ଉପକୂଳ ଓଡ଼ିଶାର ନଦୀ ପଠାରେ ବଢୁଛି ପନୀପରିବା ଚାଷ, ଚାଷୀଙ୍କ ମୁହଁରେ ଫୁଟୁଛି ହସ
ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଅଞ୍ଚଳରେ ନଦୀ ପଠା ଏବେ ପାନୀପରିବା ଚାଷର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି। ନଦୀକୂଳର ଉର୍ବର ବାଲିମିଶା ମାଟି, ଜଳର ସହଜ ଉପଲବ୍ଧତା ଏବଂ ଅନୁକୂଳ ପାଣିପାଗ ଯୋଗୁଁ ଅନେକ ଚାଷୀ ନଦୀ ପଠାରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ବିଶେଷକରି ଧାନ ଚାଷ ସହିତ ପନିପରିବା ଚାଷକୁ ଗୁରୁତ୍ୱ ଦେବା ଦ୍ୱାରା ଚାଷୀଙ୍କ ପାଇଁ ଅତିରିକ୍ତ ରୋଜଗାରର…