ବଣାଇ : ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଗୁଡା ର ପ୍ରଧାନ ଶିକ୍ଷକ ମୂରଲୀଧର ବାଙ୍କ ସମ୍ମାନିତ
ବିନୟ ସାହୁ / ବଣେଇ ରିପୋର୍ଟର /ସମୀକ୍ଷା ନ୍ୟୁଜ ପବିତ୍ର ଗୁରୁ ଦିବସ ଅବସରରେ କଟକ ସ୍ଥିତ ଉତ୍କଳ ସାହିତ୍ୟ ସମାଜର ଶତାବ୍ଦୀ ଭବନ ଠାରେ ଏ ବର୍ଷର ରାଜ୍ୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ମାନ ସମ୍ବର୍ଦ୍ଧନା ଉତ୍ସଵ ବିଦ୍ୟା ବିକାଶ ପରିଷଦ, ଓଡ଼ିଶା ଦ୍ଵାରା ଆୟୋଜିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ ରେ ବଶିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଆଇଏଏସ୍ ଶ୍ରୀଯୁକ୍ତ ରତ୍ନାକର ରାଉତ ଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଅବସରପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର…