ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଗଣଶିକ୍ଷା ମନ୍ତ୍ରୀ ଙ୍କ ମଦିୟ ବାସଭବନରେ ପାଳିଲେ ନୂଆଁଖାଇ ଭେଟଘାଟ

ଗଣଶିକ୍ଷା ମନ୍ତ୍ରୀ ଙ୍କ ମଦିୟ ବାସଭବନରେ ପାଳିଲେ ନୂଆଁଖାଇ ଭେଟଘାଟ – ସମୀକ୍ଷା ଖବର


ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସମସ୍ତ ଗ୍ରାମବାସୀ , ଆତ୍ମୀୟ ସ୍ୱଜନ ଓ ନିଜ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ନିଜ ମଦିୟ ବାସଭବନ ରାଇଘର ବ୍ଲକ୍ , ଚିତ୍ରକୋଟି ଗ୍ରାମରେ ନିମନ୍ତ୍ରଣ କରି ପାଳନ କଲେ ଓଡ଼ିଶା ର ପ୍ରମୁଖ ଗଣପର୍ବ ନୂଆଁଖାଇ। ଆଜିର ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ମାନିତ କରିବା ପରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ପାଳନ କରିଥିଲେ ଗଣ ପର୍ବ ନୂଆଁଖାଇ। ତତ୍ସହିତ ଏକ ବିଶାଳ ଗଣଭୋଜି ର ଆୟୋଜନ କରାଯାଇଥିଲା । ସମସ୍ତ ଅତିଥି ଙ୍କ ଗହଣରେ ଧୁମ୍ ଧାମରେ ପାଳନ କରିଥିଲେ ଏହି ପର୍ବ । ପରେ ମନ୍ତ୍ରୀ ଏହି ଗଣପର୍ବ ନୂଆଁଖାଇ ର ମହତ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ତଥା ଗଣମାଧ୍ୟମ ଜରିଆରେ ସମସ୍ତ ଓଡ଼ିଶା ବାସୀଙ୍କୁ ଏହି ପବିତ୍ର ଗଣପର୍ବ ନୂଆଁଖାଇ ର ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ।

ଗଣଶିକ୍ଷା ମନ୍ତ୍ରୀ ଙ୍କ ମଦିୟ ବାସଭବନରେ ପାଳିଲେ ନୂଆଁଖାଇ ଭେଟଘାଟ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଧଉଳିରେ ଦେବଶିଳ୍ପୀଙ୍କ ନିଆରା ମୂର୍ତ୍ତି