ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣପୁର:
*ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲଜ ମାଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମଠାରେ 20 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ.ହୋଇଯାଇଛି.ଅଶ୍ୱିନୀ ମାସ ସପ୍ତମୀ ତିଥିରେ ଏହି ରାବଣ ଦରବାର ଉତଘାଟିତ ହୋଇଯାଇଛି.ମୁଖ୍ୟ ଅତିଥି ଭାବେ ସାଂସଦ ନମୁନି ସାନନ୍ଦ ମେହେର ଯୋଗଦେଇ ଉତଘାଟନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ସାଗରପାଲି ଦୁର୍ଗାପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ. ରାବଣ ଦରବାର ଦେଖିବା ପାଇଁ ସାଗରପାଲି ଏବଂ ଅଖା ପାଖ ଗ୍ରାମର ହଜାର ହଜାର ଦର୍ଶକ ମନ ଭରି ଉପଭୋଗ କରିଥିଲେ






