ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ପରଜଙ୍ଗ: ଆଦିବାସୀ ଚେତନା ସଂଗଠନ ର ପଦଯାତ୍ରା – ସମୀକ୍ଷା ଖବର

ପରଜଙ୍ଗ: ଆଦିବାସୀ ଚେତନା ସଂଗଠନ ର ପଦଯାତ୍ରା

ଶଙ୍କର୍ଷଣ ସାହୁ/ପରଜଙ୍ଗ/ସମୀକ୍ଷା ନିୟୁଜ/ 30/୦6: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ଗ୍ରାମ ପଞ୍ଚାୟତ ର ଆଦିବାସୀ ଚେତନା ସଂଗଠନ ପକ୍ଷରୁ ବିଭିନ୍ନ ସମସ୍ୟା କୁ ନେଇ ପଦଯାତ୍ରା ସହ ଆସି ଆଖୁଆପାଳ ଗ୍ରାମ ପଞ୍ଚାୟତ ରେ ଗଣଧାରଣା ଦେଇଛନ୍ତି। ଆଖୁଆ ପାଳ ପଞ୍ଚାୟତ ର ଆଦିବାସୀ ବସ୍ତି ବାସିନ୍ଦା ମାନେ ହଜାର ହଜାର ମହିଳା ଓ ପୁରୁଷ ଏକତ୍ରିତ ହୋଇ ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଲୋଗାନ ଦେଇ ତୁରନ୍ତ ଏହାର…

Read More
ପରଜଙ୍ଗ: ଭର୍ଚୁଆଲ ମାଧ୍ୟାମରେ ୨୨୦/୩୩ କେଭି ଗ୍ରିଡ୍ ସବ୍ ଷ୍ଟେସନ ଉଦ୍ଘାଟନ – ସମୀକ୍ଷା ଖବର

ପରଜଙ୍ଗ: ଭର୍ଚୁଆଲ ମାଧ୍ୟାମରେ ୨୨୦/୩୩ କେଭି ଗ୍ରିଡ୍ ସବ୍ ଷ୍ଟେସନ ଉଦ୍ଘାଟନ

ଶଙ୍କର୍ଷଣ ସାହୁ// ପରଜଙ୍ଗ ପ୍ରତିନିଧି / ସମୀକ୍ଷା ନିୟୁଜ/୨୦/୦୬ : ପରଜଙ୍ଗ ବ୍ଲକ ଗଡ ପରଜଙ୍ଗ ପଞ୍ଚାୟତ ଜହ୍ନା ପଡା ଠାରେ ୨୨୦/୩୩ କେଭି ଗ୍ରିଡ୍ ସବ୍ ଷ୍ଟେସନ୍ କୁ ଭର୍ଚୁଆଲ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ସେଠାରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଏହି…

Read More