ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ମଳଦାରେ ରାଜ୍ୟସ୍ତରୀୟ ବିଞ୍ଝାଲ ସମାଜ ସମ୍ମିଳନୀ – ସମୀକ୍ଷା ଖବର

ମଳଦାରେ ରାଜ୍ୟସ୍ତରୀୟ ବିଞ୍ଝାଲ ସମାଜ ସମ୍ମିଳନୀ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ପାଇକମାଳ, ୧୧।୧୦ ବିଞ୍ଝାଲ ଜନଜାତିର ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସହ ଏହାର ସର୍ବାଙ୍ଗୀଣ ବିକାଶ ଲକ୍ଷ୍ୟରେ ରାଜ୍ୟସ୍ତରୀୟ ବିଞ୍ଝାଲ ଭାଷା, ସାହିତ୍ୟ ଓ ବିକାଶ ପରିଷଦ, ଓଡ଼ିଶା ପକ୍ଷରୁ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକର ମଳଦା ଗ୍ରାମରେ ରବିବାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗ୍ରାମସ୍ଥିତ ବାରଭାଇ ବେଣ୍ଠକାରଙ୍କ ଆଶ୍ରୟସ୍ଥଳୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ…

Read More
ପଦ୍ମପୁର: ନକଲି ସୁନା ବିସ୍କୁଟ ର‍୍ୟାକେଟର ପର୍ଦାଫାଶ – ସମୀକ୍ଷା ଖବର

ପଦ୍ମପୁର: ନକଲି ସୁନା ବିସ୍କୁଟ ର‍୍ୟାକେଟର ପର୍ଦାଫାଶ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :ପଦ୍ମପୁର, 11/10/2026: ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ନକଲି ସୁନା କରବାରର ପର୍ଦ୍ଦାଫାଶ କରିବାରେ ପଦ୍ମପୁର ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବଜାର ଦରଠାରୁ ବହୁତ କମ୍ ମୂଲ୍ୟରେ ଅସଲି ସୁନା ଯୋଗାଇଦେବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଲୁଟୁଥିବା ଏକ ଆନ୍ତଃଜିଲ୍ଲା ଠକ ଗ୍ୟାଙ୍ଗ୍‌ର ତିନି ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କ ନିକଟରୁ…

Read More
ରାଜ୍ୟପାଳଙ୍କ ବରଗଡ ଗସ୍ତ – ସମୀକ୍ଷା ଖବର

ରାଜ୍ୟପାଳଙ୍କ ବରଗଡ ଗସ୍ତ

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନିୟୁଜ :ବରଗଡ, 11/10/2026: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଙ୍କର ଏହି ଗସ୍ତକୁ ନେଇ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।ଆଜି ବରଗଡ଼ ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ବୋଇଂ ସୁକନ୍ୟା ଏରୋସ୍ପେସ୍ ଲ୍ୟାବ୍ ର ଭବ୍ୟ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ…

Read More
ଧବଲମୁଖୀ ବେଶକୁ ନେଇ ଭକ୍ତଙ୍କ ଭିଡ – ସମୀକ୍ଷା ଖବର

ଧବଲମୁଖୀ ବେଶକୁ ନେଇ ଭକ୍ତଙ୍କ ଭିଡ

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନ୍ୟୁଜ : :ବରଗଡ଼ରେ ମହାଳୟା ଅବସରରେ ମାଁ ସମଲେଇଙ୍କ ଆକର୍ଷଣୀୟ ‘ଧବଳମୁଖୀ ବେଶ’. ବରଗଡ଼ ସହରର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଇଙ୍କ ପୀଠରେ ପବିତ୍ର ମହାଳୟା ତିଥି ଅବସରରେ ଏହି ବାର୍ଷିକ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଯାଇଛି. ବର୍ଷସାରା ଦେବୀଙ୍କୁ ସିନ୍ଦୂରବର୍ଣ୍ଣା ରକ୍ତମୁଖୀ ରୂପରେ ପୂଜା କରାଯାଉଥିବା ବେଳେ ବର୍ଷକରେ ମାତ୍ର ଥରେ ମାଆଙ୍କୁ ଏହି ଅଲୌକିକ ଶ୍ୱେତ ରୂପରେ ସଜ୍ଜିତ କରାଯାଏ। ଏହି ଦୁର୍ଲଭ ଧବଳମୁଖୀ ବେଶକୁ ସ୍ଥାନୀୟ ଅଞ୍ଚଳରେ…

Read More
ମୃତ୍ୟୁର ମାସକ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ପୋତା ହୋଇଥିବା ମୃତଦେହ ଜବତ – ସମୀକ୍ଷା ଖବର

ମୃତ୍ୟୁର ମାସକ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ପୋତା ହୋଇଥିବା ମୃତଦେହ ଜବତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ସୋହେଲା,୧୦।୧୦ ସୋହେଲା ଥାନା ଅନ୍ତର୍ଗତ ରାଜ୍ୟ ସୀମାନ୍ତରେ ସ୍ଥିତ ପଣ୍ଡକିପାଲି ଗ୍ରାମରେ ଗତ ମାସ ଆଠ ତାରିଖ ଦିନ ଅମୃତ ବର୍ଗେ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ମୃତକ ଅମୃତ ବର୍ଗେଙ୍କ ପରିବାର ଲୋକେ ସୋହେଲା ଥାନାକୁ ଆସି ଅମୃତଙ୍କୁ ହତ୍ୟା କରା ଯାଇଥିବା ନେଇ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ କ୍ରମେ ସୋହେଲା ପୋଲିସ ଏକ ହତ୍ୟା ମାମଲା…

Read More
ବିଲରୁ ବାହାରିଲା ଶବ – ସମୀକ୍ଷା ଖବର

ବିଲରୁ ବାହାରିଲା ଶବ

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନ୍ୟୁଜ:ବରଗଡ ଜିଲ୍ଲା ସୋହେଲା ବ୍ଲକ୍‌ ଅନ୍ତର୍ଗତ ପଣ୍ଡକିପାଲି ଗାଁରେ ଏକ ସନ୍ଦେହଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ମୃତ୍ୟୁର ପ୍ରାୟ ଏକ ମାସ ପରେ ଜଣେ ବ୍ୟକ୍ତିଙ୍କ କଙ୍କାଳ ମାଟିତଳୁ ଖୋଳି ବାହାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପଣ୍ଡକିପାଲି ଗ୍ରାମର ଅମୃତ ବାରିକ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ରୁ ଜଣାପଡିଛି ଯେଘଟଣାଟି ୨୦୨୬ ସେପ୍ଟେମ୍ବର ୮ ତାରିଖର। ସେଦିନ ରଜନୀ ସାହୁ ନାମକ ଜଣେ ସ୍ଥାନୀୟ ମହିଳା ଅମୃତଙ୍କୁ…

Read More
କୋଶଲ ସେନା ପକ୍ଷରୁ ନୂଆଁଖାଇ ଜୁହାର ଭେଟ୍‌ ଓ କୋଶଲ ସମାବେଶ ୨୦୨୬ ଆୟୋଜିତ – ସମୀକ୍ଷା ଖବର

କୋଶଲ ସେନା ପକ୍ଷରୁ ନୂଆଁଖାଇ ଜୁହାର ଭେଟ୍‌ ଓ କୋଶଲ ସମାବେଶ ୨୦୨୬ ଆୟୋଜିତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ୯। ୧୦ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍‌ଠାରେ କୋଶଲ ସେନା ପକ୍ଷରୁ ନୂଆଁଖାଇ ଜୁହାର ଭେଟ୍‌ ତଥା କୋଶଲ ସମାବେଶ-୨୦୨୬ ଧୁମ୍‌ଧାମରେ ଆୟୋଜିତ ହୋଇଯାଇଛି। ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। କୋଶଲ ସେନାର ସଭାପତି କୌସ୍ତୁଭ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ସଂଗଠନର ସମ୍ପାଦକ ବୀରବଳ ମହାକୁର ଉପସ୍ଥିତ ଥିଲେ। ସ୍ୱପ୍ନିକା ସାହୁ…

Read More
ବରଗଡ଼ ଜିଲ୍ଲା କଲେଜ ନିର୍ବାଚନ ବର୍ତ୍ତମାନ ଓ ଭବିଷ୍ୟତ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲା କଲେଜ ନିର୍ବାଚନ ବର୍ତ୍ତମାନ ଓ ଭବିଷ୍ୟତ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନ୍ୟୁଜ : ଓଡ଼ିଶାର ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଛାତ୍ର ସଂସଦ ନିର୍ବାଚନ ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଯେତେବେଳେ ରାଜ୍ୟରେ କଲେଜ ନିର୍ବାଚନର ପାଣିପାଗ ସୃଷ୍ଟି ହୁଏ, ସେତେବେଳେ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲା ବରଗଡ଼ ମଧ୍ୟ ଏଥିରୁ ବାଦ୍ ପଡ଼େ ନାହିଁ । ବରଗଡ଼ର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ରାଜନୀତିର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି, ଯାହା କେବଳ କ୍ୟାମ୍ପସ ମଧ୍ୟରେ ସୀମିତ ନ ରହି ସମଗ୍ର…

Read More

ସେବା ସଂକଳ୍ପ ଅଭିଯାନ ପକ୍ଷରୁ ବରଗଡ଼ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ବରଗଡ଼: ସଡ଼କ ଦୁର୍ଘଟଣା ରୋକିବା ସହ ଅମୂଲ୍ୟ ଜୀବନର ସୁରକ୍ଷା ଏବଂ ଜନସାଧାରଣଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସେବା ସଂକଳ୍ପ ଅଭିଯାନ ପକ୍ଷରୁ ବରଗଡ଼ଠାରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଅଶୋକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁବାସ ବାରିକ ଆଶୋକା ଟୋଲ ପ୍ଲାଜା ପବ୍ଲିକ…

Read More
କଲମରେ ଜନସ୍ୱର ହୃଦୟରେ ପକ୍ଷୀ ପ୍ରେମ: ସାମ୍ବାଦିକ ବିଜୟଙ୍କ ନିଆରା ପରିଚୟ – ସମୀକ୍ଷା ଖବର

କଲମରେ ଜନସ୍ୱର ହୃଦୟରେ ପକ୍ଷୀ ପ୍ରେମ: ସାମ୍ବାଦିକ ବିଜୟଙ୍କ ନିଆରା ପରିଚୟ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: କଲମ ତାଙ୍କର ଅସ୍ତ୍ର, ଜନସ୍ୱାର୍ଥ ତାଙ୍କର ଲକ୍ଷ୍ୟ। ଅବହେଳିତ ଓ ଅସହାୟ ଲୋକଙ୍କ ସ୍ୱରକୁ ଶାଣିତ କଲମ ମାଧ୍ୟମରେ ଜନସାମ୍ନାକୁ ଆଣିବା ତାଙ୍କର ଧର୍ମ। ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ଓ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ତାଙ୍କ ସାମ୍ବାଦିକତାର ମୂଳମନ୍ତ୍ର। ହେଲେ ଏହି କର୍ତ୍ତବ୍ୟନିଷ୍ଠ ସାମ୍ବାଦିକଙ୍କ ହୃଦୟର ଆଉ ଏକ କୋଣରେ ବସା ବାନ୍ଧିଛନ୍ତି ପ୍ରକୃତିର…

Read More