ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ବଲାଙ୍ଗୀର ନୂଆପଡ଼ା

ବରଗଡ ଟାଉନ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ଭୁଜାଲି ଓ ଛୁରୀ ରେ ଆକ୍ରମଣ ୮ ରୁ ଅଧିକ ଗୁରୁତର

ବରଗଡ ଟାଉନ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ଭୁଜାଲି ଓ ଛୁରୀ ରେ ଆକ୍ରମଣ ୮ ରୁ ଅଧିକ ଗୁରୁତର – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ :

ବରଗଡ ଟାଉନ ଥାନା ଅନ୍ତର୍ଗତ ପାତିକାର ପାଳୀ ରେ ଗୋଷ୍ଠୀ ସଂଘର୍ଷ l କଥା କଟା କଟି କୁ ନେଇ ଗଣ୍ଡଗୋଳ l ଭୁଜାଲି ଓ ଛୁରୀ ମରାମରି ୮ ଜଣ ଗୁରୁତର ଥିବା ବେଳେ ସେଥି ମଧ୍ୟ୍ୟ ରୁ ଦୁଇ ଜଣ ଅତି ଗୁରୁତର ଥିବା ଯୋଗୁଁ ବଡ଼ ମେଡିକାଲ ବୁର୍ଲା କୁ ରେଫର କରାଯାଇଛି l ବାକି ସମସ୍ତେ ବରଗଡ ମୁଖ୍ୟ ଚିକିତ୍ସା ଲୟରେ ଚିକିର୍ସିତ ହେଉଛନ୍ତି l ଘଟଣା ସ୍ଥଳରେ ବରଗଡ ଟାଉନ ପୋଲିସ ପହଂଚି କେଉଁ ପାଇଁ ଗୋଷ୍ଠୀ ସଂଘର୍ଷ ହେଲା ତାହା ତଦନ୍ତ ଚଳାଇଛି l

ବରଗଡ ଟାଉନ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ଭୁଜାଲି ଓ ଛୁରୀ ରେ ଆକ୍ରମଣ ୮ ରୁ ଅଧିକ ଗୁରୁତର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ମଧୁବାବୁଙ୍କର ପ୍ରଥମ ବାର୍ଷିକୀ ଉପଲକ୍ଷେ ସ୍ମରଣିକା ଉନ୍ମୋଚନ ଓ ସ୍ମୃତିସଭା ଅନୁଷ୍ଠିତ