ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପାର୍ବଣମଧ୍ୟାହ୍ନରେ ଆମିଷ ଘାଣ୍ଟ; ରାତ୍ରରେ ମାଛଗୁଣ୍ଡି ଭଜା ଭୋଗ – ସମୀକ୍ଷା ଖବର

ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପାର୍ବଣମଧ୍ୟାହ୍ନରେ ଆମିଷ ଘାଣ୍ଟ; ରାତ୍ରରେ ମାଛଗୁଣ୍ଡି ଭଜା ଭୋଗ

ବାସୁଦେବ ହାବାଡସିଂ/ବାଣପୁର / ସମୀକ୍ଷା ନ୍ୟୁଜ : ମା’ ଦୁର୍ଗତା ନାଶିନୀ ଦୁର୍ଗାଙ୍କ ପୂଜା ପାଇଁ ସମସ୍ତ ଶକ୍ତି ପୀଠ ଓ ତନ୍ତ୍ରପୀଠରେ ଷୋଡ଼ଶ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଅନନ୍ୟ ଶକ୍ତି ପୀଠ ତଥା ତନ୍ତ୍ରପୀଠ ଖୋର୍ଦ୍ଧା ଜିଲ୍ଲା ଭଗବତୀ କ୍ଷେତ୍ର ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ମୂଳାଷ୍ଟମୀଠାରୁ ଶାରଦୀୟ ପାର୍ବଣ ଆରମ୍ଭ ହୋଇଛି  l ୧୬ ଦିନ ବ୍ୟାପି ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି । ମା’ ଭଗବତୀଙ୍କ ପ୍ରିୟ ବ୍ୟଞ୍ଜନ…

Read More
ମୟୂରଭଞ୍ଜ ଗର୍ଭଣା ସଂକ୍ରାନ୍ତି – ସମୀକ୍ଷା ଖବର

ମୟୂରଭଞ୍ଜ ଗର୍ଭଣା ସଂକ୍ରାନ୍ତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୭/୧୦/୨୬ – ଆଜି ପବିତ୍ର ତୁଳା ବା ଗର୍ଭଣା ସଂକ୍ରାନ୍ତି ଏହା ସୌରମାସ ଏବଂ ଏ ସମୟରେ ଧାନ ଗର୍ଭ ଧାରଣ କରୁଥିବା ଯୋଗୁଁ ଏହାକୁ ଗର୍ଭଣା ସଂକ୍ରାନ୍ତି କୁହାଯାଏ । ଏହା ଓଡିଶାରେ ଏକ କୃଷି ଭିତ୍ତିକ ପର୍ବ ଭଲ ଫସଲ ହେବାପାଇଁ ଧାନଗଛକୁ ଏ ସମୟରେ ପୂଜନ କରିବା ପରମ୍ପରା ରହିଛି । ଓଡ଼ିଶାର ସର୍ବତ୍ର ଏହାକୁ ପାଳନ କରିଥାନ୍ତି, ତେବେ ମୟୂରଭଂଜରେ…

Read More
ମୁରିବାହାଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମ୍ପନ୍ନ, ୩୧ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ – ସମୀକ୍ଷା ଖବର

ମୁରିବାହାଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମ୍ପନ୍ନ, ୩୧ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୭/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ଯୋଗଦେଇ ମା’ ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।…

Read More
ରଙ୍ଗବତୀ ଗୀତରେ ନାଚିଲେ ହିମାଚଳର ଛାତ୍ର ଛାତ୍ରୀ – ସମୀକ୍ଷା ଖବର

ରଙ୍ଗବତୀ ଗୀତରେ ନାଚିଲେ ହିମାଚଳର ଛାତ୍ର ଛାତ୍ରୀ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼,୧୬। ୧୦ବରଗଡ଼ସ୍ଥିତ ଇମ୍ପେରିଆଲ୍ କଲେଜ ପକ୍ଷରୁ ଯୁବା ସଙ୍ଗମ ୨୦୨୬ ଅନ୍ତର୍ଗତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନରେ ହିମାଚଳ ପ୍ରଦେଶର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଉଷ୍ମ ସ୍ୱାଗତ କରାଯାଇଥିଲା। ପାରମ୍ପରିକ କୀର୍ତ୍ତନ ଓ ଆକର୍ଷଣୀୟ ଘୁଡ଼କା ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇ ଓଡ଼ିଶାର ଲୋକକଳା ଓ ପରମ୍ପରାର ଝଲକ ପ୍ରଦାନ କରାଯାଇଥିଲା। ଅତିଥିମାନଙ୍କୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଖାଦ୍ୟ…

Read More
ଗୁରୁ ପଦ୍ମସମ୍ଭବଙ୍କ ତୃତୀୟ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ଗୁରୁ ପଦ୍ମସମ୍ଭବଙ୍କ ତୃତୀୟ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ

ଚନ୍ଦ୍ରମଣି ଜେନା / ସାମ୍ବାଦିକ/ ସମୀକ୍ଷା ନ୍ୟୁଜ/ଉଦୟଗିରି: ଯାଜପୁର: ତା ୧୬/୧୦/୨୦୨୬ ରିଖ; ବଡ଼ଚଣା ବ୍ଲକ ଅନ୍ତର୍ଗତ ଉଦୟଗିରି ବୌଦ୍ଧ ବିହାରଠାରେ ଗୁରୁ ପଦ୍ମସମ୍ଭବଙ୍କ ତୃତୀୟ ସମାରୋହ ଆୟୋଜନ ନିମନ୍ତେ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର, ଉଦୟଗିରିଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ ଅଧ୍ୟକ୍ଷତା କରିଥିବାବେଳେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗଦେଇଥିଲେ। ଶ୍ରୀମତୀ ୱାଙ୍ଗମୋ ଡେକ୍ସୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା,…

Read More
ମା ବଗଳାମୁଖୀଙ୍କ ପୀଠରେ ଶାରଦୀୟ ପୂଜା – ସମୀକ୍ଷା ଖବର

ମା ବଗଳାମୁଖୀଙ୍କ ପୀଠରେ ଶାରଦୀୟ ପୂଜା

ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ: ପିପିଲି,୧୬ା୧୦:ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମ ସ୍ଥିତ ମା’ ବଗଳାମୁଖୀଙ୍କ ପୀଠରେ ଚାଲିଛି ନବଦିନାତ୍ମକ ଶାରଦୀୟ ପାର୍ବଣ ଉତ୍ସବ । ଦାଣ୍ଡମୁକୁନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳର ଅନନ୍ୟ ଶକ୍ତିପୀଠ ଭାବେ ପରିଚିତ ଏହି ଦେବୀପୀଠ ଏବେ ଚଣ୍ଡିପାଠରେ ମୁଖରିତ ହେଉଥିବା ବେଳେ ମନୋସ୍କାମନା ପୁରଣ ପାଇଁ ପ୍ରତ୍ୟହ ସଂନ୍ଧ୍ୟାରେ ମାନସୀକଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଏଠାରେ ବେଶ୍‍ ଭିଡ ପରିଲକ୍ଷିତ ହେଉଛି । ମା’ବଗଳାମୁଖୀଙ୍କ ନବଦିନାତ୍ମକ ପାର୍ବଣ ଉତ୍ସବ…

Read More
ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ – ସମୀକ୍ଷା ଖବର

ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ସାରା ଦେଶରେ ମା ଦୁର୍ଗତି ନାସିନି ମା ଙ୍କର ପାର୍ବଣ ଋତୁ ଚାଲି ଥିବା ବେଳେ ଇଫକୋ ପରିସରରେ ମା ଦଶଭୁଜା ଦୁର୍ଗତି ନାସିନୀ ଦୂର୍ଗାଙ୍କ ନବ ରାତ୍ର ପୂଜା ଅବସରରେ ଯଥା ବିଧି ପୂଜା ଅର୍ଚ୍ଚନା କରାଯାଇ ଥିବା ବେଳେ ପାରାଦୀପ ଇଫକୋ ୟୁନିଟ୍ ହେଡ ଙ୍କ ନିର୍ଦେଶ କ୍ରମେ ଇଫକୋ ସଭା ଗୃହରେ ପାରାଦୀପ ଇଫକୋ ୟୁନିଟ ସମସ୍ତ ଅଫିସର କର୍ମଚାରୀ ଓ ଇଫକୋ ବହୁ…

Read More
ଟିଟିଲାଗଡ:ଏଣିକି ଡିଜେ ଉପରେ କଟକଣା ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି – ସମୀକ୍ଷା ଖବର

ଟିଟିଲାଗଡ:ଏଣିକି ଡିଜେ ଉପରେ କଟକଣା ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି

ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ: ଟିଟିଲାଗଡ଼ : ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଙ୍କ ସଭା ଗୃହ ରେ ସୋମବାର ଟିଟିଲାଗଡ଼ ସହର ର ସମସ୍ତ ଦୁର୍ଗାପୂଜା କମିଟି ର ନେତୃତ୍ୱ ନେଉଥିବା ସଭାପତି, ସମ୍ପାଦକ ସହ ପ୍ରଶାସନ ର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି l ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ହାଟପଦା ପଡା ଦୁର୍ଗାପୂଜା କମିଟି, ସ୍ୱାଧୀନ ପଡା ଦୁର୍ଗା ପୂଜା କମିଟି, ମାଉସୀ ମା ମନ୍ଦିର…

Read More
ପ୍ରୟାସ ଗ୍ରୁପର ୧୩ତମ ଦାଣ୍ଡିଆ ସଂସ୍କରଣ ଆୟୋଜନ: ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ – ସମୀକ୍ଷା ଖବର

ପ୍ରୟାସ ଗ୍ରୁପର ୧୩ତମ ଦାଣ୍ଡିଆ ସଂସ୍କରଣ ଆୟୋଜନ: ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ପ୍ରୟାସ’ ନବରାତ୍ରୀ ଦାଣ୍ଡିଆ ମହୋତ୍ସବ (Prayas Dandiya Festival 2K26) ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ସବୁଠାରୁ ବଡ଼ ଏବଂ ପ୍ରସିଦ୍ଧ ଦାଣ୍ଡିଆ ଉତ୍ସବ ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷ ଏହା ନିଜର ୧୩ଶ ସଂସ୍କରଣ ପାଳନ କରୁଛି । ‘ପ୍ରୟାସ ଏ ଟ୍ରଷ୍ଟ’ (Prayas A Trust) ଆନୁକୂଲ୍ୟରେ ଏହି ମହୋତ୍ସବ ସମ୍ପୂର୍ଣ୍ଣ ପାରିବାରିକ ପରିବେଶ ଏବଂ ସାଂସ୍କୃତିକ ବିବିଧତା ସହିତ ଅତି ଧୂମଧାମରେ ଆୟୋଜନ…

Read More
କୁସ୍ମାଣ୍ଡ ବେଶରେ ଦର୍ଶନ ଦେଲେ ମା ଉଗ୍ରତାରା :ବହୁ ଭକ୍ତଙ୍କ ସମାଗମ – ସମୀକ୍ଷା ଖବର

କୁସ୍ମାଣ୍ଡ ବେଶରେ ଦର୍ଶନ ଦେଲେ ମା ଉଗ୍ରତାରା :ବହୁ ଭକ୍ତଙ୍କ ସମାଗମ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଖୋର୍ଦ୍ଧା: ଖୋରଧା,ଟାଙ୍ଗୀ :୧୪/୧୦/୨୬ ନବରାତ୍ର ପୂଜା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଓଡିଶା ପ୍ରସିଦ୍ଧ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମୂଳିଝର ଗଡ଼ ସ୍ଥିତ ମା ଉଗ୍ରତାରାଙ୍କ ପୀଠ lଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରା ଙ୍କର ପୀଠରେ ଲାଗିଛି ଭକ୍ତଙ୍କର ଗହଳି l ଭୋର ସମୟରେ ମା ଉଗ୍ରତାରାଙ୍କର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା lଦ୍ୱାର ଫିଟା ନୀତି ପରେ ମା ଉଗ୍ରତାରାଙ୍କର ମାଜ୍ଜଣା ନୀତି…

Read More