ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ଗନ୍ଧମାର୍ଦନ ସୁରକ୍ଷା ପାଇଁ ଗାଇସିଲେଟରେ ଆନ୍ଦୋଳନ ଡାକରା – ସମୀକ୍ଷା ଖବର

ଗନ୍ଧମାର୍ଦନ ସୁରକ୍ଷା ପାଇଁ ଗାଇସିଲେଟରେ ଆନ୍ଦୋଳନ ଡାକରା

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ଗାଇସିଲେଟ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନ ଗାଇସିଲେଟ ବ୍ଲକରେ ଗନ୍ଧମାର୍ଦନର ସୁରକ୍ଷା ଓ ସଂରକ୍ଷଣ ଦାବିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଏହି ବୈଠକ ରେ ଚାଷୀ ଶ୍ରମିକ ନେତା ଅରବିନ୍ଦ ପଣ୍ଡା ସଭାପତିତ୍ବ କରିଥିଲେ l ଏହି ଅବସରରେ ଗନ୍ଧମାର୍ଦନ ସୁରକ୍ଷା ଆକ୍ସନ କମିଟି, ଗାଇସିଲେଟ ବ୍ଲକ ର କର୍ମକର୍ତ୍ତା ଗଠନ କରାଯାଇଥିବା ବେଳେ ଗନ୍ଧମାର୍ଦନ ସୁରକ୍ଷା ପାଇଁ ସଂଗଠିତ ଭାବରେ…

Read More
ଗାଈସୀମା ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା ଏବଂ ସଚତନତା କାର୍ଯକ୍ରମ – ସମୀକ୍ଷା ଖବର

ଗାଈସୀମା ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା ଏବଂ ସଚତନତା କାର୍ଯକ୍ରମ

ସାନନ୍ଦ ମହାପାତ୍ର ସ୍ଵତନ୍ତ୍ର ପ୍ରତିନିଧି ବରଗଡ ସମୀକ୍ଷା ନିଯୁଜ୍ : ଆଜି ବରଗଡ଼ ବ୍ଳକ ଅନ୍ତର୍ଗତ ଗାଈସୀମା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ଶ୍ରୀ ବରାଡ ବାଲୁଙ୍କେଶ୍ୱର ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ବରଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ବେରସିୟୁସ୍ ଡୁଙ୍ଗଡୁଙ୍ଗଙ୍କ ନେତୃତ୍ବରେ ସେବା ସଂକଳ୍ପ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ହିଁ ସେବା- ସ୍ୱଚ୍ଛ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।‌ ଉକ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସ୍ଥଳୀ ତଥା ମନ୍ଦିର ପରିସର ସଫା କରାଗଲା। ପ୍ଲାଷ୍ଟିକ ବ୍ୟବହାର…

Read More
ବରଗଡ଼ରେ ବିଶ୍ୱ ପର୍ଯ୍ୟଟନ ଦିବସରେ ସଫଳ ପ୍ରୋମୋ ରନ୍ – ସମୀକ୍ଷା ଖବର

ବରଗଡ଼ରେ ବିଶ୍ୱ ପର୍ଯ୍ୟଟନ ଦିବସରେ ସଫଳ ପ୍ରୋମୋ ରନ୍

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ ବରଗଡ଼, 27 ସେପ୍ଟେମ୍ବର: ଆଗାମୀ ୧୩ ଡିସେମ୍ବର ୨୦୨୬ ଦିନ ଓଡ଼ିଶାର ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା “ଓଏମସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬” ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବରଗଡ଼ ସହରରେ ଏକ ବିଶାଳ “ପ୍ରୋମୋ ରନ୍” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସର୍ବସାଧାରଣଙ୍କ ମଧ୍ୟରେ…

Read More
ପୂଜା ମଞ୍ଚରେ ଅତିଥି ନୁହେଁ, ସେବାର ସାଥୀ ହେଲେ ‘ଟଙ୍କିକିଆ ଡାକ୍ତର’ – ସମୀକ୍ଷା ଖବର

ପୂଜା ମଞ୍ଚରେ ଅତିଥି ନୁହେଁ, ସେବାର ସାଥୀ ହେଲେ ‘ଟଙ୍କିକିଆ ଡାକ୍ତର’

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: (ଲୋକଙ୍କ ଅନୁରୋଧରେ ମଞ୍ଚ ଉପରେ ହିଁ ରୋଗୀ ଦେଖିଲେ ଡାକ୍ତର ଶଙ୍କର ରାମଚନ୍ଦାନୀ ,ଉତ୍ସବ ମଞ୍ଚରୁ ମିଳିଲା ସେବାର ନିଆରା ବାର୍ତ୍ତା) ବରଗଡ଼: ୨୭/୦୯ ପୂଜା ମଞ୍ଚରେ ଅତିଥି ଭାବେ ବସିଥିଲେ। ଭାଷଣ ଦେଲେ। ଅତିଥି ଭାବେ ନିଜ ଦାୟିତ୍ୱ ସାରିବା ପରେ ସାଧାରଣତଃ ଫେରିଯିବା କଥା। କିନ୍ତୁ ଲୋକଙ୍କ ଅନୁରୋଧ ତାଙ୍କୁ ମଞ୍ଚ ଛାଡ଼ିବାକୁ ଦେଲା ନାହିଁ। ପୂଜା ମଞ୍ଚ ହିଁ ପାଲଟିଗଲା…

Read More
କଟାବାହାଲରେ ‘ଏକ ପେଡ୍‌ ମା’ କେ ନାମ’ ୩.୦ : ୭୦୦ ଚାରାରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ – ସମୀକ୍ଷା ଖବର

କଟାବାହାଲରେ ‘ଏକ ପେଡ୍‌ ମା’ କେ ନାମ’ ୩.୦ : ୭୦୦ ଚାରାରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ବରଗଡ଼ : ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟାବାହାଲ ପଞ୍ଚାୟତ ବାହାଲି ପରିସରରେ ‘ଏକ ପେଡ୍‌ ମା’ କେ ନାମ’ ୩.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷରୋପଣକୁ ଏକ ଅଭିଯାନରେ ପରିଣତ କରିବା ସହ ରୋପଣ କରାଯାଇଥିବା ଚାରାର ସୁରକ୍ଷା ଓ ଯତ୍ନ ନେବା ପାଇଁ ଉପସ୍ଥିତ ସମସ୍ତେ ସଂକଳ୍ପ ନେଇଥିଲେ।କାର୍ଯ୍ୟକ୍ରମରେ ଆମ୍ବ, କାଜୁ,…

Read More
ବରଗଡ଼ରେ ଯୋଗ ଦେଲେ ନୂତନ ଏସ୍‌ଡିପିଓ ଆଇପିଏସ ଏ.ବି. ଶିଳ୍ପା – ସମୀକ୍ଷା ଖବର

ବରଗଡ଼ରେ ଯୋଗ ଦେଲେ ନୂତନ ଏସ୍‌ଡିପିଓ ଆଇପିଏସ ଏ.ବି. ଶିଳ୍ପା

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: ବରଗଡ଼: ବରଗଡ଼ ଉପଖଣ୍ଡର ନୂତନ ଏସ୍‌ଡିପିଓ ଭାବେ ୨୦୨୧ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଏ. ବି. ଶିଳ୍ପା ନିଯୁକ୍ତ ହୋଇଛନ୍ତି।ଏ. ବି. ଶିଳ୍ପା କେରଳ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ବି.ଟେକ୍‌ ଡିଗ୍ରୀ ହାସଲ କରିଥିବା ବେଳେ। ଆଇବିଏସ୍ ସଫ୍ଟୱେର ସର୍ଭିସେସ୍‌ରେ ସଫ୍ଟୱେର ଡେଭେଲପର ଭାବେ କାର୍ଯ୍ୟ କରିଛନ୍ତି। ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୧୯: ସର୍ବଭାରତୀୟ ସ୍ତରରେ ୨୯୮ତମ ସ୍ଥାନ (AIR…

Read More
ବରଗଡ଼ରେ ୮ଟି ନୂତନ ଧାନକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ : ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ – ସମୀକ୍ଷା ଖବର

ବରଗଡ଼ରେ ୮ଟି ନୂତନ ଧାନକ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ : ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ ବରଗଡ଼, ୨୫ ସେପ୍ଟେମ୍ବର: ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସଶକ୍ତ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ମେଗା ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଉନ୍ମୋଚନ କରିଥିଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲା ଯୋଡ଼ି…

Read More
ବରଗଡ ମେଘ ମାଷ୍ଟ୍ରେଙ୍କ ଏକାଦଶାହରେ ଶୋକାକୁଳ ଖରମୁଣ୍ଡା ଗ୍ରାମ – ସମୀକ୍ଷା ଖବର

ବରଗଡ ମେଘ ମାଷ୍ଟ୍ରେଙ୍କ ଏକାଦଶାହରେ ଶୋକାକୁଳ ଖରମୁଣ୍ଡା ଗ୍ରାମ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ ବରଗଡ,୨୪। ୯ସରକଣ୍ଡା ହାଇସ୍କୁଲର ପ୍ରତିଷ୍ଠାତା ତଥା ଅଞ୍ଚଳର ବିଶିଷ୍ଟ ଶିକ୍ଷକ ସ୍ୱର୍ଗତ ମେଘନାଦ ପଧାନଙ୍କ ଏକାଦଶାହ ତିଥି ଅବସରରେ ଗୁରୁବାର ଖରମୁଣ୍ଡା ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପଧାନ ଙ୍କୁ ସ୍ଥାନୀୟ ଅଞ୍ଚଳରେ ସ୍ନେହରେ ‘ମେଘ ମାଷ୍ଟ୍ରେ’ ବୋଲି ସମ୍ବୋଧନ କରାଯାଉଥିଲା । ତାଙ୍କ ବିୟୋଗ ରେ ଖାରମୁଣ୍ଡା,ସରକଣ୍ଡା ସମେତ ଆଖପାଖ ଅଞ୍ଚଳ ଶୋକସନ୍ତପ୍ତ ହୋଇ ପଡ଼ିଛି ।…

Read More
ବରଗଡ ରେ ବିଡା ବିଡା ନକଲି ନୋଟ୍ – ସମୀକ୍ଷା ଖବର

ବରଗଡ ରେ ବିଡା ବିଡା ନକଲି ନୋଟ୍

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ:ବରଗଡ ରେ ଧରାପଡିଲା ୪୫ ହଜାର ଟଙ୍କା ର ନକଲି ନୋଟ୍ ଏହି ମାମଲାରେ ନାବାଳିକ କୁ ବରଗଡ ଟାଉନ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ତେବେ ବରଗଡ ସହରର ସ୍ବାଗତ ସାହୁ ଜଣେ ଯୁବକ ନିଜ ଓଲା ସ୍କୁଟି କୁ ବିକ୍ରୀ ପାଇଁ olx ରେ ବିଜ୍ଞାପନ ଦେବା ପରେ ତାଙ୍କ ସ୍କୁଟି କିଣିବାକୁ ଆସିବା ଆସି ତାଙ୍କୁ ପ୍ରାୟ…

Read More