ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାରାଦୀପ ମହାବିଦ୍ୟାଳୟରରେ ବିଭିନ୍ନ ଦଳ ତରଫରୁ ପ୍ରାର୍ଥୀପତ୍ର ଦାଖଲ

ପାରାଦୀପ ମହାବିଦ୍ୟାଳୟରରେ ବିଭିନ୍ନ ଦଳ ତରଫରୁ ପ୍ରାର୍ଥୀପତ୍ର ଦାଖଲ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ପାରାଦୀପ ଓଡିଶା ସରକାର ଙ୍କ ତରଫରୁ ଦୀର୍ଘ ଆଠ ବର୍ଷ ପରେ ମହାବିଦ୍ୟାଳୟ ଗୁଡ଼ିକରେ ଇଲେକ୍ ସନ୍ ପାଇଁ ଘୋଷଣା କରାଯାଇ ଥିବା ବେଳେ ଆଜି ପାରାଦୀପ ମହା ବିଦ୍ୟାଳୟର ରେ ପ୍ରଥମ ଭାରତୀୟ ଜନତା ପାର୍ଟି ତରଫରୁ ବିଧିବଦ୍ଧ ଭାବେ ସୁସଜ୍ଜିତ ଗାଡ଼ିରେ ପ୍ରାଥି ବାଜା ବଜାଇ ପ୍ରସେଶନ କରି ନିକଟ ହନୁମାନ ମନ୍ଦୀର ରେ ପୂଜା ଅର୍ଚ୍ଚନା ସାରି ବିରାଟ ଶୋଭାଯାତ୍ରାରେ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ଦଳୀୟ ସମର୍ଥନଙ୍କ ସହିତ ସ୍ଲୋଗାନ ଦେଇ ସଭାପତି ,ସମ୍ପାଦକ ମାନେ ବାହାରି ପାରାଦୀପ କଲେଜ୍ ପରିସରର ପହଞ୍ଚି ଥିଲେ l ସେଠାର ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି l

ପାରାଦୀପ ମହାବିଦ୍ୟାଳୟରରେ ବିଭିନ୍ନ ଦଳ ତରଫରୁ ପ୍ରାର୍ଥୀପତ୍ର ଦାଖଲ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଶ୍ରୀ ବିଦ୍ୟା ବାଟିକା ବିଦ୍ୟାଳୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ