୬ ବର୍ଷ ହେଲା ନଳକୂପ ଖୋଲା ହୋଇଛି ହେଲେ ବିଦ୍ୟୁତ୍ ସଂଯୋଗ ହୋଇନି- ବିଜୁ କୃଷକ କଲ୍ୟାଣ ଯୋଜନା
ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ,୬। ୧୦ସରକାରଙ୍କ ବିଜୁ କୃଷକ କଲ୍ୟାଣ ଯୋଜନା ତରଫରୁ ୨୦୨୦ ମସିହାରୁ ଇଛୁକ ଚାଷୀମାନଙ୍କ ଠାରୁ ୨୦ ହଜାର ଟଙ୍କା ନେଇ ବିକଳ୍ପ ଜଳସେଚନ ବ୍ୟବସ୍ଥା ଗଭୀର ନଳକୂପ ସାହାଯ୍ୟରେ ଜଳସେଚନ କରାଯିବାର ଉଦେଶ୍ୟ ଅନେକାଂଶରେ ବିଫଳ ବା ମନ୍ଥର ଗତିରେ ଚାଲିଛି। ଠିକ ଯେମିତି ଶ୍ରୀଗୀଡା, ଭାତବିଡା ଏବଂ ଛେପ୍ତିବାହାଲ ଗ୍ରାମରେ ୨୦୨୦ ମସିହାରୁ ଶହଶହ ଚାଷୀ ଜଳସେଚନ ହେବା ଉଦେଶ୍ୟରେ ଆବଶ୍ୟକ…