ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ପାରାଦ୍ଵୀପ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ପାରାଦ୍ଵୀପ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:

ବନ୍ଦର ନଗରୀ ପାରାଦୀପ ରେ ଦେବ ଶିଳ୍ପୀ ପ୍ରଭୂ ବିଶ୍ଵକର୍ମା ଙ୍କ ପୂଜା ବିଭିନ୍ନ ସଙ୍ଗଠନ ତରଫରୁ ଧୁମ୍ ଧାମରେ ପାଳନ କରାଯାଉ ଥିବା ବେଳେ ଦୁଇ ଦିନ ହେବ ପୂଜା ଚାଲିଥିବା ରୁ ଆଜି ଭକ୍ତ ଜନ ସାଧାରଣ ଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି l ଏଥିସହ ବିଭିନ୍ନ ପୂଜା କମିଟି ତୋରଣ ଗୁଡ଼ିକ ବିଭିନ୍ନ ଲାଇଟିରେ ଝଲସୁ ଥିବା ବେଳେ ଏହି ସୋନ୍ଦର୍ଯ୍ୟ କୁ ଦେଖିବା ଓ ଭିତର ସାଜ ସଜା କୁ ନେଇ ଭକ୍ତ ମାନଙ୍କ ଭିଡ କହିଲେ ନ ସରେ l

ପାରାଦ୍ଵୀପ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ – ସମୀକ୍ଷା

ଏଥି ସହ ପ୍ରତ୍ୟେକ ପୂଜା ମଣ୍ଡପ ସମ୍ମୁଖରେ ବିଭିନ୍ନ ସସ୍ନୁକୃତିକ କାର୍ଯ୍ୟ କ୍ରମ ଯଥା ଭଜନ ସମାରୋହ, ମେଲୋଡି ,ରେ ଦର୍ଶକ ଙ୍କ ମନ ମୋହୁଥିବା ଦେଖା ଯାଉଛି l ଏହି ପୂଜା ସାତ୍ ଦିନିଧରି ଚାଲିବାକୁ ଥିବା ବେଳେ ଏହାକୁ ଲକ୍ଷ୍ୟ କରି ବହୁ ଦୋକାନ ବଜାର ନିଜର ପସରା ମେଲାଇ ଦେଖେଣା ହାରି ମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ବିକ୍ରୀ କରୁଥିବା ଦେଖିବାକୁ ମିଳିଛି l

ପାରାଦ୍ଵୀପ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’,ସ୍ୱଚ୍ଛ ଉପକୂଳ, ସୁସ୍ଥ ଭବିଷ୍ୟତ