ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
କଳିଙ୍ଗ ମହିଳା ଶକ୍ତି ତରଫରୁ ଗାନ୍ଧୀ ଜୟନ୍ତୀ ଠାରୁ ସପ୍ତାହ ଧରି ସ୍ଵଛତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

କଳିଙ୍ଗ ମହିଳା ଶକ୍ତି ତରଫରୁ ଗାନ୍ଧୀ ଜୟନ୍ତୀ ଠାରୁ ସପ୍ତାହ ଧରି ସ୍ଵଛତା କାର୍ଯ୍ୟକ୍ରମ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ପାରାଦୀପ ପାରାଦୀପ ର ଏକ ଅଗ୍ରଣୀ ଅନୁଷ୍ଠାନ କଳିଙ୍ଗ ମହିଳା ଶକ୍ତି ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସପ୍ତାହ ଧରି ସ୍ଵଛତା ଉପରେ କାର୍ଯ୍ୟ କ୍ରମ କରାଯାଇ ଥିବା ବେଳେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ସମୁଖରେ ଥିବା ମହାତ୍ମା ଗାନ୍ଧି ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଥିବା ଦେଖିବାକୁ ମିଳିଥିଲା l ଏଥି ସହ୍ ପାରାଦୀପ ନେହେରୁ ବଙ୍ଗଳା ବସ୍ତି…

Read More
ଅନନ୍ତପୁର ଗ୍ରାମ ପଞ୍ଚାୟତ :ସ୍ୱତନ୍ତ୍ର ଗ୍ରାମସଭା – ସମୀକ୍ଷା ଖବର

ଅନନ୍ତପୁର ଗ୍ରାମ ପଞ୍ଚାୟତ :ସ୍ୱତନ୍ତ୍ର ଗ୍ରାମସଭା

ଭଗବାନ ମହାନ୍ତି/ଜଗତସିଂହପୁର/ସମୀକ୍ଷା ନ୍ୟୁଜ: ଜଗତସିଂହପୁର, 02/10/2026:ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମ ପଞ୍ଚାୟତ ଗୃହରେ ସ୍ୱତନ୍ତ୍ର ଗ୍ରାମ୍ୟସଭା ପଂଚାୟତର ସରପଞ୍ଚ ବବିତା ପୋଳେଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ସମିତି ସଭ୍ୟା ଜୋତ୍ସନା ରାଣୀ ପଣ୍ଡା କିଛି ସମୟ ପରେ ମଧ୍ୟ ଯୋଗଦେଇଥିଲେ |ପ୍ରକାଶ ଥାଉକି, ସଭା ପରିଚାଳନା ସମାଜସେବୀ ତଥା ପୂର୍ବତନ ସରପଞ୍ଚ ରମେଶ ପୋଳେଇ କରିଥିବା ବେଳେ ନାୟବ ସରପଞ୍ଚ ସତ୍ୟାନ୍ଦ ରାଉତ ଉପସ୍ଥିତ ରହିଥିଲେ | ପଞ୍ଚାୟତର…

Read More
ଜଗତସିଂହପୁର :ବରିଷ୍ଠ ନାଗରୀକଙ୍କ ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର – ସମୀକ୍ଷା ଖବର

ଜଗତସିଂହପୁର :ବରିଷ୍ଠ ନାଗରୀକଙ୍କ ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର

ଭଗବାନ ମହାନ୍ତି/ଜଗତସିଂହପୁର/ସମୀକ୍ଷା ନ୍ୟୁଜ:ଜଗତସିଂହପୁର, 01/09/2026:ଜଗତସିଂହପୁର ସାରଳା ଦାସ କଳା ଓ ସଂସ୍କୃତି ଭବନରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପଳାନହୋଇଯାଇଛି |ଜିଲା ପ୍ରଶାସନର ସାମାଜିକ ଓ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହିକାର୍ଯ୍ୟକ୍ରମରେ ପ୍ରଥମେ ପାଲା, ସ୍ୱାସ୍ଥ୍ୟ ଯାଞ୍ଚ ଶିବିର, ବରିଷ୍ଠ ନାଗରିକ ମାନଙ୍କୁ ସମର୍ଦ୍ଧନା ଜିଲ୍ଲାପାଳ, ଅଧିକ୍ଷଣ ପୋଲିସ, ବରିଷ୍ଠନାଗରିକ ସଂଘର ସଭାପତି, ଜଗତସିଂହପୁର ବିଧାୟକ ମାନେ ମିଶିକରି କରିଥିଲେ | ପ୍ରକାଶ ଥାଉକି ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବରିଷ୍ଠ ନାଗରୀକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ…

Read More
ଅବୈଧ ନିଶାଦ୍ରବ୍ୟ ବ୍ୟବସାୟ ବିରୋଧରେ ପାରାଦୀପ ଲକ୍ ଥାନା ପୋଲିସ ପକ୍ଷରୁ ଚଢ଼ାଉ – ସମୀକ୍ଷା ଖବର

ଅବୈଧ ନିଶାଦ୍ରବ୍ୟ ବ୍ୟବସାୟ ବିରୋଧରେ ପାରାଦୀପ ଲକ୍ ଥାନା ପୋଲିସ ପକ୍ଷରୁ ଚଢ଼ାଉ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ବ୍ରାଉନ୍ ସୁଗାର ବିରୋଧରେ ପାରାଦୀପ ଲକ୍ ଥାନା ପୋଲିସର ବଡ଼ ସଫଳତା ପାରାଦୀପ: ଅବୈଧ ନିଶାଦ୍ରବ୍ୟ ବ୍ୟବସାୟ ବିରୋଧରେ ପାରାଦୀପ ଲକ୍ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୦.୨୨ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।ପୋଲିସ ସୂଚନା ଅନୁଯାୟୀ, ୧ ଅକ୍ଟୋବର ୨୦୨୬ ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ କୋଲଡିହା ଛକ ନିକଟରେ ଏହି…

Read More
ଫେକ୍‌ ୟୁପିଆଇ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ ଅଭିଯୋଗ – ସମୀକ୍ଷା ଖବର

ଫେକ୍‌ ୟୁପିଆଇ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ ଅଭିଯୋଗ

–– ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ଲୋକଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ ଏବଂ ନକଲି ୟୁପିଆଇ ଆକାଉଣ୍ଟ ବ୍ୟବହାର ସମ୍ପର୍କିତ ଅଭିଯୋଗକୁ ନେଇ ଜଗତସିଂହପୁର ସାଇବର କ୍ରାଇମ୍‌ ଓ ଇକୋନୋମିକ୍‌ ଅଫେନ୍ସ ଥାନାରେ ମାମଲା ରୁଜୁ ହୋଇଛି। ତିର୍ତ୍ତୋଲ ଥାନାରେ ପ୍ରଥମେ ରିତେଶ ଜେନା ଅଭିଯୋଗ କରିଥିବା ବେଳେ ପରବର୍ତ୍ତୀ ତଦନ୍ତରେ ସୌମ୍ୟରଞ୍ଜନ ଓଝା ଓରଫ ବୁବୁ (୨୮)ଙ୍କ ଭୂମିକା ସାମ୍ନାକୁ ଆସିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୌମ୍ୟଙ୍କ…

Read More
ଜେଏସ୍ଡବ୍ଲୁ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସ୍ଥାୟୀ ଦୋକାନୀଙ୍କ ଜୀବିକା ଉପରେ ଆଘାତ ଅଭିଯୋଗ – ସମୀକ୍ଷା ଖବର

ଜେଏସ୍ଡବ୍ଲୁ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସ୍ଥାୟୀ ଦୋକାନୀଙ୍କ ଜୀବିକା ଉପରେ ଆଘାତ ଅଭିଯୋଗ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:ଢିଙ୍କିଆ: ଢିଙ୍କିଆ ଅଞ୍ଚଳରେ ନିର୍ମାଣାଧୀନ ଜେଏସ୍ଡବ୍ଲୁ ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ଜୀବିକା ଓ ରୋଜଗାର ସମ୍ପର୍କିତ ସମସ୍ୟା ପୁଣିଥରେ ସାମ୍ନାକୁ ଆସିଛି। ଜେଏସ୍ଡବ୍ଲୁ ପାଚେରୀ ପଛପଟେ ଦୀର୍ଘ ପ୍ରାୟ ଦୁଇ ବର୍ଷ ଧରି ଅସ୍ଥାୟୀ ଦୋକାନ କରି ଜୀବିକା ନିର୍ବାହ କରୁଥିବା କିଛି ପରିବାରଙ୍କ ଦୋକାନ ଭାଙ୍ଗି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଢିଙ୍କିଆ ପଞ୍ଚାୟତର ପାଟଣା ଗାଁର ଶେଷ ଭାଗରେ ଜେଏସ୍ଡବ୍ଲୁ ପାଚେରୀ…

Read More
ପାରାଦୀପ ଅବକାରୀ ବିଭାଗର ଚଢ଼ାଉ – ସମୀକ୍ଷା ଖବର

ପାରାଦୀପ ଅବକାରୀ ବିଭାଗର ଚଢ଼ାଉ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ଗଞ୍ଜେଇ ଓ ଅବକାରୀ ମାମଲାରେ ୪ ଜଣ ଗିରଫ: ପାରାଦୀପ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଓ ବେଆଇନ ମଦ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। (କ) ପାରାଦୀପ ଅବକାରୀ ରେଞ୍ଜ: ନିମିଢ଼ି ଗ୍ରାମ ରାସ୍ତା ନିକଟରେ ଚଢ଼ାଉ କରାଯାଇ ୧୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହୋଇଥିବାବେଳେ…

Read More
ସଂସୁଦ ପ୍ରାଇଭେଟ୍ ଲିମିଟେଡେ ନାରେ ବଡ ଘୋଟାଲା ଠକି ନେଲେ ୩କୋଟି ୧୦ଲକ୍ଷ – ସମୀକ୍ଷା ଖବର

ସଂସୁଦ ପ୍ରାଇଭେଟ୍ ଲିମିଟେଡେ ନାରେ ବଡ ଘୋଟାଲା ଠକି ନେଲେ ୩କୋଟି ୧୦ଲକ୍ଷ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ସସ୍ନୁଦ ଇଣ୍ଟରୀୟର ଆଣ୍ଡ କଷ୍ଟ୍ରସନ ପ୍ରାଇଭେଟ ଲିମିଟେଡ ନାମରେ ଏକ କମ୍ପାନୀ ରଙ୍ଗୀୟା ଗଡ଼ ଗ୍ରାମରେ ଅଫିସ ଖୋଲି ଜମି ପ୍ଲଟୀଙ୍ଗ କାମ କରୁଥିବା ବେଳେ ଭୂତୁମୁଣ୍ଡାଇ ର ରାଜେନ୍ଦ୍ର ଦାସ୍ ନାମକ ଜଣେ ବ୍ୟକ୍ତି ସେମାନଙ୍କର ଚିହ୍ନା ଜଣା ଥିବା ରୁ ତାଙ୍କୁ ଡ଼ାକି ସେମାନଙ୍କ ସହିତ ସାମିଲ ହୋଇ ଜମି ପ୍ଳଟିଙ୍ଗ କାମରେ ସାମିଲ ହୋଇ କାମ କରିବାକୁ ପ୍ରବାତାଇ ଥିଲେ l ଉକ୍ତ…

Read More
ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ :ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ – ସମୀକ୍ଷା ଖବର

ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ :ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ

ଭଗବାନ ମହାନ୍ତି/ଜଗତସିଂହପୁର /ସମୀକ୍ଷା ନ୍ୟୁଜ: ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ |ସ୍ୱଦେଶୀ ଜାଗରଣ ମଞ୍ଚର ବିଜ୍ଜୟ ରାଉତ, ପ୍ରଦୀପ ଷଡ଼ଙ୍ଗୀ, ଭଗବାନ ସ୍ୱାଇଁ, ଭଗବାନ ମହାନ୍ତି, ଜ୍ଞାନ ପରିଡା, ମନୋଜ ମହାପାତ୍ର ଓ ଡ଼ ଶୁଭଶ୍ରୀ ମହାନ୍ତି ମହାବିଦ୍ୟାଳୟ ତରଫରୁ ମଞ୍ଚ ଉପରେ ଉପସ୍ଥିତ ଥିଲେ

Read More
ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା MT SEAGULL 9 ଉଦ୍ଧାର, ଜାହାଜ, କ୍ରୁ, କାର୍ଗୋ ଓ ସାମୁଦ୍ରିକ ପରିବେଶର ସୁରକ୍ଷା ନିଶ୍ଚିତ – ସମୀକ୍ଷା ଖବର

ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା MT SEAGULL 9 ଉଦ୍ଧାର, ଜାହାଜ, କ୍ରୁ, କାର୍ଗୋ ଓ ସାମୁଦ୍ରିକ ପରିବେଶର ସୁରକ୍ଷା ନିଶ୍ଚିତ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ, ୨୮ ସେପ୍ଟେମ୍ବର ୨୦୨୬: ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ପକ୍ଷରୁ MT SEAGULL 9 (Call Sign: V3HN) ପାଇଁ ଜରୁରୀକାଳୀନ ଟଗ୍ ସହାୟତାର ସଫଳ ସମନ୍ୱୟ କରାଯାଇଥିଲା। ଜାହାଜଟି ପାରାଦୀପ ବନ୍ଦର ଅଭିମୁଖେ ପ୍ରାୟ ୯,୦୦୦ MT କ୍ରୁଡ୍ ପାମ୍ ଅଏଲ୍ ପରିବହନ କରୁଥିଲା। ଏହି କାର୍ଗୋ Adani Wilmar ପାଇଁ ଥିବାବେଳେ, M/s Atlantic Global Shipping Pvt. Ltd. ଶିପିଂ ଏଜେଣ୍ଟ…

Read More