ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଦୂର୍ଗାପୂଜା ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ପୋଲିସର ଚଢ଼ାଉ – ସମୀକ୍ଷା ଖବର

ଦୂର୍ଗାପୂଜା ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ପୋଲିସର ଚଢ଼ାଉ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୨/୧୦/୨୬ – ପାର୍ବଣ ଋତୁ ଏବଂ ସହରର ଚଳଚଞ୍ଚଳ, ଗହଳିକୁ ଓ ଆନ୍ତଃ ରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ, ଲୁଟେରା, ଡକାୟତ ମାନେ ସୀମାନ୍ତ ଚତୁଃପାର୍ଶ୍ବ ବାମନଘାଟୀ ଉପଖଣ୍ଡରେ ସକ୍ରିୟ ହୋଇ ଉଠିଛନ୍ତି, ଯୋଜନା ମୁତାବକ ଲୁଟତରାଜ ଚଳାଇଛନ୍ତି ‌। ଧନ ଓ ଜୀବନ ସହ ଜନସାଧାରଣଙ୍କ ସୁରକ୍ଷା ନେଇ ରାଇରଙ୍ଗପୁର ଜିଲ୍ଲା ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ସହ ଅସାମାଜିକଙ୍କ ଗତିବିଧି ଉପରେ କଡା ନଜର…

Read More
କୁଳତା ସମାଜର ଜିଲାସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ:ନୂଆପଡା ବିଧାୟକ ଓ ଜିଲ୍ଲା ବିଜେପି ସମ୍ପାଦକ ଅଭିନନ୍ଦନ ପଣ୍ଡାଙ୍କ ଯୋଗଦାନ – ସମୀକ୍ଷା ଖବର

କୁଳତା ସମାଜର ଜିଲାସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ:ନୂଆପଡା ବିଧାୟକ ଓ ଜିଲ୍ଲା ବିଜେପି ସମ୍ପାଦକ ଅଭିନନ୍ଦନ ପଣ୍ଡାଙ୍କ ଯୋଗଦାନ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡା:୧୧/୧୦ ଜିଲା କୋମନା ବ୍ଲକ ଅନ୍ତର୍ଗତ ପଲସିପାଣି ଗ୍ରାମପଞ୍ଚାୟତ ବାଞ୍ଜିବାହାଲ ଗାଁରେ କୁଳତା ସମାଜର ଜିଲାସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସରୋଜ କୁମାର ସାହୁଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି, ବିଜେପି ଜିଲ୍ଲା ସମ୍ପାଦକ ଅଭିନନ୍ଦନ ପଣ୍ଡା, କଲାହାଣ୍ଡି ଏମପି ପ୍ରତିନିଧ ପ୍ରେମ ଅଗ୍ରୱାଲ, କୁଳତା ସମାଜ ଜିଲ୍ଲା ଉପ ସଭାପତି ଅଶ୍ୱିନୀ ଭୋଇ, କୋମନା ବ୍ଳକ ସଭାପତି…

Read More