ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ ନୂଆପଡ଼ା
ହୋଟେଲ ଓ ଶିକ୍ଷାନୁଷ୍ଠାନରେ ଅଗ୍ନିନିରାପତ୍ତା ଯାଞ୍ଚ ଓ ଉପକରଣ ର ନିରୀକ୍ଷଣ – ସମୀକ୍ଷା ଖବର

ହୋଟେଲ ଓ ଶିକ୍ଷାନୁଷ୍ଠାନରେ ଅଗ୍ନିନିରାପତ୍ତା ଯାଞ୍ଚ ଓ ଉପକରଣ ର ନିରୀକ୍ଷଣ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଉମରକୋଟ ସହରର ବିଭିନ୍ନ ହୋଟେଲ, ରେସ୍ତୋରାଁଣ୍ଟ ଓ ଶିକ୍ଷାନୁଷ୍ଠାନରେ ଆଜି ଅଗ୍ନିନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି ତଥା ଅଗ୍ନିନିର୍ବାପକ ଯନ୍ତ୍ରର କାର୍ଯ୍ୟକ୍ଷମତା ନିରୀକ୍ଷଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲା ଅଗ୍ନିଶମ ବିଭାଗ ଓ ଉମରକୋଟ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଏହି ଯାଞ୍ଚ କରାଯାଇଥିଲା।ଯାଞ୍ଚ ସମୟରେ ବିଭିନ୍ନ ସଂସ୍ଥାରେ ଉପଲବ୍ଧ ଅଗ୍ନିନିର୍ବାପକ ଯନ୍ତ୍ରର କାର୍ଯ୍ୟକ୍ଷମତା, ଠିକ୍‌ ଭାବେ ପରିଚାଳନା ଓ ଆପତ୍ତିକାଳୀନ ସମୟରେ ତାହା ବ୍ୟବହାର…

Read More
ସନ୍ତୋଷୀ ନଗରରେ ଦଶହରା ପ୍ରସ୍ତୁତି ଓ ଶୁଭଖୁଣ୍ଟ ସ୍ଥାପନ – ସମୀକ୍ଷା ଖବର

ସନ୍ତୋଷୀ ନଗରରେ ଦଶହରା ପ୍ରସ୍ତୁତି ଓ ଶୁଭଖୁଣ୍ଟ ସ୍ଥାପନ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦର ସନ୍ତୋଷୀ ନଗର ରେ ଆସନ୍ତା ଦଶହରା ପାଇଁ ପ୍ରସ୍ତୁତି ବୈଠକରେ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି। ଲଳିତ ସେଠି, ନାଗେଶ ପଟ୍ଟନାୟକ ଓ ସରୋଜ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଦଶହରାକୁ ଆଡ଼ମ୍ବର ଓ ଭକ୍ତିମୟ ଭାବରେ ପାଳନ ପାଇଁ ନୂତନ ପୂଜା କମିଟି ଗଠନ କରାଯାଇଛି। ସମସ୍ତ ସଦସ୍ୟଙ୍କ ସହମତି ଓ…

Read More
ଝରିଗାଁ ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ଝରିଗାଁ ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:ଆଜି ଝରିଗାଁ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ଝରିଗାଁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ…

Read More
ନବରଙ୍ଗପୁର ଜିଲ୍ଲାରେ ସଂଶୋଧନ ୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ – ସମୀକ୍ଷା ଖବର

ନବରଙ୍ଗପୁର ଜିଲ୍ଲାରେ ସଂଶୋଧନ ୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାର ୭୩–ଉମରକୋଟ, ୭୪–ଝରିଗାଁ, ୭୫–ନବରଙ୍ଗପୁର ଏବଂ ୭୬–ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରେ SIR–୨୦୨୬ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥିଲା। ଗତ ୫ ଜୁଲାଇ ୨୦୨୬ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ୫ ଜୁଲାଇରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯାଇଥିଲା। ଦାବି ଓ ଆପତ୍ତି ଅବଧିରେ ପ୍ରାପ୍ତ ମାମଲାଗୁଡ଼ିକରେ ଆବଶ୍ୟକ ନୋଟିସ୍ ଜାରି କରାଯାଇ AERO ସ୍ତରରେ ଶୁଣାଣି କରାଯିବା ସହିତ ଦାଖଲ ଦସ୍ତାବିଜ…

Read More
ନାଗା ସାଧୁ ଭେଷରେ ଆସିସୁନା ଓ ଟଙ୍କା ଲୁଟ୍, ୪ ଦୁର୍ବୃତ୍ତ ଫେରାର,ଘର ଦୋଷ କାଟିବା ନାଁରେ ସୁନା ଓ ଟଙ୍କା ଲୁଟ୍ – ସମୀକ୍ଷା ଖବର

ନାଗା ସାଧୁ ଭେଷରେ ଆସିସୁନା ଓ ଟଙ୍କା ଲୁଟ୍, ୪ ଦୁର୍ବୃତ୍ତ ଫେରାର,ଘର ଦୋଷ କାଟିବା ନାଁରେ ସୁନା ଓ ଟଙ୍କା ଲୁଟ୍

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଉମରକୋଟ ବ୍ଲକ ବଡ଼କୁମାରୀ ଗାଁର ହରିପଦ ମଣ୍ଡଳଙ୍କ ଘରେ ଘଟିଛି ଏଭଳି ଘଟଣା । ୪ ଜଣ ଦୁର୍ବୃତ୍ତ ନାଗା ସାଧୁ ଭେଷରେ ଆସି ଘର ଭିତରକୁ ପଶିବା ସହ ଘରେ ଦୋଷ ଥିବା କହିଥିଲେ । ପରେ ପୂଜାପାଠ ନାଁରେ ସୁନା ଓ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସକାଳ ପ୍ରାୟ…

Read More
ନବରଙ୍ଗପୁର:ଡକାୟତି ମାମଲାରେ ଆଉ ଜଣେ ଗିରଫ ଓ ନଗଦ ୫୫ ହଜାର ଟଙ୍କା, ବାଇକ୍‌ ଓ ଛୁରୀ ଜବତ – ସମୀକ୍ଷା ଖବର

ନବରଙ୍ଗପୁର:ଡକାୟତି ମାମଲାରେ ଆଉ ଜଣେ ଗିରଫ ଓ ନଗଦ ୫୫ ହଜାର ଟଙ୍କା, ବାଇକ୍‌ ଓ ଛୁରୀ ଜବତ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ଠାକୁରଙ୍କ ଘରେ ଘଟିଥିବା ସଶସ୍ତ୍ର ଡକାୟତି ମାମଲାରେ ଝରିଗାଁ ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣା ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ବଣୁଆଗୁଡ଼ା ପଞ୍ଚାୟତ ଅଧୀନ ରାଜାମୁଣ୍ଡା ଗ୍ରାମରେ । ଗିରଫ ବ୍ୟକ୍ତି ଦେଉଳକୋଣା ଗ୍ରାମର ମାନସିଂ ହରିଜନ (୨୫) ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ମାନସିଂଙ୍କଠାରୁ ନଗଦ ୫୫ ହଜାର ଟଙ୍କା, ଗୋଟିଏ ବାଇକ୍‌ ଓ ଗୋଟିଏ…

Read More
ଉମରକୋଟ ଭଞ୍ଜମଣ୍ଡପ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଓ ନୂତନ କମିଟି ଗଠନ – ସମୀକ୍ଷା ଖବର

ଉମରକୋଟ ଭଞ୍ଜମଣ୍ଡପ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଓ ନୂତନ କମିଟି ଗଠନ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଉମରକୋଟ ଭଞ୍ଜମଣ୍ଡପ ଦୁର୍ଗାପୂଜା ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଓ ନୂତନ କମିଟି ଗଠନ କରାଯାଇଛି । ଏହି ଦୂର୍ଗା ପୂଜା ଏ ଅଞ୍ଚଳର ଏକ ବହୁ ପୁରାତନ ପୂଜା ମଧ୍ୟରେ ଅନ୍ୟତମ । ଆଜିର ଏହି ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ପୂଜା କିପରି ସୁଚାରୁ ରୁପେ ପାଳନ କରାଯିବ ଓ ଶାନ୍ତି ଶଙ୍ଖଳା ରକ୍ଷା କରାଯିବ ସେ ସମ୍ପର୍କରେ ଆଲଚନା…

Read More
ଗଣଶିକ୍ଷା ମନ୍ତ୍ରୀ ଙ୍କ ମଦିୟ ବାସଭବନରେ ପାଳିଲେ ନୂଆଁଖାଇ ଭେଟଘାଟ – ସମୀକ୍ଷା ଖବର

ଗଣଶିକ୍ଷା ମନ୍ତ୍ରୀ ଙ୍କ ମଦିୟ ବାସଭବନରେ ପାଳିଲେ ନୂଆଁଖାଇ ଭେଟଘାଟ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସମସ୍ତ ଗ୍ରାମବାସୀ , ଆତ୍ମୀୟ ସ୍ୱଜନ ଓ ନିଜ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ନିଜ ମଦିୟ ବାସଭବନ ରାଇଘର ବ୍ଲକ୍ , ଚିତ୍ରକୋଟି ଗ୍ରାମରେ ନିମନ୍ତ୍ରଣ କରି ପାଳନ କଲେ ଓଡ଼ିଶା ର ପ୍ରମୁଖ ଗଣପର୍ବ ନୂଆଁଖାଇ। ଆଜିର ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ମାନିତ କରିବା ପରେ ପାରମ୍ପରିକ ରୀତି ନୀତି…

Read More
OSWAS ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓଡ଼ିଶାରେ ପ୍ରଥମ – ସମୀକ୍ଷା ଖବର

OSWAS ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓଡ଼ିଶାରେ ପ୍ରଥମ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର: ନବରଙ୍ଗପୁର, (ସମୀକ୍ଷା)ଅଗଷ୍ଟ ୨୦୨୬ ମାସର ଓଡ଼ିଶା ଷ୍ଟେଟ ୱର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ (OSWAS) ପ୍ରଦର୍ଶନ ଆଧାରରେ ସରକାରୀ ଫାଇଲ୍ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି। ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ OSWASର ସୁଚାରୁ ବ୍ୟବହାର ଫଳରେ ଫାଇଲ୍ ପ୍ରକ୍ରିୟାକରଣ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ…

Read More
ନବରଙ୍ଗପୁର ପୌର କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ନବରଙ୍ଗପୁର ପୌର କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର:ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ ତଥା ସମୟୋଚିତ ସମାଧାନ ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟି,…

Read More