ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କାମ ହୋଇଛି କେବଳ ମୁରୁମରେ; ଫଳକରେ ସୂଚନା ମେଟାଲ ମୁରୁମ ରାସ୍ତା

କାମ ହୋଇଛି କେବଳ ମୁରୁମରେ; ଫଳକରେ ସୂଚନା ମେଟାଲ ମୁରୁମ ରାସ୍ତା – ସମୀକ୍ଷା ଖବର

ବସନ୍ତ ପେଗଡ଼/ବରିଷ୍ଠ ସାମ୍ବାଦିକ /କୋରାପୁଟ/ସମୀକ୍ଷା ନ୍ୟୁଜ:

କୋରାପୁଟ :–04/10/26–: ମନରେଗା ଯୋଜନାରେ ଆର୍ଥିକ ବର୍ଷ 25/26 ରେ ନିର୍ମିତ ହୋଇଥିବା ୱାର୍କ କୋଡ଼ ନମ୍ବର -(2411015016/RC/10619108)ମେଟାଲ ମୁରୁମ ରାସ୍ତାରେ କେବଳ ମୁରୁମ ପକାଇ ରାସ୍ତା କାମ ସାରିଦେଇଥିବା ଅଭିଯୋଗ ହୋଇଛି l
ସୂଚନା ପ୍ରକାରେ, କୋଟପାଡ଼ ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ପଞ୍ଚାୟତର ଜଡ଼ାସର୍ଗିରୁ ପଣ୍ଡ୍ର ନାମରେ ଛ’ଲକ୍ଷ ଟଙ୍କା ବ୍ୟୟରେ ମେଟାଲ ମୁରୁମ ସଡ଼କ ତିଆରି ହୋଇଥିବା ସୂଚନା ଫଳକରେ ଦର୍ଶlଯାଇଥିବା ବେଳେ ମେଟାଲ ବ୍ୟବହାର ନ କରି କେବଳ ମୁରୁମ ପକାଇ ରାସ୍ତା ତିଆରି ହୋଇଥିବା ଅଭିଯୋଗ ହୋଇଛି l ନାମ ଗୁପ୍ତ ରଖିବାକୁ କହି ସ୍ଥାନୀୟଲୋକେ ପ୍ରଶାସନ ଏବଂ ଠିକାଦାରଙ୍କୁ କଟୁ ସମାଲୋଚନା କରିବା ସହିତ ଗଣମlଧ୍ୟମ ସମ୍ମୁଖରେ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିବl ସହିତ ଜଡିତ ବ୍ୟକ୍ତି ମାନଙ୍କୁ ଉଚିତ ଦଣ୍ଡ ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଲମତାପୁଟରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଓ ଚେକ୍ ବଣ୍ଟନ