ଟାଟା ପାୱାର ଠିକା କର୍ମଚାରୀଙ୍କ ଛଟେଇକୁ ବିରୋଧ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା, ସି.ଇ.ଓ.ଙ୍କ କୁଶପୁତ୍ତଳିକା ଦାହ
ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋର୍ଦ୍ଧା, ୯/୧୦:ଦୀର୍ଘ ୧୫ରୁ ୨୦ ବର୍ଷ ଧରି ବିଦ୍ୟୁତ ବିଭାଗରେ କାର୍ଯ୍ୟ କରି ଆସୁଥିବା ଠିକା କର୍ମଚାରୀଙ୍କୁ ବାରମ୍ବାର ଛଟେଇ କରାଯାଉଥିବା ଅଭିଯୋଗରେ ଶୁକ୍ରବାର ଖୋର୍ଦ୍ଧାରେ ପ୍ରତିବାଦ ଦେଖିବାକୁ ମିଳିଛି। ଛଟେଇ ବନ୍ଦ କରିବା ସହ ନିଯୁକ୍ତିର ସୁରକ୍ଷା ଓ ଦୀର୍ଘବର୍ଷର ସେବାକୁ ଗୁରୁତ୍ୱ ଦେବା ଦାବିରେ ଠିକା କର୍ମଚାରୀମାନେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି…