ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ମଧୁବନ ରାବଣ ପୋଡି ପାଇଁ ପ୍ରସ୍ତୁତି ବୈଠକ

ମଧୁବନ ରାବଣ ପୋଡି ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୮/୧୯/୨୬ – ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦଶହରା ଅବସରରେ ବାରିପଦା, ମଧୁବନ ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ରାବଣ ପୋଡି ଉତ୍ସବକୁ ମଧୁବନ ପଡିଆରେ ନିରାଡମ୍ବର ଭାବରେ ପାଳନ କରିବା ପାଇଁ କମିଟିର ସମସ୍ତ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ପୂଜାକମିଟି ଉପଦେଷ୍ଟା ଭାବେ କଳିଙ୍ଗ କେଶରୀ ଜେନା, ସଭାପତି ରବିନ୍ଦ୍ର ଜେନା, ସାଧାରଣ ସମ୍ପାଦକ ପିଣ୍ଟୁ ମାଇତି, ଉପ ସଭାପତି ପ୍ରଶାନ୍ତ ବେହେରା, କୋଷାଧ୍ୟଖ୍ୟ ମନୋଜ ସାମଲ, ସମ୍ପାଦକ ଜଗତଜୀବନ ରାମ, ଚିନ୍ମୟ ସିନ୍ହା, ଦେବେନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ କମଲ ତୋସ୍ନିୱାଲ, ପରିଚାଳନା କମିଟି ସଦସ୍ୟ ସଞ୍ଜୟ ମାହାର୍ଣ୍ଣା, କାନ୍ହା ଦାସ, ସଞ୍ଜୟ ମହାନ୍ତ, ସୋନୁ ରାମ, ଜନ୍ମେଜୟ ବେହେରା, ଶରତ ସ୍ବାଇଁ, ସନ୍ତୋଷ ରଣା, ପ୍ରିୟବ୍ରତ ଦଳେଇ, ଅମିତ କୁମାର, ଅମିତ ରାମ ପ୍ରମୁଖ ଉପସ୍ଥିତ ଥିଲେ ।

ମଧୁବନ ରାବଣ ପୋଡି ପାଇଁ ପ୍ରସ୍ତୁତି ବୈଠକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାରିପଦା, କଲେଜ ଛକ ହର-ପାର୍ବତୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ