ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ଜାରକାଣିରେ ୨୮ତମ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ – ସମୀକ୍ଷା ଖବର

ଜାରକାଣିରେ ୨୮ତମ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ/ ସମୀକ୍ଷା ନ୍ୟୁଜ: ବଡ଼ସାହି/ ୩/୧୦/୨୬ – ଏବେବି କେତେକ ଯୁବଗୋଷ୍ଠୀ ନିଜ ଗ୍ରାମ ପରମ୍ପରା ବଜାୟ ରଖିବାକୁ ଏକତାବଦ୍ଧ ହୋଇ ବିଭିନ୍ନ କାର୍ଯ୍ୟକ୍ରମ କରିବା ଗୌରବର କଥା । କେତେବେଳେ ପାରମ୍ପରିକ, କେତେବେଳେ ସାଂସ୍କୃତିକ ତ ପୁଣି ଖେଳକୁଦ, ନାଚଗୀତ ଭଳି କାର୍ଯ୍ୟକ୍ରମ କରି ଅଞ୍ଚଳ ଓ ନିଜ ଗ୍ରାମର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି । ସେହିକ୍ରମରେ ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଜାରକାଣିସ୍ଥିତ ବାସୁକୀ ସାର୍ଣ୍ଣା ଯୁବକ ସଂଘ…

Read More
ବନ୍ୟାପାଣି ପ୍ରଭାବରେ ମୟୂରଭଞ୍ଜ ପ୍ରସିଦ୍ଧ ଦେବକୁଣ୍ଡ ମା’ଅମ୍ବିକାପୀଠର ବ୍ୟାପକ କ୍ଷତି ନେଇ ପର୍ଯ୍ୟଟକ ଅଶାନ୍ତି – ସମୀକ୍ଷା ଖବର

ବନ୍ୟାପାଣି ପ୍ରଭାବରେ ମୟୂରଭଞ୍ଜ ପ୍ରସିଦ୍ଧ ଦେବକୁଣ୍ଡ ମା’ଅମ୍ବିକାପୀଠର ବ୍ୟାପକ କ୍ଷତି ନେଇ ପର୍ଯ୍ୟଟକ ଅଶାନ୍ତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି : ୨/୧୦/୨୬ – ମାତ୍ର ସପ୍ତାହଟେ ପୂର୍ବରୁ ଲଗାତର ଭୀଷଣ ବର୍ଷାରେ ମନ୍ଦିରକୁ ଲାଗି ଶୋଭା ବର୍ଦ୍ଧନ କରୁଥିବା ଦେବୀ ବା ଦେଓନଦୀ ସୃଷ୍ଟ ପ୍ରପାତ ଜଳର ପ୍ରଖର ସ୍ରୋତ ଓ ବନ୍ୟା ପରିସ୍ଥିତି ଯୋଗୁଁ ଶ୍ରୀହୀନ ହୋଇପଡ଼ିଛି ମୟୂରଭଞ୍ଜ ପ୍ରସିଦ୍ଧ ଦେବକୁଣ୍ଡ । ମନ୍ଦିର ସହ ମନ୍ଦିର ପରିସରର କ୍ଷତି ଛଡା ଭାଙ୍ଗିଯାଇଛି ମନ୍ଦିର ପାଚେରୀ ଓ ସଂଯୋଗ କାରୀ ପୋଲ ସହ ଯିବାଆସିବା ଚଲାରାସ୍ତାଟି ମଧ୍ୟ…

Read More
ବିଳମ୍ବ ନକରି ବଡ଼ସାହିରେ ଜେ ଏମ ଏଫ ସି କୋର୍ଟ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ବ୍ଲକବାସୀଙ୍କ ଦାବି – ସମୀକ୍ଷା ଖବର

ବିଳମ୍ବ ନକରି ବଡ଼ସାହିରେ ଜେ ଏମ ଏଫ ସି କୋର୍ଟ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ବ୍ଲକବାସୀଙ୍କ ଦାବି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି , ୨/୧୦/୨୬ – ୩୦ଟି ପଞ୍ଚାୟତକୁ ନେଇ ସର୍ବବୃହତ ବଡ଼ସାହି ବ୍ଲକରେ ଏକ ଜେ ଏମ ଏଫ ସି କୋର୍ଟର ଆବଶ୍ୟକତା ନେଇ ବହୁବାର ଦାବି କରାଯାଇଛି । ବିଭିନ୍ନ ମହଲରୁ ବିଭିନ୍ନ ସ୍ତରରେ ବହୁବାର ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ମାତ୍ର ବଡ଼ସାହି ପ୍ରତି ସରକାରୀ ଉଦାସୀନତା କାରଣରୁ କୋର୍ଟ କାର୍ଯ୍ୟକ୍ଷମ ନହେବା ନେଇ ପୁଣି ଅଣ୍ଟା ଭିଡୁଛନ୍ତି ବ୍ଲକ ବାସୀ । ଘଟଣା ଅନୁଯାୟୀ…

Read More
ବରିଷ୍ଠ ନାଗରିକ ଦିବସ ପାଳନରେ ସୀମିତ ପରିମାଣକୁ ବରିଷ୍ଠ ସଂଘମାନଙ୍କର ନାପସନ୍ଦ – ସମୀକ୍ଷା ଖବର

ବରିଷ୍ଠ ନାଗରିକ ଦିବସ ପାଳନରେ ସୀମିତ ପରିମାଣକୁ ବରିଷ୍ଠ ସଂଘମାନଙ୍କର ନାପସନ୍ଦ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୧/୧୦/୨୬ – ପ୍ରାୟ ୧୯୯୧ ମସିହା ପାଖରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର ୧ ତାରିଖରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ସରକାରୀ ସ୍ତରରେ ବ୍ୟବସ୍ଥା ଗ୍ରହଣ କରାଯାଇ ପାଳନ ହୋଇଥାଏ । ଏଥିରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ବର୍ଗର ବରିଷ୍ଠ ନାଗରିକଗଣଙ୍କୁ ସମ୍ମାନିତ କର।ଯିବା ସହ ରାସ୍ତା ନିରାପତ୍ତା, ବାର୍ଦ୍ଧକ୍ୟ ଜନିତ ରୋଗ ବ୍ୟାଧି, ସାଇବର ଠକାମୀ, ସ୍ୱାସ୍ଥ୍ୟ ପରୀକ୍ଷା, ଚଷମା ପ୍ରଦାନ ସମ୍ବନ୍ଧୀୟ…

Read More
ମୟୁରଭଞ୍ଜ ଜିଲ୍ଲାର ମୌଳିକ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଭଂଜସେନାର ଦାବି – ସମୀକ୍ଷା ଖବର

ମୟୁରଭଞ୍ଜ ଜିଲ୍ଲାର ମୌଳିକ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଭଂଜସେନାର ଦାବି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୩୦/୯/୨୬ – ଶିକ୍ଷା–ସ୍ୱାସ୍ଥ୍ୟ-ପାନୀୟ ଜଳ ଓ ଯୁବପିଢ଼ିର ଭବିଷ୍ୟତ ପାଇଁ ତୁରନ୍ତ ଓ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ ନିମନ୍ତେ ଆଜି ଭଞ୍ଜସେନା, ବଡସାହି ବ୍ଲକ ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଧେଶ୍ୟରେ ବଡ଼ସାହି ବ୍ଲକ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ମୟୂରଭଞ୍ଜର ବିଭିନ୍ନ ବିକାଶ କ୍ଷେତ୍ରରେ ଭଂଜସେନା ସର୍ବଦା ପ୍ରୟାସ ଜାରି ରଖିବା ବ୍ୟତୀତ ଆନ୍ଦୋଳନ କରୁଥିବା ନେଇ ଜିଲ୍ଲାରେ ସମସ୍ତଙ୍କ ପ୍ରିୟଭାଜନ…

Read More
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ପ୍ରତିବାଦ ଦିବସ ଓ ଧାରଣା – ସମୀକ୍ଷା ଖବର

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ପ୍ରତିବାଦ ଦିବସ ଓ ଧାରଣା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ: ୩୦/୯/୨୬ – ଚଳିତ ସେପ୍ଟେମ୍ବର ମାସ ୩୦ ତାରିଖ ରାଜ୍ୟ କର୍ମଚାରୀ ମହାସଂଘ (OSREF) ର ଆହ୍ୱାନରେ ରାଜ୍ୟବ୍ୟାପୀ ଅବସରପ୍ରାପ୍ତ କର୍ମଚାରୀଗଣ ସେମାନଙ୍କ ସଂଘ ଜରିଆରେ ସ୍ଥାନୀୟ ବ୍ଲକ୍, ସବଡିଭିଜନ ଓ ଜିଲ୍ଲାସ୍ତରରେ “ପ୍ରତିବାଦ ଦିବସ ” ପାଳନର ଆହ୍ଵାନ ଥିଲା । ତଦନୁଯାୟୀ ବଡ଼ସାହି ଏବଂ ବେତନଟୀ ବ୍ଳକ୍ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ପୃଥକ ଭାବେ ବଡ଼ସାହି ଓ ବେତନଟୀ ଗୋଷ୍ଠୀ ଉନ୍ନୟନ…

Read More
ଆଲୁଅ ଆଶାରେ ଅନ୍ଧାର, ବିନା ବିଜୁଳିରେ ବିଦ୍ୟାର୍ଥୀ – ସମୀକ୍ଷା ଖବର

ଆଲୁଅ ଆଶାରେ ଅନ୍ଧାର, ବିନା ବିଜୁଳିରେ ବିଦ୍ୟାର୍ଥୀ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ବଡ଼ସାହି /ସମୀକ୍ଷା ନ୍ୟୁଜ: ୨୯/୯/୨୬ – ଶିକ୍ଷାବିଭାଗ ବା ଶିକ୍ଷାନୁଷ୍ଠାନରେ ଅନିୟମିତତା କିମ୍ବା ବିଶୃଙ୍ଖଳା ଭଳି କାର୍ଯ୍ୟପନ୍ଥାକୁ ସହଜରେ ଗ୍ରହଣ ହୋଇନଥାଏ । କାରଣ ସେଇ ମହାନ ଅନୁଷ୍ଠାନ ହିଁ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ ଜରିଥାଏ । ତେଣୁ ସମସ୍ତ ଦାୟିତ୍ୱବାନ ବାପାମା ତାଙ୍କ ପିଲାଙ୍କୁ ପଢ଼ାଇବାକୁ ଭଲ ଶିକ୍ଷାନୁଷ୍ଠାନ ଆପଣାଇ ଥାଆନ୍ତି । ମାତ୍ର ଅନେକ ସମୟରେ ଏଭଳି ମହାନ ଅନୁଷ୍ଠାନରେ ବିଶୃଙ୍ଖଳା ଖବର ପାଇଁ…

Read More
ଶିମିଳିପାଳ ପାଦଦେଶରେ ବେଆଇନ ପଥରଖାଦାନ ତଦନ୍ତ ନେଇ ଏନଏଚଆରସି ର ଜିଲ୍ଲାପାଳଙ୍କୁ ଚିଠି – ସମୀକ୍ଷା ଖବର

ଶିମିଳିପାଳ ପାଦଦେଶରେ ବେଆଇନ ପଥରଖାଦାନ ତଦନ୍ତ ନେଇ ଏନଏଚଆରସି ର ଜିଲ୍ଲାପାଳଙ୍କୁ ଚିଠି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ: ୨୯/୯/୨୬ – ଖଣି ଲୁଟକୁ ବନ୍ଦ ନେଇ ତୀବ୍ର ବିରୋଧ ଚାଲିଥିବା ସମୟରେ ମୟୂରଭଞ୍ଜ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଚାଲିଥିବା ବେଆଇନ ପଥର ଖାଦାନକୁ ନେଇ ଜାତୀୟ ମାନବାଧିକାର କମିଶନ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ତଦନ୍ତ ପୂର୍ବକ ଦୁଇ ସପ୍ତାହ ମଧ୍ୟରେ ଏ ଟି ଆର ( ଆକ୍ସନ ଟେକେନ୍ ରିପୋର୍ଟ) ଦାଖଲ କରିବାକୁ ମଧ୍ୟ କମିଶନ ତରଫରୁ ମୟୂରଭଞ୍ଜ…

Read More
ଅଙ୍ଗନବାଡିର ଆଙ୍ଗନ୍ କା ଉତ୍ସବ – ସମୀକ୍ଷା ଖବର

ଅଙ୍ଗନବାଡିର ଆଙ୍ଗନ୍ କା ଉତ୍ସବ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ ବଡ଼ସାହି /ସମୀକ୍ଷା ନ୍ୟୁଜ: ୨୯/୯/୨୬ – ରବିବାର ଠାରୁ ସରକାରଙ୍କ ତରଫରୁ ୩ଦିନ ଧରି ପାଳିତ ହେଉଥିବା “ଆଙ୍ଗନ୍ କା ଉତ୍ସବ” ମଙ୍ଗଳବାର ଦିନ ଶେଷ ହେଉଥିବା ଜଣାପଡ଼ିଛି । ପ୍ରତ୍ୟେକ ଅଙ୍ଗନବାଡିରେ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ସମୟରେ ବିଭିନ୍ନ ପ୍ରକ୍ରିୟା ଓ କାର୍ଯ୍ୟକ୍ରମ ତଥା ପ୍ରଶିକ୍ଷଣ ମାଧ୍ୟମରେ ଛୋଟପିଲା ଓ ଅବିଭାବକଙ୍କୁ ଆକୃଷ୍ଟ କରି ଶିଶୁର ସର୍ବାଙ୍ଗ ବିକାଶ ଦିଗରେ ଏକ ଉଦ୍ୟମ ।ଖବରକ୍ରମେ…

Read More
ମଟର ସାଇକେଲ ଓ କାନ୍ଧରେ ବୁହା ହେଲେ ରୋଗୀ – ସମୀକ୍ଷା ଖବର

ମଟର ସାଇକେଲ ଓ କାନ୍ଧରେ ବୁହା ହେଲେ ରୋଗୀ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୨୮/୯/୨୬ – ଲଗାତର ବର୍ଷା ପରେ ବନ୍ୟାଜଳ ପ୍ରବାହିତକୁ ତିନିଦିନ ହେଲା ପରେ ମଧ୍ୟ ପୋଲ ଉପରେ ଚାଲିଛି ପାଣି । ଯାହା ଫଳରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏଭଳିକି ଅସୁସ୍ଥ ଲୋକଙ୍କୁ କାନ୍ଧରେ ବୋହିନେଇ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଛି । ଏଭଳି ଏକ ଦୟନୀୟ ଘଟଣା ଘଟିଛି ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ପଂଚାୟତ ଶିମିଳି…

Read More