ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଏଣ୍ଡିଆ ମେଣ୍ଟର ୧୨ଘଣ୍ଟିଆ ବନ୍ଦ ଡାକରା ପାରାଦୀପରେ ସଫଳ

ଏଣ୍ଡିଆ ମେଣ୍ଟର ୧୨ଘଣ୍ଟିଆ ବନ୍ଦ ଡାକରା ପାରାଦୀପରେ ସଫଳ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ :

ପାରାଦ୍ଵୀପ ନଗର୍ କଂଗ୍ରସ ପକ୍ଷରୁ ଏ ଏଣ୍ଡିଆ ମେଣ୍ଟର ୧୨ଘଣ୍ଟିଆ ବନ୍ଦ ଡାକରା ପାରାଦୀପ ସହରରେ ବିଭିନ୍ନ ଏରିଆ ପାରାଦୀପ ଦୋଛକି ଠାରୁ ଆରମ୍ଭ କରି ତାରେଣି ଗଡା , ଅଠର ବାଙ୍କୀ, ସବ ଷ୍ଟେସନ, ବଡପଡ଼ିଆ ନୁଆ ବଜାର, ଷଣ୍ଢ କୁଦୁ ପ୍ରଭୁତି ଏରିଆରେ ଦୋକାନ ବଜାର ଆଦି ବନ୍ଦ ର ପ୍ରଭାବ ସଫଲ ହୋଇଥିବା ଦେଖିବାକୁ ମିଳିଛି l ଏମିତିକି ପାରାଦୀପ ରେ ବିଭିନ୍ନ ଶିକ୍ଷ୍ୟା ଅନୁଷ୍ଠାନ, ବସ ସେବା ବନ୍ଦ ଥିବା ବେଳେ ବିଭିନ୍ନ ଜାଗାରେ ଥିବା ମାର୍କେଟ ଏରିଆ ବ୍ୟାଙ୍କ ସେବା ବାଧା ପ୍ରାପ୍ତ ହୋଇଥିବା ସହ ପେଟ୍ରୋଲ ଟାଙ୍କି ଗୁଡ଼ିକ ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଛି l ବସ ସେବା ବନ୍ଦ ଥିବାରୁ ଯାତ୍ରୀ ମାନଙ୍କ ଯାତାୟତ ରେ ମଧ୍ୟ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ ପାରାଦୀପ ନଗର କଂଗ୍ରେସ ସଭାପତି କେଦାର ନାଥ ବିଶ୍ୱାଳ ଙ୍କ ନେତୃତ୍ତ୍ୟୋ ରେ ପାରାଦୀପ ନଗର୍ କଂଗ୍ରେସ ର ବହୁ କର୍ମୀ ଯୋଗ ଦେଇଥିବା ବେଳେ ସିଆଇଟିସିଉ ତରଫରୁ ଏହି ବନ୍ଦ ଡାକରାରେ ସାମିଲ ଦେଇଥିବା ଦେଖିବାକୁ ମିଳିଥିଲା l

ଏଣ୍ଡିଆ ମେଣ୍ଟର ୧୨ଘଣ୍ଟିଆ ବନ୍ଦ ଡାକରା ପାରାଦୀପରେ ସଫଳ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ବିଜେପି ସଭାପତି: ଯଦି ତାଙ୍କର ସାହସ ଅଛି ଇସ୍ତଫା ଦିଅନ୍ତୁ