ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ଚମ୍ପୁଆ ଏନ୍‌ଏସିରୁ ଅବହେଳାର ଚିତ୍ର: ରାସ୍ତା ନଥିବାରୁ ଖଟରେ ବୋହା ହେଉଛନ୍ତି ରୋଗୀ, ଭୋଟ୍‌ ବର୍ଜନ ଚେତାବନୀ – ସମୀକ୍ଷା ଖବର

ଚମ୍ପୁଆ ଏନ୍‌ଏସିରୁ ଅବହେଳାର ଚିତ୍ର: ରାସ୍ତା ନଥିବାରୁ ଖଟରେ ବୋହା ହେଉଛନ୍ତି ରୋଗୀ, ଭୋଟ୍‌ ବର୍ଜନ ଚେତାବନୀ

ରାଜେଶ କୁମାର ଆଚାର୍ଯ୍ୟ /ଚମ୍ପୁଆ ପ୍ରତିନିଧି /ସମୀକ୍ଷା ନ୍ୟୁଜ : ​ଚମ୍ପୁଆ :- (୧୬/୧୦) ବିକାଶର ବାର୍ତ୍ତା ଭିତରେ ଅନ୍ଧାରରେ ରହିଛି ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ୱାଡ଼ ନଂ-୧ର ଗୋଧୂଳୀ ଗ୍ରାମର ମାଛଘାଟ ସାହି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଅଞ୍ଚଳର ୧୮ଟି ପରିବାର ମୌଳିକ ସୁବିଧା ଯଥା ରାସ୍ତାରୁ ବଞ୍ଚିତ ରହିଛନ୍ତି। ଫଳରେ ଗାଁର ଲୋକେ ପ୍ରତିଦିନ ଅହେତୁକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ​ମାଛଘାଟ ସାହିକୁ ସଂଯୋଗ କରିବା ପାଇଁ କୌଣସି ପକ୍କା…

Read More
କେନ୍ଦୁଝର ସହରରେ ବଢୁଛି ସୌନ୍ଦର୍ଯ୍ୟକରଣ, ବଦଳୁଛି ସହରର ରୂପରେଖ – ସମୀକ୍ଷା ଖବର

କେନ୍ଦୁଝର ସହରରେ ବଢୁଛି ସୌନ୍ଦର୍ଯ୍ୟକରଣ, ବଦଳୁଛି ସହରର ରୂପରେଖ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/କେନ୍ଦୁଝର: କେନ୍ଦୁଝର : ଦିନକୁ ଦିନ ବଦଳୁଛି କେନ୍ଦୁଝର ସହରର ଚିତ୍ର। ସହରର ବିକାଶ ସହିତ ଏହାର ସୌନ୍ଦର୍ଯ୍ୟକରଣ, ରାସ୍ତାଘାଟର ଉନ୍ନତି, ପାର୍କର ବିକାଶ ଏବଂ ନାଗରିକ ସୁବିଧାକୁ ନେଇ ବଢୁଛି ଆଶା। ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝର ଜିଲ୍ଲାର ସଦର ସହରକୁ ଏକ ସୁନ୍ଦର, ସ୍ୱଚ୍ଛ ଓ ଆଧୁନିକ ସହର ଭାବେ ଗଢ଼ିତୋଳିବା ପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗୁରୁତ୍ୱ ବହନ କରୁଛି। ସହରର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ, କେନ୍ଦୁଝର ସହରର ସୌନ୍ଦର୍ଯ୍ୟ…

Read More
ବଲାଣି ଲୌହ ଖଣିରେ ସତର୍କତା ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

ବଲାଣି ଲୌହ ଖଣିରେ ସତର୍କତା ସଚେତନତା କାର୍ଯ୍ୟକ୍ରମ

ଟଙ୍କଧର ପାତ୍ର/ଯୋଡ଼ା/ସମୀକ୍ଷା ନିୟୁଜ : ଯୋଡ଼ା, କେନ୍ଦୁଝର, ୧୬/୧୦/୨୦୨୬: କେନ୍ଦୁଝର ଜିଲ୍ଲାର ବଲାଣି ଟାଉନସିପ୍‌ସ୍ଥିତ ମାଉଣ୍ଟ କ୍ଲବ ପରିସରରେ ଶୁକ୍ରବାର ପ୍ରତିରୋଧାତ୍ମକ ସତର୍କତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଲାଣି ଲୌହ ଖଣିର ମୁଖ୍ୟ ମହାପ୍ରବନ୍ଧକ ମଲ୍ଲା ଶ୍ରୀନିବାସୁ ଅଧ୍ୟକ୍ଷତା କରିଥିବାବେଳେ ଆନନ୍ଦ କୁମାର, ସିଜିଏମ୍‌ (ରକ୍ଷଣାବେକ୍ଷଣ) ସମ୍ମାନିତ ଅତିଥି ଏବଂ ରଞ୍ଜନ ଭାରତୀ, ଜିଏମ୍‌ (ସତର୍କତା) ଓ ଏସ୍‌.କେ.ଏସ୍‌. ରାଜପୁତ, ଡିଜିଏମ୍‌ (ସତର୍କତା) ବିଶେଷ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ…

Read More
ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ: ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଆକାଶ ପାତ୍ର – ସମୀକ୍ଷା ଖବର

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ: ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଆକାଶ ପାତ୍ର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୧୫/୧୦,ପାଟଣା ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି।ପ୍ରାୟ ସମସ୍ତ ପ୍ରମୁଖ ପଦବୀକୁ ଏବିଭିପି ଦଖଲ କରିଛି।ଛାତ୍ର ସଂସଦ ନିର୍ବାଚନ ଆଜି ସମାପ୍ତ ହେବାପରେ ଗଣତି ପରେ ଫଳାଫଳ ପ୍ରକାଶ ପାଇଛି।ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଭାବେ ଆକାଶ ପାତ୍ର,ସହସମ୍ପାଦକ ଭାବେ ବିରେନ୍ଦ୍ର ବେହେରା, କ୍ରୀଡ଼ା ସମ୍ପାଦକ ଭାବେ ଦିଗନ୍ତ ପ୍ରସାଦ ସେଠୀ, ଡ୍ରାମାଟିକ ସମ୍ପାଦକ ଭାବେ ଅବିନାଶ ସେଠୀ, ଡିଏସଏ…

Read More
ବଲାଣି CISF ପକ୍ଷରୁ ଶୀତବସ୍ତ୍ର ବଣ୍ଟନ – ସମୀକ୍ଷା ଖବର

ବଲାଣି CISF ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ : ଯୋଡ଼ା/କେନ୍ଦୁଝର, ୧୫/୧୦/୨୦୨୬ : କେନ୍ଦୁଝର ଜିଲ୍ଲାର ବଲାଣିସ୍ଥିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ୟୁନିଟ୍‌ର ସଂରକ୍ଷିକା ପକ୍ଷରୁ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଟାଟିବାସ୍ଥିତ ବିରହର ବସ୍ତିରେ ଗୁରୁବାର ଏକ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ବସ୍ତିର ବରିଷ୍ଠ ପୁରୁଷ ଓ ମହିଳାମାନଙ୍କୁ ଶୀତକାଳୀନ ବସ୍ତ୍ର ବଣ୍ଟନ କରାଯାଇଥିବା ବେଳେ ଶିଶୁମାନଙ୍କୁ ମିଷ୍ଟାନ୍ନ, ଚକୋଲେଟ୍ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା।CISF ସଂରକ୍ଷିକା ପକ୍ଷରୁ ସାମାଜିକ ସେବା ଓ ଜନକଲ୍ୟାଣ…

Read More
ପାଟଣା କଲେଜ ଛାତ୍ର ନିର୍ବାଚନ ପ୍ରଚାର ଶେଷ, ଭୋଟ ପାଇଁ ଘରେ ଘରେ ବୁଲୁଛନ୍ତି ପ୍ରାର୍ଥୀ – ସମୀକ୍ଷା ଖବର

ପାଟଣା କଲେଜ ଛାତ୍ର ନିର୍ବାଚନ ପ୍ରଚାର ଶେଷ, ଭୋଟ ପାଇଁ ଘରେ ଘରେ ବୁଲୁଛନ୍ତି ପ୍ରାର୍ଥୀ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/କେନ୍ଦୁଝର : ପାଟଣା:୧୪/୧୦,ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟର ସର୍ଵ ପୁରାତନ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ର ଛାତ୍ର ସାଂସଦ ନିର୍ବାଚନ ପାଇଁ ପ୍ରଚାର ର ଆଜି ଶେଷ ଦିନରେ ପରିବେଶ ସରଗରମ ରହିଛି।୧୫ ତାରିଖ ନିର୍ବାଚନ ଥିବା ବେଳେ ଆଜି ମହାବିଦ୍ୟାଳୟ ସଭା କକ୍ଷରେ ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଓ ନିର୍ବାଚନ ଅଧିକାରୀ ଅଧ୍ୟାପକ ହଳଧର ସାହୁ ଏବଂ ସହଯୋଗୀ ଅଧ୍ୟାପକ ଡ଼ଃ ହୃଦାନନ୍ଦ ବିଶ୍ୱାଳଙ୍କ ଓ…

Read More
ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏବିଭିପିର ଶକ୍ତି ପ୍ରଦର୍ଶନ – ସମୀକ୍ଷା ଖବର

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏବିଭିପିର ଶକ୍ତି ପ୍ରଦର୍ଶନ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ /କେନ୍ଦୁଝର: ପାଟଣା,୧୩/୧୦ପାଟଣା କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ହୋଇଉଠିଛି। କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟ ସ୍ୱାମପାଟଣା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ସହ ଜୋରଦାର ଶକ୍ତି ପ୍ରଦର୍ଶନ ଓ ନିର୍ବାଚନୀ ପ୍ରଚାର ଅନୁଷ୍ଠିତ ହୋଇଯାଇଛି।ଶୋଭାଯାତ୍ରା କଲେଜ ପରିସରରୁ ବାହାରି ସ୍ଥାନୀୟ ପ୍ରସିଦ୍ଧ ବାବା ଆନନ୍ଦେଶ୍ୱର ମନ୍ଦିର ଅଭିମୁଖେ ଯାଇଥିଲା। ସେଠାରେ ଦର୍ଶନ ଓ…

Read More
ପାଟଣାରେ ଦଶହରା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଘାଟିତ – ସମୀକ୍ଷା ଖବର

ପାଟଣାରେ ଦଶହରା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦୁଝର : ପାଟଣା:୧୨/୧୦,ପାଟଣା କ୍ରିକେଟ କ୍ଳବ ପକ୍ଷରୁ ପାଟଣା ଷ୍ଟାଡିୟମ ରେ ଆଜି ଦଶହରା କ୍ରିକେଟ କ୍ଳବ ପ୍ରତିଯୋଗିତା ଆରମ୍ଭ ହୋଇଛି।ଏଥିରେ ମୋଟ ୧୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି।ଆସନ୍ତା ୨୦ ତାରିଖ ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହେବ।ଆଜି ଏହି ପ୍ରତିଯୋଗୀତାକୁ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଉଦଘାଟନ କରିଥିଲେ।ପାଟଣା ପ୍ରେସ କ୍ଳବର ସମ୍ପାଦକ ବିଜୟ…

Read More
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ବାହାରିଲେ ୧୪୦ ବରିଷ୍ଠ ନାଗରିକ – ସମୀକ୍ଷା ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ବାହାରିଲେ ୧୪୦ ବରିଷ୍ଠ ନାଗରିକ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା  ନ୍ୟୁଜ:/କେନ୍ଦୁଝର: କେନ୍ଦୁଝର:୧୧/୧୦, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ କେନ୍ଦୁଝର ଜିଲ୍ଲାରୁ ମୋଟ୍ ୧୪୦ ଜଣ ବରିଷ୍ଠ ନାଗରିକ ବାରାଣସୀ ଏବଂ ଅଯୋଧ୍ୟା ଅଭିମୁଖେ ଏକ ଆଧ୍ୟାତ୍ମିକ ତୀର୍ଥଯାତ୍ରାରେ ବାହାରିଛନ୍ତି। ଏହି ତୀର୍ଥଯାତ୍ରା ଭ୍ରମଣ ୨୦୨୬ ଅକ୍ଟୋବର ୧୧ ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି।କେନ୍ଦୁଝରଗଡ଼ ପୌରପାଳିକାର କଲ୍ୟାଣ ମଣ୍ଡପଠାରେ ଅପରାହ୍ନ ୨:୪୫ ମିନିଟରେ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଏହି ତୀର୍ଥଯାତ୍ରୀ ବସ୍ କୁ…

Read More
ପାଟଣା: ଆଞ୍ଚଳିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳକୁ ୨ ପଦବୀ ଗଲା ବିଜେଡି ଓ ଏବିଭିପି ଛାତ୍ର ସଂଗଠନ ମଧ୍ୟରେ ସିଧା ଟକ୍କର – ସମୀକ୍ଷା ଖବର

ପାଟଣା: ଆଞ୍ଚଳିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳକୁ ୨ ପଦବୀ ଗଲା ବିଜେଡି ଓ ଏବିଭିପି ଛାତ୍ର ସଂଗଠନ ମଧ୍ୟରେ ସିଧା ଟକ୍କର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/କେନ୍ଦୁଝର /ସମୀକ୍ଷା ନ୍ୟୁଜ: ପାଟଣା :୧୧/୧୦ ମୁଖ୍ୟାଳୟ ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରୋଚକ ମୋଡ଼ ନେଇଛି।ଉପସଭାପତି ପ୍ରାର୍ଥୀ ବିଶ୍ୱପ୍ରକାଶ ନାୟକ ଏକ ବିଷୟରେ ବ୍ୟାକ ଲାଗିଥିବା ସୂଚନା ଗୁପ୍ତ ରଖି ନାମାଙ୍କନ ଦାଖଲ କରିଥିବାରୁ ତାଙ୍କ ନାମାଙ୍କନ ପତ୍ର ନାକଚ ହେବା ଫଳରେ ତାଙ୍କ ପ୍ରତିଦ୍ୱନ୍ଦୀ ଥିବା ବିଜୁ ଛାତ୍ର ଜନତା ସମର୍ଥିତ ପ୍ରାର୍ଥୀ ତ୍ରିଦେଵ ମହାନ୍ତ ନିର୍ଦ୍ବନ୍ଦ୍ୱରେ ବିଜୟୀ ହୋଇଛନ୍ତି।ସେହିପରି ସହ କ୍ରୀଡ଼ା ସମ୍ପାଦକ ପଦବୀରେ ଏକମାତ୍ର…

Read More