ବଲାଙ୍ଗିର: ହଜିଯାଉଛି ସର୍ବପୁରାତନ ତନ୍ତ୍ର ପିଠ ଚୌସିଠି ରାଣୀପୁର ଝରିଆଲ
ପ୍ରଦିପ୍ତ କୁମାର ମିଶ୍ର/ସାମ୍ବାଦିକ/ବଲାଙ୍ଗିର/ସମୀକ୍ଷା ନ୍ୟୁଜ: ବଲାଙ୍ଗିର ଜିଲ୍ଲାର ଦକ୍ଷିଣ ଦିଗରେ ବଙ୍ଗୋମୁଣ୍ଡା ଓ ସିନ୍ଧେକେଲା ଗ୍ରାମର ସୀମା ମଧ୍ୟରେ ତନ୍ତ୍ର ପୀଠ ରାଣୀପୁର ଝରିଏଲ ଅବସ୍ଥିତ । ବଲାଙ୍ଗିର ଠାରୁ ଏ ସ୍ଥାନର ଦୂରତ୍ୱ ୧୦୪ କି.ମି. ଓଟିଟିଲାଗଡ ଠାରୁ ୩୮ କି.ମି. । ରାଣୀପୁର ଝରିଏଲ ବଲାଙ୍ଗିର ଜିଲ୍ଲାର ଅନ୍ୟ ଏକ ପ୍ରମୁଖ ଐତିହାସିକ ଦର୍ଶନୀୟ ସ୍ଥାନ ତଥା ପ୍ରଚୀନ କୀର୍ତୀସ୍ଥଳୀ । ପୁରାଣରେ ଏହା ସୋମ ତିର୍ଥ ନାମରେ ବର୍ଣ୍ଣିତ । ୬୪ ଯୋଗିନୀ…