ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ଭିଜିଲାନ୍ସ ଜାଲରେ କୋଟିପତି ବାବୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶ:  ଗାଡ଼ି ଓ ଘରୁ ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ – ସମୀକ୍ଷା ଖବର

ଭିଜିଲାନ୍ସ ଜାଲରେ କୋଟିପତି ବାବୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶ: ଗାଡ଼ି ଓ ଘରୁ ୨୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନିୟୁଜ :17/10/2026: ଓଡ଼ିଶାରେ ଦୁର୍ନୀତି ନିବାରଣ ବିଭାଗ ଭିଜିଲାନ୍ସ ପକ୍ଷରୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି । ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଥିବା ଓଡ଼ିଶା ଭିଜିଲାନ୍ସ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଟକ ଜଗତପୁର ସ୍ଥିତ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାଶଙ୍କୁ ଗିରଫ କରିବା ସହ ତାଙ୍କଠାରୁ ବିପୁଳ ପରିମାଣର କଳାଧନ ଜବତ କରିଛି । ମିଳିଥିବା…

Read More
ବରଗଡ଼ ଜିଲ୍ଲା କଲେଜ ନିର୍ବାଚନ ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସକୁ ଫେରିଲା ରାଜନୀତି, କେଉଁଠି ଉତ୍ସାହ ତ କେଉଁଠି ବିବାଦ – ସମୀକ୍ଷା ଖବର

ବରଗଡ଼ ଜିଲ୍ଲା କଲେଜ ନିର୍ବାଚନ ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସକୁ ଫେରିଲା ରାଜନୀତି, କେଉଁଠି ଉତ୍ସାହ ତ କେଉଁଠି ବିବାଦ

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :ବରଗଡ଼, ୧୭ ଅକ୍ଟୋବର ୨୦୨୬ ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଯାହାକୁ ନେଇ ବରଗଡ଼ ଜିଲ୍ଲାର ପ୍ରମୁଖ ମହାବିଦ୍ୟାଳୟଗୁଡ଼ିକରେ ପ୍ରବଳ ଉତ୍ସାହ ଓ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଗତ ୧୫ ଅକ୍ଟୋବର ୨୦୨୬ ରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ କେଉଁଠି ଶାନ୍ତିପୂର୍ଣ୍ଣ ଭାବେ ବିଜୟ ଉତ୍ସବ ପାଳନ କରାଯାଇଛି, ତ କେଉଁଠି ଭୋଟ ଗଣତିକୁ…

Read More
ବରଗଡ଼ରେ ନଶା ମୁକ୍ତି ଅଭିଯାନ ଓ ସୁସ୍ଥ ସମାଜ ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ – ସମୀକ୍ଷା ଖବର

ବରଗଡ଼ରେ ନଶା ମୁକ୍ତି ଅଭିଯାନ ଓ ସୁସ୍ଥ ସମାଜ ଗଠନ ପାଇଁ ଏକ ଦୃଢ଼ ପଦକ୍ଷେପ

ଅବିନାଶ ଗଡତିଆ/ ବରଗଡ/ସମୀକ୍ଷା ନିୟୁଜ : ଯୁବପିଢ଼ିକୁ ମାଦକ ଦ୍ରବ୍ୟର କୁପ୍ରଭାବରୁ ରକ୍ଷା କରିବା ଏବଂ ଏକ ସୁସ୍ଥ, ସମୃଦ୍ଧ ସମାଜ ଗଠନ କରିବା ଲକ୍ଷ୍ୟରେ ବରଗଡ଼ ଜିଲ୍ଲାରେ ‘ନଶା ମୁକ୍ତ ଭାରତ ଅଭିଯାନ’ କୁ ଅଧିକ ବ୍ୟାପକ ଓ ତ୍ୱରାନ୍ୱିତ କରାଯାଇଛି। ସମଗ୍ର ଓଡ଼ିଶାରେ ଚାଲିଥିବା ୧୦୦ ସପ୍ତାହର ସ୍ୱତନ୍ତ୍ର ଆଣ୍ଟି-ଡ୍ରଗ୍ସ ଅଭିଯାନ ଅଧୀନରେ ବରଗଡ଼ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସେହିପରି ନିକଟରେ ବରଗଡ଼ରେ ଓଡ଼ିଶା ପୋଲିସର…

Read More
ରଙ୍ଗବତୀ ଗୀତରେ ନାଚିଲେ ହିମାଚଳର ଛାତ୍ର ଛାତ୍ରୀ – ସମୀକ୍ଷା ଖବର

ରଙ୍ଗବତୀ ଗୀତରେ ନାଚିଲେ ହିମାଚଳର ଛାତ୍ର ଛାତ୍ରୀ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼,୧୬। ୧୦ବରଗଡ଼ସ୍ଥିତ ଇମ୍ପେରିଆଲ୍ କଲେଜ ପକ୍ଷରୁ ଯୁବା ସଙ୍ଗମ ୨୦୨୬ ଅନ୍ତର୍ଗତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନରେ ହିମାଚଳ ପ୍ରଦେଶର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଉଷ୍ମ ସ୍ୱାଗତ କରାଯାଇଥିଲା। ପାରମ୍ପରିକ କୀର୍ତ୍ତନ ଓ ଆକର୍ଷଣୀୟ ଘୁଡ଼କା ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇ ଓଡ଼ିଶାର ଲୋକକଳା ଓ ପରମ୍ପରାର ଝଲକ ପ୍ରଦାନ କରାଯାଇଥିଲା। ଅତିଥିମାନଙ୍କୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଖାଦ୍ୟ…

Read More
ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ – ସମୀକ୍ଷା ଖବର

ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ଝାରବନ୍ଧ, ୧୬ା୧୦ ସାମାଜିକ ସଂହତିର ସୁଦୃଢ଼ୀକରଣ ସହ ସାଂସ୍କୃତିକ ପରମ୍ପରାର ରକ୍ଷଣ ଓ ସାମୂହିକ ବିକାଶରେ ସହାୟକ ହେବ କଲ୍ୟାଣ ମଣ୍ଡପ। ଏହି ଲକ୍ଷ୍ୟ ନେଇ ଅଖିଳ ଭାରତୀୟ ଗୋଣ୍ଡ ସମାଜ, ଝାରବନ୍ଧର ତୁର୍ଲା ସର୍କଲ ପାଇଁ ନିର୍ମିତ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ ଉତ୍ସବ ଗୁରୁବାର ଆୟୋଜିତ ହୋଇଥିଲା। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଏହାକୁ ଉଦ୍‌ଘାଟନ କରିଥିଲେ। ବିଧାୟକ ପାଣ୍ଠିରୁ ୫…

Read More
କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି – ସମୀକ୍ଷା ଖବର

କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼:୧୬ା୧୦ ପୁଲିସର ପେଟ୍ରୋଲିଂ ସମୟରେ ଗଞ୍ଜେଇ ଚାଲାଣର ଏକ ଘଟଣା ସାମ୍ନାକୁ ଆସିଛି। ସରେଇକେଳା ଜଙ୍ଗଲ ନିକଟରେ ଏକ କାରରୁ ୩୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ପୁଲିସକୁ ଦେଖି ଗାଡ଼ିରେ ଥିବା ଅଭିଯୁକ୍ତ ଫେରାର ହୋଇଯାଇ ଥିବା ଘଟଣା ସାମ୍ନା କୁ ଆସିଛି l ସୂଚନା ଅନୁଯାୟୀ, ଜଗଦଳପୁର ପୁଲିସ ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିବା ସମୟରେ ସରେଇକେଳା ଜଙ୍ଗଲ ନିକଟରେ…

Read More
ବରଗଡ଼ରେ ପାୱାର ଅଫ୍ ଦିବ୍ୟାଙ୍ଗ ପକ୍ଷରୁ ୪ ଟି ବ୍ୟାଟେରୀ ଚାଳିତ ଟ୍ରାୟ ସାଇକେଲ ବଣ୍ଟନ – ସମୀକ୍ଷା ଖବର

ବରଗଡ଼ରେ ପାୱାର ଅଫ୍ ଦିବ୍ୟାଙ୍ଗ ପକ୍ଷରୁ ୪ ଟି ବ୍ୟାଟେରୀ ଚାଳିତ ଟ୍ରାୟ ସାଇକେଲ ବଣ୍ଟନ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼, ୧୬। ୧୦ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ପାୱାର ଅଫ୍ ଦିବ୍ୟାଙ୍ଗ, ବରଗଡ଼ ଜିଲ୍ଲା ପକ୍ଷରୁ ଏକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪ଟି ଟ୍ରାଇସାଇକେଲ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ମୁଖ୍ୟ ଅତିଥି ଏବଂଡି…

Read More
ନିଶାମୁକ୍ତ ଭାରତ ଅଭିଯାନରେ ବରଗଡ଼ରେ ପୁଲିସ ପକ୍ଷରୁ ବାଇକ୍‌ ରାଲି – ସମୀକ୍ଷା ଖବର

ନିଶାମୁକ୍ତ ଭାରତ ଅଭିଯାନରେ ବରଗଡ଼ରେ ପୁଲିସ ପକ୍ଷରୁ ବାଇକ୍‌ ରାଲି

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:ବରଗଡ଼, ୧୬। ୧୦ନିଶା ସେବନର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଶୁକ୍ରବାର ବରଗଡ଼ରେ ଓଡ଼ିଶା ପୁଲିସ ପକ୍ଷରୁ ‘ନିଶାମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଏକ ବାଇକ୍‌ ରାଲି ଆୟୋଜିତ ହୋଇଥିଲା। ଅକ୍ଟୋବର ୩୧ ରେ ସର୍ଦ୍ଦାର ବଲ୍ଲଭଭାଇପଟେଲଙ୍କ ଜନ୍ମବାର୍ଷିକୀ ଏବଂ ଜାତୀୟ ଏକତା ଦିବସ ପାଳନ କରିବା ପାଇଁ ଜାତୀୟ…

Read More
ଦଶହରା ଛୁଟି ପୂର୍ବରୁ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାମ୍ପସ ସଫେଇ – ସମୀକ୍ଷା ଖବର

ଦଶହରା ଛୁଟି ପୂର୍ବରୁ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାମ୍ପସ ସଫେଇ

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ଅମ୍ବାଭୋନା, ୧୭। ୧୦ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତାସ୍ଥିତ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦଶହରା ଛୁଟି ପୂର୍ବରୁ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ୟୁନିଟ୍‌ ପକ୍ଷରୁ ଏକ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ୱଚ୍ଛ ପରିବେଶ ଓ ସୁସ୍ଥ ଜୀବନର ବାର୍ତ୍ତା ପ୍ରଚାର କରିବା ସହ ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବା…

Read More
ଅତାବିରା କଲେଜ ରେ ଏଭିବିପି (AVBP) ପ୍ରାଥୀଙ୍କ ବାଜିମାତ ଆୟୁଷ୍ମାନ ସଭାପତି,ଶ୍ରୀରାମ ସାଧାରଣ ସମ୍ପାଦକ ନିର୍ବାଚିତ – ସମୀକ୍ଷା ଖବର

ଅତାବିରା କଲେଜ ରେ ଏଭିବିପି (AVBP) ପ୍ରାଥୀଙ୍କ ବାଜିମାତ ଆୟୁଷ୍ମାନ ସଭାପତି,ଶ୍ରୀରାମ ସାଧାରଣ ସମ୍ପାଦକ ନିର୍ବାଚିତ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ବରଗଡ/ସମୀକ୍ଷା ନିଉଜ୍:ବରଗଡ ଜିଲ୍ଲା ଅତାବିରା ବ୍ଲକ ଅତାବିରା ଏବଂ ଲରମ୍ଭା କଲେଜ ରେ ଗୁରୁବାର ଶାନ୍ତିଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ସକାଳ ଆଠଟାରୁ ଆରମ୍ଭ ହୋଇ ଅପରାହ୍ନ ୨ ଟାରେ ଶେଷ ହୋଇ ସନ୍ଧ୍ୟା ୫ଟାରେ ଅତାବିରା କଲେଜ ନିର୍ବାଚନର ଫଳା ଫଳ ଘୋଷଣା ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ସମଥିତ ପ୍ରାଥି ସଭାପତି ପଦବୀରେ ଆୟୁଷ୍ମାନ ଚାନ୍ଦ, ସାଧାରଣ ସମ୍ପାଦକ ଭାବେ ଶ୍ରୀରାମ ପଣ୍ଡା ଏବଂ କ୍ରୀଡା…

Read More