ପରିବେଶ-ଅନୁକୂଳ ପୂଜା ପାଳନ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ଆହ୍ୱାନ
ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ: ଉତ୍କୃଷ୍ଟ ପରିବେଶ-ସୁରକ୍ଷିତ ପୂଜା କମିଟିଗୁଡ଼ିକୁ କରାଯିବ ସମ୍ବର୍ଦ୍ଧିତ ୧୭ତମ ଜିଲ୍ଲାସ୍ତରୀୟ ପରିବେଶଗତ ତଦାରଖ କମିଟି ବୈଠକରେ ନିଷ୍ପତ୍ତି ଆଗାମୀ ପର୍ବପର୍ବାଣୀକୁ ପରିବେଶ-ଅନୁକୂଳ ଓ ପ୍ରଦୂଷଣମୁକ୍ତ ଉପାୟରେ ପାଳନ କରିବା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (SPCB), ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ପୂଜା କମିଟିକୁ ନିବେଦନ କରାଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ…