ଟ୍ରାଫିକ୍ ଜାମ୍ରେ ହନ୍ତସନ୍ତ ଝାରସୁଗୁଡ଼ା ଡ୍ରେନ୍ ଉପରେ ଦୋକାନୀଙ୍କ ଦଖଲ,ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ
ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡା,୫/୯ : ଦ୍ରୁତ ଗତିରେ ବଢ଼ୁଛି ଝାରସୁଗୁଡ଼ା ସହରର ଜନସଂଖ୍ୟା। ତା’ ସହିତ ପାଳ୍ଲା ଦେଇ ବଢ଼ି ଚାଲିଛି ଯାନବାହନର ସଂଖ୍ୟା l ହେଲେ ବଢ଼ୁଥିବା ଯାନବାହନ ଚାପକୁ ସମ୍ଭାଳିବା ପାଇଁ ସହରରେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟ୍ରାଫିକ୍ ସମସ୍ୟା l ରାସ୍ତା କଡ଼ରେ ଅବ୍ୟବସ୍ଥିତ ପାର୍କିଂ, ଡ୍ରେନ୍ ଉପରେ ବ୍ୟବସାୟୀଙ୍କ ସାମଗ୍ରୀ ଓ ଫୁଟପାଥ୍ ଅବରୋଧ ଯୋଗୁଁ…