ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କାଲୁର ପାଟି ଫିଟେନି ;କଷ୍ଟ ଜାଣିଲା ମାନଵୀକତା

କାଲୁର ପାଟି ଫିଟେନି ;କଷ୍ଟ ଜାଣିଲା ମାନଵୀକତା – ସମୀକ୍ଷା ଖବର


ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:

ଜଗତସିଂହପୁର ଚର୍ଚ୍ଚିକା ବଜାର ରାସ୍ତାରେ କଲୁ ଏକ ନିରୀହ ବିଶ୍ୱାସୀ ପ୍ରାଣୀ ଗୋଡ଼ରେ ଏକ ଆଜ୍ଞାତ ମଟର ସାଇକଲ ଚାଳକ ଧକା କରି ଚାଲି ଯାଇଥିଲା | ଦେବଦତ୍ତ ମହାନ୍ତିଙ୍କ ଘର ସମୁଖରେ କଲୁ ପଡିଯାଇଥିଲା |ଅପରାହ୍ନ 4ଘଟିକାରେ ଦେବଦତ୍ତ ବାବୁ ଘରୁ ବାହାରିଲା ବେଳେ କାଲୁକୁ ଦେଖି ତାର କଷ୍ଟ ଅନୁଭବ କରିପାରିଥିଲେ | ସେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଡକାଇ ଇଞ୍ଜେକ୍ସନ ଦିଆଇ ଅନ୍ୟାନ୍ୟ ସେବା ଦେଇଥିଲେ |କାଲୁକୁ ନିଜ ଘର ଅଗଣାରେ ରଖି ସେବା ଦେଲେ |ଏହା ପ୍ରାଣୀର ସେବା ଗୋବିନ୍ଦ ସେବା କୁହାଯାଇପାରେ |

କାଲୁର ପାଟି ଫିଟେନି ;କଷ୍ଟ ଜାଣିଲା ମାନଵୀକତା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କନ୍ଧମାଳ:କୋଟଗଡ଼ରେ ଅସ୍ତ୍ର ଦେଖାଇ ଘରେ ଲୁଟ ଅଭିଯୋଗ, ୪ ଗିରଫ