ବଙ୍ଗୋମୁଣ୍ଡାରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାହ୍ନୁଚରଣ ନାୟକଙ୍କ ଯୋଗଦାନ
ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ ତା ୩/୧୦/୨୬ (ଭଗବାନ ମହାନ୍ତି)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାହ୍ନୁଚରଣ ନାୟକ ଯୋଗଦାନ କରିଛନ୍ତି। ପୂର୍ବରୁ ଶାନ୍ତନୁ ପଢ଼ିହାରୀ ଅତିରିକ୍ତ ଦାୟିତ୍ୱରେ ବିଇଓ ଭାବେ କାର୍ଯ୍ୟ ତୁଲାଉଥିଲେ। ନୂତନ ବିଇଓଙ୍କ ଯୋଗଦାନ ଅବସରରେ ବିଇଓ କାର୍ଯ୍ୟାଳୟର କର୍ମଚାରୀ ତଥା ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ବରିଷ୍ଠ ଶିକ୍ଷକମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସ୍ୱାଗତ…