ସ୍ୱାମୀଙ୍କୁ ନେଇ ବିଚ୍ ରାସ୍ତାରେ ଦୁଇ ମହିଳା ହାତାହାତି, ଥାନାରେ ପହଞ୍ଚିଲେ ଉଭୟ ପକ୍ଷ
କପ୍ତିପଦା ଉପଖଣ୍ଡ ୨୭୦୬୨୬(ସମୀକ୍ଷା) ଯଶୋବନ୍ତ ପରିଡାମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ନାଗପାଳ ଅଞ୍ଚଳରେ ସ୍ୱାମୀଙ୍କୁ କେନ୍ଦ୍ର କରି ଦୁଇ ମହିଳାଙ୍କ ମଧ୍ୟରେ ବିଚ୍ ରାସ୍ତାରେ ହାତାହାତି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ନାଗପାଳର ଭାରତୀ ପାତ୍ରଙ୍କ ସ୍ୱାମୀଙ୍କ ସହ ଝିଲି ଓଝା ନାମକ ଜଣେ ମହିଳାଙ୍କର ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ଭାରତୀଙ୍କ ପରିବାରରେ ଦୀର୍ଘଦିନ ଧରି ଅଶାନ୍ତି ଲାଗି ରହିଥିଲା। ଏନେଇ ପୂର୍ବରୁ ଉଦଳା ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।…