ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବରପାଲି:ଦୁର୍ଘଟଣା ସ୍ଥଳରେ ମାନବିକତାର ଉଦାହରଣ ଆହତ ଶିଶୁକୁ ଉଦ୍ଧାର କରି ଘରେ ପହଞ୍ଚାଇଲେ ଯୁବ କାଉନସିଲର ଓ ସାଥୀ ମାନେ

ବରପାଲି:ଦୁର୍ଘଟଣା ସ୍ଥଳରେ ମାନବିକତାର ଉଦାହରଣ ଆହତ ଶିଶୁକୁ ଉଦ୍ଧାର କରି ଘରେ ପହଞ୍ଚାଇଲେ ଯୁବ କାଉନସିଲର ଓ ସାଥୀ ମାନେ – ସମୀକ୍ଷା ଖବର


ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ :
ବରପାଲି/ ବିଜେପୁର:- ବରପାଲି ରେ ଏକ କାର୍ଯ୍ୟକ୍ରମ ରୁ ଫେରୁଥିବା ସମୟରେ ବିଜେପୁର ନିକଟରେ ଏକ ଦୁର୍ଘଟଣା ଦେଖି ମାନବିକତାର ପରିଚୟ ଦେଇଛନ୍ତି ଯୁବନେତା ତଥା କାଉନସିଲର ଇ. କୁନାଲ୍ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ମାନେ
ସୂଚନାନୁସାରେ ଇ. କୁନାଲ ପାଣିଗ୍ରାହୀଙ୍କ ଯୁବମୋର୍ଚ୍ଚା ଜିଲ୍ଲା ଉପ ସଭାପତି ମନଟୁ ପାଣ୍ଡେ, ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବରିହା, ଭିକାରୀ ଗଡ଼ତିଆ, ସୁରେଶ ମେହେର ଓ ଅରବିନ୍ଦ ସାହା ଯାଉଥିବାବେଲେ ରାସ୍ତା ପାଶ୍ବରେ ଏକ ଦୁର୍ଘଟଣା ଦେଖିଥିଲେ ତୁରନ୍ତ ଗାଡ଼ି ଅଟକାଇ ସେମାନେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ

ବରପାଲି:ଦୁର୍ଘଟଣା ସ୍ଥଳରେ ମାନବିକତାର ଉଦାହରଣ ଆହତ ଶିଶୁକୁ ଉଦ୍ଧାର କରି ଘରେ ପହଞ୍ଚାଇଲେ ଯୁବ କାଉନସିଲର ଓ ସାଥୀ ମାନେ – ସମୀକ୍ଷା


ଦୁର୍ଘଟଣାରେ ଜଣେ ଶିଶୁ ଚାଷ ଜମି ନିକଟରେ ପ୍ରାୟ ୧୦ ଫିଟ୍ ତଳକୁ ପଡ଼ିଯାଇ ଥିବା ଦେଖୀ ସେମାନେ ସବଧାନତାର ସହ ଶିଶୁକୁଟିକୁ ଉଦ୍ଧାର କରି ଉପରକୁ ଆଣିଥିଲେ ପରେ ଶିଶୁର ସ୍ୱାସ୍ଥ୍ୟବସ୍ତା ବୁଝିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଏହାପରେ ଶିଶୁ ଓ ପରିବାର କୁ ସୁରକ୍ଷିତ ଭାବେ ଘରକୁ ଫେରିବାରେ ମଧ୍ୟ ସହଯୋଗ କରିଥିଲେ
ଉଦ୍ଧାର କାର୍ଯ୍ୟ ସମୟରେ ଇ. କୁନାଲ ପାଣିଗ୍ରାହୀ ଙ୍କ ହାତରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି ତଥାପି ନିଜ ଆଘାତକୁ ଗୁରୂତ୍ତ୍ପ ନ ଦେଇ ପ୍ରଥମେ ଅସହାୟ ଶିଶୁର ସୁରକ୍ଷା କୁ ପ୍ରାଥମିକତା ଦେଇଥିଲେ ସଙ୍କଟ ସମୟରେ ନିଜ ସୁରକ୍ଷା ଓ ସୁବିଧାକୁ ପଛକୁ ରଖି ଅସହାୟଙ୍କ ପାଇଁ ଆଗକୁ ଆସିବା ହିଁ ପ୍ରକୁତ ମାନବିକତା ବିଜେପୁର ନିକଟରେ ଏହି ଘଟଣାରେ ଇ. କୁନାର ପାଣିଗ୍ରାହୀ ଓ ତାଙ୍କ ସାଥୀମାନେ ଏହି ପଦକ୍ଷେପ ମାନବିକତା ସାହସ ଓ ସମ୍ବେଦନସିଲତାରଏକ ପ୍ରେୟଣଦାୟକ ଉଦାହରଣ ପାଲଟିଛି

ବରପାଲି:ଦୁର୍ଘଟଣା ସ୍ଥଳରେ ମାନବିକତାର ଉଦାହରଣ ଆହତ ଶିଶୁକୁ ଉଦ୍ଧାର କରି ଘରେ ପହଞ୍ଚାଇଲେ ଯୁବ କାଉନସିଲର ଓ ସାଥୀ ମାନେ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ ଜିଲ୍ଲାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ବ୍ୟାପକ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ