‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’,ସ୍ୱଚ୍ଛ ଉପକୂଳ, ସୁସ୍ଥ ଭବିଷ୍ୟତ
ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’ ଅବସରରେ ଆଜି ପାରାଦ୍ୱୀପ ବେଳାଭୂମିରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ବେଳାଭୂମିକୁ ପ୍ରଦୂଷଣମୁକ୍ତ ଏବଂ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଆହ୍ୱାନ ଦେଲି l ପ୍ରକୃତି ଆମକୁ ବିଶାଳ ସମୁଦ୍ର ଓ ସ୍ୱର୍ଣ୍ଣାଭ ବେଳାଭୂମି ଭଳି ଅମୂଲ୍ୟ ସମ୍ପଦ ଦେଇଛି l ଏହା କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ବରଂ ଆମ ଓଡ଼ିଆ ଜାତିର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର…