଜି ସକାଳେ ରେଳ ଲାଇନ୍ କଡ଼ରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୁରିବାହାଲ ଷ୍ଟେସନରୁ କଣ୍ଟାବାଞ୍ଜି ଯିବା ଲାଇନ୍ କଡ଼ରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ମୃତକଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ଶରୀର ଛିନ୍ନଭିନ୍ନ ଅବସ୍ଥାରେ ପଡ଼ିଥିଲା, ଯାହା ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଥିଲା। ଖବର ସଂଗ୍ରହ…

Read More
ଗୁରୁଣ୍ଡାରେ ବ୍ଲକସ୍ତରୀୟ ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ଗୁରୁଣ୍ଡାରେ ବ୍ଲକସ୍ତରୀୟ ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ ମୁରିବାହାଲ, ତା ୨୬/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡା ଖେଳ ପଡ଼ିଆରେ ବ୍ଲକସ୍ତରୀୟ ବାଳକ ଓ ବାଳିକା ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ ପଢ଼ିଆରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଖେଳାଳିମାନେ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଇମୁଣ୍ଡା ସରପଞ୍ଚ କାଳିଆ ସରାଫ ଓ ସମାଜସେବୀ ଉମେଶ…

Read More
ଭୁତିଶଢା ଗାଁରେ ବଣୁଆ ୧୮ ଟିକିଆ ହାତୀପଲ ଙ୍କ ଉତ୍ପାତ, ଫସଲ ନଷ୍ଟ ସହ ଘର ଭାଙ୍ଗିଲେ – ସମୀକ୍ଷା ଖବର

ଭୁତିଶଢା ଗାଁରେ ବଣୁଆ ୧୮ ଟିକିଆ ହାତୀପଲ ଙ୍କ ଉତ୍ପାତ, ଫସଲ ନଷ୍ଟ ସହ ଘର ଭାଙ୍ଗିଲେ

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ ମୁରିବାହାଲ, ତା ୨୬/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ମାଲିଶିରା ପଞ୍ଚାୟତ ଅନ୍ତର୍ଗତ ଭୁତିଶଢା ଗାଁରେ ୧୮ ଟିକିଆ ହାତୀପଲ ବଣୁଆ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ରହେନ ଚୁଆଁ ବାମନି ଡଙ୍ଗର ପଟରୁ ହାତୀପଲ ଆସି ପ୍ରଥମେ ଚାଷୀ ବେଣୁଧର ଭୋଇଙ୍କ ପୁଟଲ ଚାଷ ନଷ୍ଟ କରିବା ସହ ବୋରୱେଲକୁ ଉପାଡ଼ି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ପରେ ତାଙ୍କ ଭାଇ…

Read More