
ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ

ଚିକିଟି -- ଏହି ବ୍ଲକ ଅନ୍ତର୍ଗତ ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀ ବାଲାଜୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି l ଚିକିଟି ମହାବିଦ୍ୟାଳୟ ରେ ସଭାପତି ପଦବୀ ଅପ୍ରତିଦ୍ଵନ୍ଦୀ ହୋଇଯାଇଥିବା ବେଳେ ପ୍ରଣୟ ପ୍ରଧାନ ସଭାପତି ପଦବୀ ହାତେଇଥିଲେ l ଆଉ ସବୁ ପଦବୀ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି l କେ. ବୈଷ୍ଣବୀ ଆଚାରୀ ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି l ସେହିପରି ସୁନୀଲ କୁମାର ପାଣିଗ୍ରାହୀ ଉପ ସଭାପତି, ନାକା ଚିରଞ୍ଜିବି ରେଡି ସହ ସମ୍ପାଦକ, ଏନ. ସୁମନ କୁମାର ନାଟ୍ୟ ସଂସଦ ସମ୍ପାଦକ, ତନୁଶ୍ରୀ ପ୍ରଧାନ ନାଟ୍ୟ ସଂସଦ ସହ ସମ୍ପାଦକ, ସାହିଲ ପ୍ରଧାନ କ୍ରୀଡା ସମ୍ପାଦକ ଓ…
ପୂରା ଖବର: samikshanews.com/news/8606ପଶ୍ଚିମବଙ୍ଗର ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା : ୧୯ ଜଣଙ୍କ ମୃତ୍ୟୁ , ୪୦ ଆହତ

କୋଲକାତା,17/10/2026 : ପଶ୍ଚିମବଙ୍ଗର ଏକ ଦୁର୍ଗାପୂଜା ମଣ୍ଡପରେ ହଠାତ୍ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଦଳାଚକଟା ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଘଟିଛି । ଏହି ଅଘଟଣରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ କୋଲକାତା ମେଡିକ…
ପୂରା ଖବର: samikshanews.com/news/8955ପଶ୍ଚିମବଙ୍ଗ ଦୁର୍ଗା ପୂଜା ଦୁର୍ଘଟଣାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
ପଶ୍ଚିମବଙ୍ଗ , 17/10/2026: କୋଲକାତା ଦୁର୍ଗା ପୂଜା ଦୁର୍ଘଟଣାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶକୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ଆଜି ସନ୍ଧ୍ୟାରେ ଘଟିଥିବା ଦଳାଚକଟା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଦୁର୍ଗାପୂଜା ମଣ୍ଡପରେ ଘଟିଥିବା ଅଘଟଣ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁ…
ପୂରା ଖବର: samikshanews.com/news/8962ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏବିଭିପି ବିଜୟୀ ପ୍ରାର୍ଥୀ
ଓଡ଼ିଶାରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବା ପରେ କ୍ୟାମ୍ପସ ରାଜନୀତି ପୁଣିଥରେ ଚଳଚଞ୍ଚଳ ହୋଇପଡ଼ିଛି। ନିର୍ବାଚନରେ ବିଜୟୀ ହୋଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଛାତ୍ର ନେତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ରାଜ୍ୟରେ ଛାତ୍ର ରାଜନୀତିକୁ ନେଇ ଚର୍ଚ୍ଚା ବଢ଼ିଛି। ଏହି ସାକ୍ଷାତ୍କାରର…
ପୂରା ଖବର: samikshanews.com/news/8840ନିମାପଡ଼ାରେ ଏଭିବିପିର ପରାଜୟ ପରେ ପ୍ରଭାତୀ ପରିଡ଼ାଙ୍କ ପାଇଁ ବଢ଼ିଲା ରାଜନୈତିକ ଚ୍ୟାଲେଞ୍ଜ

ନିମାପଡ଼ା ରାଜନୀତିରେ ନୂଆ ଚର୍ଚ୍ଚା। ଛାତ୍ର ସଂସଦ ନିର୍ବାଚନରେ ଏଭିବିପିର ପରାଜୟକୁ ନେଇ ପ୍ରଭାତୀ ପରିଡ଼ାଙ୍କ ରାଜନୈତିକ ସ୍ଥିତି ଉପରେ ପ୍ରଶ୍ନ ଉଠିବା ସମ୍ଭାବନା ରହିଛି କି? ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ କି? ପୁରୀ ଜିଲ୍ଲାର ନିମାପଡ଼ା ରାଜନୀତିକୁ ନେଇ ଏବେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ବିଶେଷକରି ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ…
ପୂରା ଖବର: samikshanews.com/news/8876











