ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାରାଦୀପ ବନ୍ଦର ପ୍ରଶାସନିକ ଗେଟରେ ଧାରଣା ଦେଲ ବିଶ୍ୱକର୍ମା ପୂଜା କୁ ଆସିଥିବା ଉଠା ବ୍ୟବସାଇ

ପାରାଦୀପ ବନ୍ଦର ପ୍ରଶାସନିକ ଗେଟରେ ଧାରଣା ଦେଲ ବିଶ୍ୱକର୍ମା ପୂଜା କୁ ଆସିଥିବା ଉଠା ବ୍ୟବସାଇ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:

ପାରାଦ୍ଵୀପ ରେ ହେଉଥିବା ଓଡ଼ିଶାପ୍ରଶିଧ୍ୟ ବିଶ୍ଵକର୍ମା ପୂଜା ପାଇଁ ବହୁ ଦୂରରୁ ଆସିଥିବା ବାହାର ବ୍ୟେବସାଇ ମାନଙ୍କୁ ବନ୍ଦର ଇଷ୍ଟେଟ ବିଭାଗ ପକ୍ଷରୁ ଡିଡି କଟାଯାଇ ସେମାନଙ୍କୁ ବ୍ୟବସାୟ କରିବା ପାଇଁ ଜାଗା ଦିଆ ଯାଇ ଥିବା ବେଳେ ଦୁଇ ତିନିଦିନ ବ୍ୟବସାୟ କରିବା ପରେ ଆସୁଥିବା ବାତ୍ୟା କୁ ଦୃଷ୍ଟିରେ ରଖି ପୂଜା ବନ୍ଦ କରି ବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆ ଜିବା ସହ କରେଣ୍ଟ ମଧ୍ୟ କାଟି ଦିଆ ଯାଇଥିଲା l ଏହାକୁ ନେଇ ଦୂର ଦୁରନ୍ତରୁ ଆସିଥିବା ଉଠା ବେବସାଇ ମାନେ ନାହିଁ ନ ଥିବା ହଇରାଣ ହରକତ ହେଉଥିବା ବେଳେ ସେମାନେ ସାତ ଦିନ ପାଇଁ ପାରାଦୀପ ବନ୍ଦର ଇଷ୍ଟେଟ ବିଭାଗ ତରଫରୁ କଟା ଯାଇଥିବା ଡିଡି ବାବତକୁ ଦେଇଥିବା ଟଙ୍କା ଫେରସ୍ତ ପାଇଁ ସହ ସହ ବ୍ୟବସାୟୀ ପାରାଦୀପ ପ୍ରଶାସନିକ ଭବନ ମୁଖ୍ୟ ଗେଟ୍ ସମ୍ମୁଖରେ ଧାରଣାରେ ବସି ଥବା ଦେଖିବାକୁ ମିଳିଛି l ଯଦି ଇଷ୍ଟେଟ ବିଭାଗ ତରଫରୁ ସେମାନଙ୍କ ଡିଡି ଟଙ୍କା ଫେରସ୍ତ ନ ହୁଏ ତେବେ ଧାରଣା ଜାରି ରହିବ ବୋଲି ବ୍ୟବସାୟୀ ମାନେ ରୋକ ଠୋକ୍ ଶୁଣାଇ ଛନ୍ତୀ l

ପାରାଦୀପ ବନ୍ଦର ପ୍ରଶାସନିକ ଗେଟରେ ଧାରଣା ଦେଲ ବିଶ୍ୱକର୍ମା ପୂଜା କୁ ଆସିଥିବା ଉଠା ବ୍ୟବସାଇ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର JSW ବିରୋଧରେ ଏରସମା ବ୍ଲକ କଂଗ୍ରେସର ୧୦ ଦଫା ଦାବିଜମି, ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ ସ୍ଥାନୀୟଙ୍କ ନିଯୁକ୍ତି ଦାବି