ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ନୂଆଗାଁ- ସମସ୍ୟା ଘେରରେ ବେତନଟୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ୯ଟି ଶ୍ରେଣୀକୁ ୩ ଶିକ୍ଷକ, ମାତ୍ର ୩ ଶ୍ରେଣୀଗୃହ – ସମୀକ୍ଷା ଖବର

ନୂଆଗାଁ- ସମସ୍ୟା ଘେରରେ ବେତନଟୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ୯ଟି ଶ୍ରେଣୀକୁ ୩ ଶିକ୍ଷକ, ମାତ୍ର ୩ ଶ୍ରେଣୀଗୃହ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼: ନୂଆଗାଁ, ୦୫/୧୦: ଗୋଟିଏ ପଟେ ୯ଟି ଶ୍ରେଣୀ ପାଇଁ ମାତ୍ର ୩ଟି ଶ୍ରେଣୀଗୃହ ଓ ୩ ଜଣ ଶିକ୍ଷକ, ଅନ୍ୟପଟେ ରୋଷେଇ ଘର ନଥିବାରୁ ବିଦ୍ୟାଳୟ ପରିସରରେ କାଠ ଚୁଲିର ଧୂଆଁ ମଧ୍ୟରେ ପାଠପଢ଼ା। ଏହା ସହ ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ଚାଉଳରେ ପୋକ ଓ ମୂଷା ଲାଗିଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ନୟାଗଡ଼ ଜିଲ୍ଲା ନୂଆଗାଁ…

Read More
ବର୍ଷେ ପୂରିନି, ଝଡ଼ୁଛି ପଲସ୍ତରା; ୧.୭୦ କୋଟିର ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ – ସମୀକ୍ଷା ଖବର

ବର୍ଷେ ପୂରିନି, ଝଡ଼ୁଛି ପଲସ୍ତରା; ୧.୭୦ କୋଟିର ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼ନୂଆଗାଁ, ୦୪/୧୦: ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ନପୂରୁଣୁ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କୋଠାର ରଙ୍ଗ ଛାଡ଼ିବା ସହ ବିଭିନ୍ନ ସ୍ଥାନରୁ ପଲସ୍ତରା ଝଡ଼ୁଥିବା ଅଭିଯୋଗ ହୋଇଛି। ଘଟଣାଟି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା କଷ୍ଟି ଡାକୁଆ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ସମ୍ପର୍କିତ। କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ କୋଠାର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନିର୍ମାଣ…

Read More
ନୂଆଗାଁ: ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ବିଦ୍ୟାଳୟ ପରିସରରେ ଅଗ୍ନିକାଣ୍ଡ – ସମୀକ୍ଷା ଖବର

ନୂଆଗାଁ: ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ବିଦ୍ୟାଳୟ ପରିସରରେ ଅଗ୍ନିକାଣ୍ଡ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼: ନୂଆଗାଁ, ୨୮/୦୯: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପଞ୍ଚାୟତର ଶିବରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବନ୍ତଳା କ୍ଲଷ୍ଟର ସିଆରସି କାର୍ଯ୍ୟାଳୟରେ ରବିବାର ମଧ୍ୟାହ୍ନରେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାର୍ଯ୍ୟାଳୟର କେତେକ ଆସବାବପତ୍ର ସହ ଗୁରୁତ୍ୱପୂର୍ଣ୍ଣ ଅଫିସ୍ କାଗଜପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବନ୍ତଳା କ୍ଲଷ୍ଟରର ସିଆରସି…

Read More
ବେରୁଆବାରୀ ପଞ୍ଚାୟତ: ରାସନ୍ କାର୍ଡ କରାଇଦେବା ନାଁରେ ୬ ହଜାର ଟଙ୍କା ନେବା ଅଭିଯୋଗ – ସମୀକ୍ଷା ଖବର

ବେରୁଆବାରୀ ପଞ୍ଚାୟତ: ରାସନ୍ କାର୍ଡ କରାଇଦେବା ନାଁରେ ୬ ହଜାର ଟଙ୍କା ନେବା ଅଭିଯୋଗ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼ନୂଆଗାଁ, ୨୮/୦୯: ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଇ ରାସନ୍ କାର୍ଡ କରାଇଦେବା ନାଁରେ ଏକ ଗରିବ ପରିବାରଠାରୁ ୬ ହଜାର ଟଙ୍କା ନିଆଯାଇଥିବା ନେଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆବାରୀ ପଞ୍ଚାୟତରୁ ଅଭିଯୋଗ ସାମ୍ନାକୁ ଆସିଛି। ବେରୁଆବାରୀ ପଞ୍ଚାୟତର ଜଦୁପଲ୍ଲୀ ଗ୍ରାମ ଖୋଜାପଲ୍ଲୀ ସାହିର ମଙ୍ଗରାଜ ବାରିକଙ୍କ ସ୍ତ୍ରୀ ପ୍ରମିଳା ବାରିକ ଏହି ଅଭିଯୋଗ କରିଛନ୍ତି। ତାଙ୍କ କହିବା…

Read More
ନୟାଗଡ଼ ଜିଲ୍ଲା ପାଳିଲା: ବିଶ୍ୱ ପର୍ଯ୍ୟଟନ ଦିଵସ – ସମୀକ୍ଷା ଖବର

ନୟାଗଡ଼ ଜିଲ୍ଲା ପାଳିଲା: ବିଶ୍ୱ ପର୍ଯ୍ୟଟନ ଦିଵସ

ଅଜିତ କୁମାର ପ୍ରଧାନ / ନୟାଗଡ଼ ସାମ୍ବାଦିକ / ସମୀକ୍ଷା ନ୍ୟୁଜ: ଆଜି ନୟାଗଡ଼ ଜିଲ୍ଲା ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଏକ ଦୌଡ ପ୍ରତିଯୋଗିତା ଜିଲ୍ଲା ପର୍ଯ୍ୟଟନ ଅଧିକ।ରୀ ଙ୍କ ପରୌତେ ରେ ଅନୁଷ୍ଠିତ ହୋଇଥିଲା। ଏହି ଦୌଡକୁ ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ରଥ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ଶ୍ରୀ କର୍ଣ୍ଣ ଦେବ…

Read More
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ ଏବଂ ୨୩ଟି ନୂତନ ଭିତ୍ତିଭୂମୀ ଲୋକାର୍ପିତ – ସମୀକ୍ଷା ଖବର

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ ଏବଂ ୨୩ଟି ନୂତନ ଭିତ୍ତିଭୂମୀ ଲୋକାର୍ପିତ

ଅଜିତ କୁମାର ପ୍ରଧାନ / ସାମ୍ବାଦିକ / ନୟାଗଡ଼ / ସମୀକ୍ଷା ନ୍ୟୁଜ: ନୟାଗଡ଼, ତା.୨୫.୦୯.୨୦୨୬ : ଆଜି ନୟାଗଡ଼ ଜିଲ୍ଲା ସମବାୟ ବିଭାଗ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ କରାଯାଇଛି । ନୟାଗଡ଼ ଜିଲ୍ଲା ସମବାୟ ସମିତି ସମୂହ ଉପ -ନିବନ୍ଧକ ଅନନ୍ତ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ଅଧ୍ୟକ୍ଷ ଜିଲ୍ଲା ପରିଷଦ,ନୟାଗଡ଼ ଇଂ ଦେବାଶିଷ…

Read More
ନୟାଗଡ଼ରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ – ସମୀକ୍ଷା ଖବର

ନୟାଗଡ଼ରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ଅଜିତ କୁମାର ପ୍ରଧାନ / ସାମ୍ବାଦିକ / ନୟାଗଡ଼ / ସମୀକ୍ଷା ନ୍ୟୁଜ ନୟାଗଡ଼, ତା.୨୪.୦୯. ୨୦୨୬ – ଆଜି ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବସ୍ଥାପିତ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ (District Directorate of Prosecution)ର ନୂତନ କାର୍ଯ୍ୟାଳୟ ଅପରାହ୍ନ ଘ.୦୩. ୩୦ମି. ସମୟରେ ମାନନୀୟା ଜିଲ୍ଲାପାଳ, ନୟାଗଡ଼ ଶ୍ରୀମତୀ ମଧୁମିତା ରଥଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ନୟାଗଡ଼ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଆରକ୍ଷୀ…

Read More
ଜଣେ ଆର୍‌ଆଇଙ୍କ ଉପରେ ଦୁଇ ଆର୍‌ଆଇ ଅଫିସର ଦାୟିତ୍ୱ୯୬ ରାଜସ୍ୱ ଗ୍ରାମର ଲୋକେ ହନ୍ତସନ୍ତ, କର୍ମଚାରୀ ନିଯୁକ୍ତି ପାଇଁ ଦାବି – ସମୀକ୍ଷା ଖବର

ଜଣେ ଆର୍‌ଆଇଙ୍କ ଉପରେ ଦୁଇ ଆର୍‌ଆଇ ଅଫିସର ଦାୟିତ୍ୱ୯୬ ରାଜସ୍ୱ ଗ୍ରାମର ଲୋକେ ହନ୍ତସନ୍ତ, କର୍ମଚାରୀ ନିଯୁକ୍ତି ପାଇଁ ଦାବି

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:ନୂଆଗାଁ, ୧୯/୦୯: ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ଅଧୀନରେ ଥିବା ବାହାଡ଼ାଝୋଲା ଓ କାପ୍ତାପଲ୍ଲୀ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) କାର୍ଯ୍ୟାଳୟର ଦାୟିତ୍ୱ ଜଣେ ଆର୍‌ଆଇଙ୍କ ଉପରେ ରହିଥିବାରୁ ସାଧାରଣ ଲୋକଙ୍କ ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏହି ଦୁଇ ଆର୍‌ଆଇ ସର୍କଲ ଅଧୀନରେ ମୋଟ ୯୬ଟି ରାଜସ୍ୱ ଗ୍ରାମ ରହିଥିବାରୁ କର୍ମଚାରୀ ଅଭାବର ପ୍ରଭାବ ଦୂରଦୂରାନ୍ତରୁ କାମ…

Read More
ନୟାଗଡ଼:ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ସହ ସେବା ସଙ୍କଳ୍ପ ଅଭିଯାନ-୨୦୨୬ର ଶୁଭାରମ୍ଭ – ସମୀକ୍ଷା ଖବର

ନୟାଗଡ଼:ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ସହ ସେବା ସଙ୍କଳ୍ପ ଅଭିଯାନ-୨୦୨୬ର ଶୁଭାରମ୍ଭ

ଅଜିତ କୁମାର ପ୍ରଧାନ / ସାମ୍ବାଦିକ / ନୟାଗଡ଼ / ସମୀକ୍ଷା ନ୍ୟୁଜ : ନୟାଗଡ଼, ତା. ୧୭/୦୯/୨୦୨୬ – ଆଜି ନୟାଗଡ଼ ଜିଲ୍ଲାରେ ନାରୀ ସଶକ୍ତିକରଣର ବାର୍ତ୍ତା ନେଇ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନର ପ୍ରଥମ ଦିନରେ ମା’ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ସନ୍ଧ୍ୟା ୭ ଘଟିକା ସମୟରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ,…

Read More
ବିଶିଷ୍ଟ ଡେଣ୍ଟାଲ ବ୍ୟବସାୟୀ ରବି ନାରାୟଣ ପ୍ରଧାନଙ୍କ ଏକାଦଶାହ କ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ – ସମୀକ୍ଷା ଖବର

ବିଶିଷ୍ଟ ଡେଣ୍ଟାଲ ବ୍ୟବସାୟୀ ରବି ନାରାୟଣ ପ୍ରଧାନଙ୍କ ଏକାଦଶାହ କ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼ : ଭୁବନେଶ୍ୱର/ନୟାଗଡ଼, ୧୨ ସେପ୍ଟେମ୍ବର: ଓଡ଼ିଶାର ଡେଣ୍ଟାଲ ବ୍ୟବସାୟ ଜଗତର ଜଣେ ପରିଚିତ ତଥା ପ୍ରତିଷ୍ଠିତ ବ୍ୟବସାୟୀ ସ୍ୱର୍ଗତ ରବି ନାରାୟଣ ପ୍ରଧାନଙ୍କ ଏକାଦଶାହ କ୍ରିୟା ଶନିବାର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପାଣ୍ଡେରୀପଡ଼ା ପଞ୍ଚାୟତର ମଦନପୁର ଗ୍ରାମସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଦନ୍ତ ଚିକିତ୍ସକ, ଡେଣ୍ଟାଲ ବ୍ୟବସାୟୀ, ଶୁଭେଚ୍ଛୁ ଓ…

Read More