ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଜଗତସିଂହପୁର :ବର୍ଷାରେ ବେହାଲ ବସ୍ ଷ୍ଟାଣ୍ଡ – ସମୀକ୍ଷା ଖବର

ଜଗତସିଂହପୁର :ବର୍ଷାରେ ବେହାଲ ବସ୍ ଷ୍ଟାଣ୍ଡ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: ବର୍ଷାରେ ବେହାଲ ଜଗତସିଂହପୁର ବସ ଷ୍ଟାଣ୍ଡ | ଟିକିଏ ବର୍ଷା ହୋଇଗଲେ ଜଗତସିଂହପୁର ବସଷ୍ଟାଣ୍ଡ ଟିର ଅବସ୍ଥା କାଦୁଅରେ ସନ୍ତ ସନ୍ତିଆ ହୋଇଯାଉଛି | ବିଭିନ୍ନ ଅଂଚଳରୁ ଆସିଥିବା ଯାତ୍ରୀ ମାନେ କାଦୁଅରେ ହନ୍ତ ସନ୍ତ ହେବାର ଅଭିଯୋଗ କରିଛି |ପ୍ରକାଶ ଥାଉକି , ବସଷ୍ଟାଣ୍ଡଟି ଜଗତସିଂହପୁରର ସାନ ବଜାର ମୁଖ୍ୟ ରାସ୍ତାକୁ ଲାଗି ଅବସ୍ଥିତ |ଜାଗା ବହୁ ସଂକୋଚିତ ଅଟେ | ସହର ପଦଚଲାଲୋକ , ସାଇକଲଚଢ଼ାଳି, ଅନ୍ୟ ଯାନବାହାନରେ ଯାଉଥିବା…

Read More
ପାରାଦୀପ ବନ୍ଦର ପ୍ରଶାସନିକ ଗେଟରେ ଧାରଣା ଦେଲ ବିଶ୍ୱକର୍ମା ପୂଜା କୁ ଆସିଥିବା ଉଠା ବ୍ୟବସାଇ – ସମୀକ୍ଷା ଖବର

ପାରାଦୀପ ବନ୍ଦର ପ୍ରଶାସନିକ ଗେଟରେ ଧାରଣା ଦେଲ ବିଶ୍ୱକର୍ମା ପୂଜା କୁ ଆସିଥିବା ଉଠା ବ୍ୟବସାଇ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦ୍ଵୀପ ରେ ହେଉଥିବା ଓଡ଼ିଶାପ୍ରଶିଧ୍ୟ ବିଶ୍ଵକର୍ମା ପୂଜା ପାଇଁ ବହୁ ଦୂରରୁ ଆସିଥିବା ବାହାର ବ୍ୟେବସାଇ ମାନଙ୍କୁ ବନ୍ଦର ଇଷ୍ଟେଟ ବିଭାଗ ପକ୍ଷରୁ ଡିଡି କଟାଯାଇ ସେମାନଙ୍କୁ ବ୍ୟବସାୟ କରିବା ପାଇଁ ଜାଗା ଦିଆ ଯାଇ ଥିବା ବେଳେ ଦୁଇ ତିନିଦିନ ବ୍ୟବସାୟ କରିବା ପରେ ଆସୁଥିବା ବାତ୍ୟା କୁ ଦୃଷ୍ଟିରେ ରଖି ପୂଜା ବନ୍ଦ କରି ବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆ ଜିବା ସହ…

Read More
JSW ବିରୋଧରେ ଏରସମା ବ୍ଲକ କଂଗ୍ରେସର ୧୦ ଦଫା ଦାବିଜମି, ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ ସ୍ଥାନୀୟଙ୍କ ନିଯୁକ୍ତି ଦାବି – ସମୀକ୍ଷା ଖବର

JSW ବିରୋଧରେ ଏରସମା ବ୍ଲକ କଂଗ୍ରେସର ୧୦ ଦଫା ଦାବିଜମି, ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ ସ୍ଥାନୀୟଙ୍କ ନିଯୁକ୍ତି ଦାବି

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ଏରସମା ବ୍ଲକରେ ଶିଳ୍ପାୟନ ଓ ସ୍ଥାନୀୟ ଲୋକଙ୍କ ଅଧିକାରକୁ ନେଇ ଉଠିଛି ଦାବି। JSW କମ୍ପାନୀ ଏବଂ ପ୍ରସ୍ତାବିତ ହାଜାର୍ଡସ୍ ସିମେଣ୍ଟ ପ୍ଲାଣ୍ଟକୁ ନେଇ ୧୦ ଦଫା ଦାବି ଉଠାଇଛି ଏରସମା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏରସମା ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପାଖରୁ କଂଗ୍ରେସ କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ତହସିଲ ପର୍ଯ୍ୟନ୍ତ ଯାଇ ଜିଲ୍ଲାପାଳଙ୍କୁ ଆଡିସିନାଲ ତହସିଲଦାରଙ୍କ ଜରିଆରେ ତହସିଲଦାରଙ୍କୁ ଦିଆଯାଇଛି ସ୍ମାରକପତ୍ର। ଏରସମା…

Read More
ପାରାଦୀପ:ବିଶ୍ୱକର୍ମା ପୂଜାରେ ଭାଙ୍ଗିଲା ଲାଇଟ୍ ଗେଟ୍, ଅଳ୍ପକେ ବଞ୍ଚିଲେ ଲୋକେ – ସମୀକ୍ଷା ଖବର

ପାରାଦୀପ:ବିଶ୍ୱକର୍ମା ପୂଜାରେ ଭାଙ୍ଗିଲା ଲାଇଟ୍ ଗେଟ୍, ଅଳ୍ପକେ ବଞ୍ଚିଲେ ଲୋକେ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ, ୧୭/୯ : ବିଶ୍ୱକର୍ମା ପୂଜା ଚାଲିଥିବା ବେଳେ ପାରାଦୀପରେ ଘଟିଛି ଅଘଟଣ। ବର୍ଷା ଓ ପବନରେ ଭାଙ୍ଗି ପଡ଼ିଛି ଏକ ଲାଇଟ୍ ଗେଟ୍। ଆଜି ମଧ୍ୟାହ୍ନ ସମୟରେ ପାରାଦୀପରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ ଓ ପବନ ହୋଇଥିଲା। ଏହି ସମୟରେ ପୂଜା ପଡ଼ିଆକୁ ଯାଇଥିବା ରାସ୍ତା ଉପରେ ନିର୍ମାଣ ହୋଇଥିବା ଏକ ଲାଇଟ୍ ଗେଟ୍ ହଠାତ୍ ଭାଙ୍ଗି ପଡ଼ିଥିଲା। ଲାଇଟ୍ ଗେଟ୍ଟି ଭାଙ୍ଗି ପଡ଼ିବାରୁ…

Read More
ପାରାଦୀପ ରାଡର୍ ଖରାପ କୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କଲେ ସାଇଣ୍ଟିକି ଅଫିସର ୱାନ ସପନ କୁମାର ଦାସ – ସମୀକ୍ଷା ଖବର

ପାରାଦୀପ ରାଡର୍ ଖରାପ କୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କଲେ ସାଇଣ୍ଟିକି ଅଫିସର ୱାନ ସପନ କୁମାର ଦାସ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦ୍ଵୀପ ବିଭିନ୍ନ ଗଣମାଧ୍ୟମରେ ପାରାଦୀପ ରାଡର ଖରାପ କୁ ନେଇ ଉଠିଥିବା ଗୁଜବ ଓ ଆସନ୍ତା ବାତ୍ୟା ସମ୍ଭାବନା କୁ ନେଇ ଆମ ପ୍ରତିନିଧି ପହଞ୍ଚି ଥିଲେ ପାରାଦୀପ ରାଡର୍ ଅଫିସ ରେ l ସେଠାର ରାଡର ଅଫିସ ର ଇନିଚର୍ଜ୍ ସାଇଣ୍ଟିକି ଅଫିସର ୱାନ ସପନ କୁମାର ରାୟ ଙ୍କ କହିବା ଅନୁସାରେ ଏବେ ବାତ୍ୟାର ଗତିବିଧି ଉପରେ କୌଣସି ଅପଡେଟ ନ ଥିବା ବେଳେ…

Read More
ପାରାଦୀପ:ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ – ସମୀକ୍ଷା ଖବର

ପାରାଦୀପ:ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ 20/9/26 ତାରେନିଗଡା ସ୍ଥିତ ନାଗରିକ ପରିଷଦର ସଭାଗୃହ ପରିସରରେ ବିଜୟଚନ୍ଦ୍ରପୂର୍ ମହିଳା ପରିଷଦ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରିଥିଲେ, ଏହି ଶିବିର ରେ ବିଭିନ୍ନ ବିଶେଷଜ୍ଞ ମାନେ ଉପସ୍ଥିତ ରହି ମେଡ଼ିସିନ୍, ସ୍ତ୍ରୀ ରୋଗ, ଦାନ୍ତ ରୋଗ, ଚକ୍ଷ୍ୟୁ ରୋଗ, କର୍ଣ୍ଣ ରୋଗ, ଅସ୍ଥି ଶଲ୍ୟ ରୋଗ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି 400 ରୁ…

Read More
ଜଗତସିଂହପୁର:ଗୀତା ଆବୃତ୍ତି କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଜଗତସିଂହପୁର:ଗୀତା ଆବୃତ୍ତି କାର୍ଯ୍ୟକ୍ରମ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: ଜଗତସିଂହପୁର, 20/09/2026: ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଗୀତା ସୁଗୀତା କର୍ତ୍ତ୍ୟବ୍ୟା ଅଷ୍ଟମ ଓଡିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ ବାଲିକୁଦା ବ୍ଲକ ଅନ୍ତର୍ଗତ ଓଷକଣା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ତୃତୀୟ ଶ୍ରେଣୀଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଓଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ | ପ୍ରକାଶଥାଉକି,ଏହି ପ୍ରତିଯୋଗିତାରେ 25ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ |ସେମାନଙ୍କ ମଧ୍ୟରୁ ଉଦିତ ମନ୍ଦାକିନୀ,ଶ୍ଵେତାସ୍ୱିନୀ ସ୍ୱାଇଁ, ସିଦ୍ଧିସିମରନ ରାଉତ ଓ ସୁଧାଂଶୁ ପରିଡା ପ୍ରଥମ, ଧୃତି ଦୀପା…

Read More
ସାମ୍ପ୍ରତିକ କୃଷକ ସମସ୍ୟାର ମନ୍ଥନ – ସମୀକ୍ଷା ଖବର

ସାମ୍ପ୍ରତିକ କୃଷକ ସମସ୍ୟାର ମନ୍ଥନ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:ଜଗତସିଂହପୁର, 19/09/26: ଜଗତସିଂହପୁର ଜିଲା ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚା ଅଧିକାରୀ ବୈଠକ ପାର୍ଟି ସଭାଗୃହରେ ଅପରାହ୍ନରେ ଆୟୋଜିତ ହୋଇଯାଇଛି | ଜିଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଅଧକ୍ଷତାରେ ବୈଠକ ବସିଥିବାବେଳେ ଜିଲା ପ୍ରଭାରୀ ସରୋଜ କୁମାର ସାହୁ ଯୋଗ ଦେଇଥିଲେ |

Read More
ଜଗତସିଂହପୁର : ସାମ୍ପ୍ରତିକ କୃଷକ ସମସ୍ୟାର ମନ୍ଥନ – ସମୀକ୍ଷା ଖବର

ଜଗତସିଂହପୁର : ସାମ୍ପ୍ରତିକ କୃଷକ ସମସ୍ୟାର ମନ୍ଥନ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: ଜଗତସିଂହପୁର, 19/09/26: ଜଗତସିଂହପୁର ଜିଲା ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚା ଅଧିକାରୀ ବୈଠକ ପାର୍ଟି ସଭାଗୃହରେ ଅପରାହ୍ନରେ ଆୟୋଜିତ ହୋଇଯାଇଛି | ଜିଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଅଧକ୍ଷତାରେ ବୈଠକ ବସିଥିବାବେଳେ ଜିଲା ପ୍ରଭାରୀ ସରୋଜ କୁମାର ସାହୁ ଯୋଗ ଦେଇଥିଲେ |

Read More
ପାରାଦ୍ଵୀପ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ – ସମୀକ୍ଷା ଖବର

ପାରାଦ୍ଵୀପ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ବନ୍ଦର ନଗରୀ ପାରାଦୀପ ରେ ଦେବ ଶିଳ୍ପୀ ପ୍ରଭୂ ବିଶ୍ଵକର୍ମା ଙ୍କ ପୂଜା ବିଭିନ୍ନ ସଙ୍ଗଠନ ତରଫରୁ ଧୁମ୍ ଧାମରେ ପାଳନ କରାଯାଉ ଥିବା ବେଳେ ଦୁଇ ଦିନ ହେବ ପୂଜା ଚାଲିଥିବା ରୁ ଆଜି ଭକ୍ତ ଜନ ସାଧାରଣ ଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି l ଏଥିସହ ବିଭିନ୍ନ ପୂଜା କମିଟି ତୋରଣ ଗୁଡ଼ିକ ବିଭିନ୍ନ ଲାଇଟିରେ ଝଲସୁ ଥିବା ବେଳେ ଏହି ସୋନ୍ଦର୍ଯ୍ୟ…

Read More